ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୧୯୭୮ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୧୯୭୮ର ଓଡ଼ିଆ କଥାଚିତ୍ର. Show all posts

ବଳିଦାନ


ନିର୍ଦ୍ଦେଶକ: ପ୍ରଶାନ୍ତ ନନ୍ଦ
ସଂଳାପ: ପ୍ରଶାନ୍ତ ନନ୍ଦ
ଚିତ୍ରନାଟ୍ୟ: ପ୍ରଶାନ୍ତ ନନ୍ଦ
କାହାଣୀ: ପ୍ରଶାନ୍ତ ନନ୍ଦ
କଳାକାର: ପ୍ରଶାନ୍ତ ନନ୍ଦ, ଅଜିତ ଦାସ, ହେମନ୍ତ ଦାସ, ସୁଜାତା ଆନନ୍ଦ
ସଙ୍ଗୀତ: ପ୍ରଫୁଲ୍ଲ କର
ଗୀତ: ରାମକୃଷ୍ଣ ନନ୍ଦ, ପ୍ରଫୁଲ୍ଲ କର
କଣ୍ଠ: ବାଣୀ ଜୟରାମ, ଏସ୍ ଜାନ‌କୀ, ଚିତ୍ତରଞ୍ଜନ ଜେନା, ପ୍ରଫୁଲ୍ଲ କର, ଦେବାଶିଷ ମହାପାତ୍ର
ଚିତ୍ରଗ୍ରହଣ: ରାଜନ କିନ୍ନାଗୀ
ସମ୍ପାଦକ: ମଦନ ଗୁପ୍ତେ, ଭାଇ ତେଲନାଗ
ମୁକ୍ତିଲାଭ ତାରିଖ:
୬ ଡିସେମ୍ବର ୧୯୭୮

ଅଭିନୟ

  • ପ୍ରଶାନ୍ତ ନନ୍ଦ
  • ଅଜିତ ଦାସ
  • ହେମନ୍ତ ଦାସ
  • ସୁଜାତା ଆନନ୍ଦ
  • ମହମ୍ମଦ ମହସୀନ
  • ମହାଶ୍ଵେତା ରାୟ
  • ଜୟୀରାମ ସାମଲ
  • ଦୁଃଖୀରାମ ସ୍ଵାଇଁ
  • ମମତା ଶଙ୍କର
  • ପୀର ମିଶ୍ର

ଗୀତ 

1. ଆହେ ଦୟାମୟା ବିଶ୍ୱ ବିହାରୀ
2. ବ‌ହି ଯାଏରେ ଗଙ୍ଗା ଉଡ଼େ ତ୍ରିରଙ୍ଗା
3. ଚିକାଲିକା ବମ୍ବାଲିକା ବମ୍ ବମ୍
4. ଗୋରା ଗୋରା ଗାଲେ ମୋର କଳାଜାଈ
5. ହୋଲି ହୋଲିରେ ରଙ୍ଗ ରଙ୍ଗେଲି ନାଲି
6. ନେଇଯା'ରେ ମେଘ ମୋତେ
7. ପାଇଚି ଏ ଜୀବନେ ତୁମ ପାଦେ ସ୍ୱର୍ଗ ମୋର
8. ଟିକ ଟିକ ହୁଏ ମୋ ଛାତି
Share:

ସମର୍ପଣ



ନିର୍ଦ୍ଦେଶକ: ପ୍ରଫୁଲ୍ଲ ରଥ, ଏନ୍. ଗୋପାଳକୃଷ୍ଣ
ପ୍ରଯୋଜକ: ପ୍ରଫୁଲ୍ଲ ରଥ
ସଂଳାପ: ପ୍ରଫୁଲ୍ଲ ରଥ
ଚିତ୍ରନାଟ୍ୟ: ପ୍ରଫୁଲ୍ଲ ରଥ
କାହାଣୀ: ପ୍ରଫୁଲ୍ଲ ରଥ
କଳାକାର: ବିଜୟ ମହାନ୍ତି, ଶରତ ପୂଜାରୀ, ଜଗନ୍ନାଥ, ଗିରିଶ ଚନ୍ଦ୍ର ପୁରୋହିତ, ତନ୍ଦ୍ରା ରାୟ, ନିହାରିକା ସାହୁ
ସଙ୍ଗୀତ: ଉପେନ୍ଦ୍ର କୁମାର
ଗୀତ: ଜୁଗଳ ପ୍ରସାଦ ଯୋଶୀ, ନାରାୟଣ ପ୍ରସାଦ ପଟ୍ଟନାୟକ, ବିନୋଦ ପଟ୍ଟନାୟକ
କଣ୍ଠ: ପ୍ରଣବ ପଟ୍ଟନାୟକ, ଚିତ୍ତ ଜେନା
ମୁକ୍ତିଲାଭ ତାରିଖ:
୨୩ ମାର୍ଚ୍ଚ ୧୯୭୮

ଅଭିନୟ

  • ଶରତ ପୂଜାରୀ
  • ବିଜୟ ମହାନ୍ତି
  • ତନ୍ଦ୍ରା ରୟ
  • ନିହାରିକା ସାହୁ
  • ଦୁଃଖିରାମ ସ୍ୱାଇଁ
  • ଲିଳା ଦୁଲାଲି
  • ଜୟୀରାମ ସାମଲ
  • ଗିରିଶ ଚନ୍ଦ୍ର ପୁରୋହିତ
  • ରାମ ନାରାୟଣ
  • ଜଗନ୍ନାଥ
  • ଲକ୍ଷ୍ମୀଧର ମହାନ୍ତି

ଗୀତ 

1. ଏ ଗ୍ରାମର ଚଷାଭାଇ ମାଟିର ସମ୍ମାନ
2. ଇନ୍ଦ୍ରଧନୁ ସପ୍ତରଙ୍ଗ
3. ସମୀର ସୁରେ ଗାଏ ଏ ଝରଣା
Share:

ପ୍ରିୟତମା



ନିର୍ଦ୍ଦେଶକ: ବିଶ୍ଵଜିତ ଦାସ
ଚିତ୍ରନାଟ୍ୟ: ବିଶ୍ଵଜିତ ଦାସ
କାହାଣୀ: ବିଶ୍ଵଜିତ ଦାସ, ନଗେନ ଦାସ
କଳାକାର: ଶ୍ରୀରାମ ପଣ୍ଡା, ମହାଶ୍ୱେତା ରାୟ, ନଗେନ ରାୟ, ପ୍ରମୋଦ ମହାପାତ୍ର
ସଙ୍ଗୀତ: ଶାନ୍ତନୁ ମହାପାତ୍ର
ଗୀତ: ଗୁରୁକୃଷ୍ଣ ଗୋସ୍ୱାମୀ
କଣ୍ଠ: ସମରେଶ ବସୁ, ଅରବିନ୍ଦ ଭଟ୍ଟାଚାର୍ଯ୍ୟ, ସ୍ୱରୂପ ଚକ୍ରବର୍ତ୍ତୀ, ନିର୍ମଳା ମିଶ୍ର, ଦେବାଶିଷ ମହାପାତ୍ର
ଚିତ୍ରଗ୍ରହଣ: କନାଇ ଦେ
ମୁକ୍ତିଲାଭ ତାରିଖ:
୨୫ ଜାନୁଆରୀ ୧୯୭୮

ଅଭିନୟ

  • ଶ୍ରୀରାମ ପଣ୍ଡା
  • ମହାଶ୍ୱେତା ରାୟ
  • ନଗେନ ରାୟ
  • ପ୍ରମୋଦ ମହାପାତ୍ର
  • ଟୁନୁ ମହାନ୍ତି
  • ନରେନ୍ଦ୍ର କୁମାର ବେହେରା
  • ରାଧା ପଣ୍ଡା
  • ପ୍ରୀତି ପଟ୍ଟନାୟକ
  • ନିଳକଣ୍ଠ ରାୟ

ଗୀତ 

1. ଏଇ ପ୍ରିତୀ ଫୁଲ ଝରା ପଥେ ତୁମ ସାଥି ହୋଇ
Share:

ଜନ୍ମଦାତା



ନିର୍ଦ୍ଦେଶକ: କେ. ଏଚ. ଡ଼ି. ରାଓ
ପ୍ରଯୋଜକ: ମଞ୍ଜୁଳା ଆର୍ଟ ପ୍ରଡକ୍ସନ
ସଂଳାପ: ପ୍ରଫୁଲ୍ଲ ରଥ
କାହାଣୀ: ପ୍ରଫୁଲ୍ଲ ରଥ
କଳାକାର: ଶ୍ରୀରାମ ପଣ୍ଡା, ଶରତ ପୂଜାରୀ, ମହାଶ୍ୱେତା ରାୟ, ଜୟୀରାମ ସାମଲ
ସଙ୍ଗୀତ: ଉପେନ୍ଦ୍ର କୁମାର
ଗୀତ: ବୃନ୍ଦାବନ ଜେନା, ଜୁଗଳ ଯୋଶୀ
କଣ୍ଠ: ବାଳକୃଷ୍ଣ ଦାସ, ଏଚ୍. ପି. ଗୀତା, ଏସ୍. ଜାନ‌କୀ, ଚିତ୍ତରଞ୍ଜନ ଜେନା, ପି. ସୁଶୀଳା
ମୁକ୍ତିଲାଭ ତାରିଖ:
ଡିସେମ୍ବର ୧୯୭୮

ଅଭିନୟ

  • ରିତା ଚାନ୍ଦ
  • ରାଧା ପଣ୍ଡା
  • ଶ୍ରୀରାମ ପଣ୍ଡା
  • ଶରତ ପୂଜାରୀ
  • ମହାଶ୍ୱେତା ରାୟ
  • ଜୟୀରାମ ସାମଲ
  • ଚକ୍ରପାଣି
  • ସୁଧାରାଣୀ
  • ବସନ୍ତ ସାମଲ
  • ଭୋଳାନାଥ
  • ସ୍ୱରୂପ ନାୟକ

ଗୀତ 


Share:

ତଅପୋଇ


ନିର୍ଦ୍ଦେଶକ: ଶରତ ପୂଜାରୀ
ପ୍ରଯୋଜକ: ସୁବୋଧ ସାମଲ
ସଂଳାପ: ବିଜୟ ମିଶ୍ର
ଚିତ୍ରନାଟ୍ୟ: ଶରତ ପୂଜାରୀ
କାହାଣୀ: ଗୋପିନାଥ ଦାସ
କଳାକାର: ସୁଜାତା ଆନନ୍ଦ, ଅନିତା ଦାସ, ପ୍ରଶାନ୍ତ ନନ୍ଦ , ସାମୁଏଲ ସାହୁ
ସଙ୍ଗୀତ: ଅକ୍ଷୟ ମହାନ୍ତି
ଗୀତ: ବିନୋଦିନୀ ଦେବୀ, ଅକ୍ଷୟ ମହାନ୍ତି
କଣ୍ଠ: ଗୀତା ପଟ୍ଟନାୟକ, ତୃପ୍ତି ଦାସ, ଗୀତ ପଟ୍ଟନାୟକ, ଅକ୍ଷୟ ମହାନ୍ତି, ସୁଜିତ ମହାନ୍ତି
ଚିତ୍ରଗ୍ରହଣ: ସୁରେନ୍ଦ୍ରେ ସାହୁ
ସମ୍ପାଦକ: ଜାଗୃତି କୁମ୍ବଲେ
ମୁକ୍ତିଲାଭ ତାରିଖ:
୨୭ ଜାନୁଆରୀ ୧୯୭୮

ଅଭିନୟ

  • ସୁଜାତା ଆନନ୍ଦ
  • ଅନିତା ଦାସ
  • ପ୍ରଶାନ୍ତ ନନ୍ଦ
  • ଶରତ ପୂଜାରୀ
  • କୃଷ୍ଣପ୍ରଭା
  • ପୀର ମିଶ୍ର
  • ଭବାନି ପଣ୍ଡା
  • ସାମୁଏଲ ସାହୁ

ଗୀତ 

1. ଜୟ ମା ମଙ୍ଗଳା ବିପଦ ଭଞ୍ଜନୀ
2. ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା
3. ଭୀଣେଇ ବାବୁ ଭୀଣେଇ ବାବୁ
4. ଏକାଦଶୀ ଦିନ ଏଗାର ବକ୍ତ
5. କଥାଟିଏ କ‌ହୁଁ କଥାଟିଏ
6. ସାତ ଦରିଆ ପରେ ରେ ବୋଇତ ଭାସି ଯା
7. ନିରିମାଖି କୁଆଁରୀ ମୁଁ ଶୁଣ ଦୟାମୟୀ
Share:

କୁଳଚନ୍ଦ୍ରମା


ନିର୍ଦ୍ଦେଶକ: କେ. ଏଚ. ଡି. ରାଓ
ପ୍ରଯୋଜକ: କୁମାର ଜି.
ସଂଳାପ: ବୃନ୍ଦାବନ ଜେନା
କାହାଣୀ: ଦାସ‌ହରି ନାରାୟଣ ରାଓ
କଳାକାର: ଅଜିତ ଦାସ, ଅନିତା ଦାସ, ସୁଜାତା ଆନନ୍ଦ, ନିହାରିକା ସାହୁ
ସଙ୍ଗୀତ: ଉପେନ୍ଦ୍ର କୁମାର
ଗୀତ: ନାରାୟଣ ପ୍ରସାଦ ସିଂହ, ବୃନ୍ଦାବନ ଜେନା
କଣ୍ଠ: ସିକନ୍ଦର ଆଲାମ, ଏଚ୍. ପି. ଗୀତା, ବାଣୀ ଜୟରାମ, ଏସ୍ ଜାନ‌କୀ, ପ୍ରଣବ ପଟ୍ଟନାୟକ, ସାଲାନ୍
ଚିତ୍ରଗ୍ରହଣ: ବାବୁ
ସମ୍ପାଦକ: ମହେଶ
ମୁକ୍ତିଲାଭ ତାରିଖ:
ଫେବୃଆରୀ ୧୯୭୮

ଅଭିନୟ

  • ଅଜିତ ଦାସ
  • ଅନିତା ଦାସ
  • ନିହାରିକା ସାହୁ
  • ସୁଜାତା ଆନନ୍ଦ
  • ଚକ୍ରପାଣି
  • ସୌଦାମିନୀ ମିଶ୍ର

ଗୀତ 

1. ଆତ୍ମୀୟ ସ୍ୱଜନ ବନ୍ଧୁ କେହି ନୁହେଁ
2. ରାତିପାହିଥିଲେ ହୋଇଥାନ୍ତେ ରାଜା ରାମ
Share:

ଶଂଖ ମହୁରୀ



ନିର୍ଦ୍ଦେଶକ: ଅକ୍ଷୟ ମହାନ୍ତି କାଶ୍ୟପ, ଆର୍. ଜି. ଗୋପ
ପ୍ରଯୋଜକ: ଶକ୍ତି ବିକ୍ରମ ଦେବ, ମନମୋହ‌ନ ଦାସ, କେ. ପି. ଜୋହର
ସଂଳାପ: ଅକ୍ଷୟ ମହାନ୍ତି କାଶ୍ୟପ
ଚିତ୍ରନାଟ୍ୟ: ଅକ୍ଷୟ ମହାନ୍ତି କାଶ୍ୟପ
କାହାଣୀ: ବଳରାମ ମିଶ୍ର
କଳାକାର: ଉତ୍ତମ ମହାନ୍ତି, ଶ୍ରୀରାମ ପଣ୍ଡା, ମହାଶ୍ୱେତା ରାୟ
ସଙ୍ଗୀତ: ବାଳକୃଷ୍ଣ ଦାସ
ଗୀତ: ବୃନ୍ଦାବନ ଜେନା, ନାରାୟଣ ପ୍ରସାଦ ସିଂହ, ଲୋକା ପଣ୍ଡା
କଣ୍ଠ: ସ୍ୱରୂପ ଚକ୍ରବର୍ତ୍ତୀ, ଶେଖର ଗୁପ୍ତା, ବାଣୀ ଜୟରାମ, ପ୍ରଣବ ପଟ୍ଟନାୟକ
ଚିତ୍ରଗ୍ରହଣ: ୱାଇ. ଭି. ଜେମିନୀ
ସମ୍ପାଦକ: ଆର୍. ଜି. ଗୋପ୍
ମୁକ୍ତିଲାଭ ତାରିଖ:
୧୯ ସେପ୍ଟେମ୍ବର୧୯୭୮

ଅଭିନୟ

  • ଉତ୍ତମ ମହାନ୍ତି
  • ଶ୍ରୀରାମ ପଣ୍ଡା
  • ମହାଶ୍ୱେତା ରାୟ
  • ଅଜିତ ଦାସ
  • ଅନିତା ଦାସ
  • ରାମଚାନ୍ଦ ପ୍ରତିହାରୀ
  • ସୁଧାରାଣୀ
  • ବଳିଆର ସିଂହ
  • ନରେନ୍ଦ୍ରେ ବେହେରା
  • ଗୀତା ରାଓ

ଗୀତ 

1. ନିରାଶା ଜୀବନ ମୋ ବିତିଗଲା
2. ସାଥିରେ ସାଥିରେ ଆମ ଗୀତରେ
3. ରତନୀ ଗଜଗାମିନୀ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର