ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୧୯୭୬ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୧୯୭୬ର ଓଡ଼ିଆ କଥାଚିତ୍ର. Show all posts

ଅମର ପ୍ରେମ


ନିର୍ଦ୍ଦେଶକ: ଗୋପାଳ ଘୋଷ, ପଳାଶ ବାନାର୍ଜୀ
ପ୍ରଯୋଜକ: ଉମାକାନ୍ତ ପଟ୍ଟନାୟକ
ସଂଳାପ: ଗୋପାଳ ଘୋଷ
ଚିତ୍ରନାଟ୍ୟ: ପଳାଶ ବାନାର୍ଜୀ, ଦେବରାଜ ପୃଷ୍ଟି
କାହାଣୀ: ଶୈଳଜା ନନ୍ଦ
କଳାକାର: ସୁରେଶ ମହାପାତ୍ର, ବନଜା ମହାନ୍ତି, ହେମନ୍ତ ଦାସ, ନିହାରିକା ସାହୁ, ଶରତ ପୂଜାରୀ, ନେତ୍ରାନନ୍ଦ ମିଶ୍ର
ସଙ୍ଗୀତ: ରାଖାଲ ମହାନ୍ତି
ଗୀତ: ବୃନ୍ଦାବନ ଜେନା
କଣ୍ଠ: ଭିକାରୀ ବଳ, ନିର୍ମଳ ମିଶ୍ର
ଚିତ୍ରଗ୍ରହଣ: ସୌମେନ୍ଦୁ ରାୟ
ସମ୍ପାଦକ: ଦୁଲାଲ ଦତ୍ତ
ମୁକ୍ତିଲାଭ ତାରିଖ:
୧୯୭୬

ଅଭିନୟ

  • ହେମନ୍ତ ଦାସ
  • ସୁରେଶ ମହାପାତ୍ର
  • ବନଜା ମହାନ୍ତି
  • ଶରତ ପୂଜାରୀ
  • ନେତ୍ରାନନ୍ଦ ମିଶ୍ର
  • ନିହାରିକା ସାହୁ
  • ନରେନ୍ଦ୍ର ବେହେରା
  • ଜୟୀରାମ ସାମଲ
  • ନଟ ମହାନ୍ତି
  • ଗୌର ପ୍ରସାଦ
  • ସୌଦାମିନୀ
  • ହରି ମହାନ୍ତି
  • ଦେବ ପୃଷ୍ଟି
  • ବୃନ୍ଦାବନ
  • ତାପସ
  • ତନୁଜା
  • ମୀନା
  • ପ୍ରତିଭା ଘୋଷ
  • ନଟ ସେନ
  • ରମେଶ
  • ସ‌ହଦେବ

ଗୀତ 

1. ଏତିକି ମିନତି ସବୁ ଦୋଷ ଦିଅନା ଏତେ ଯାତନା
2. ମାୟାବିନୀ ଏଇ ରାତି ଏକାକିନୀ ଯାଏ ବିତି
Share:

ଶେଷ ଶ୍ରାବଣ


ନିର୍ଦ୍ଦେଶକ: ପ୍ରଶାନ୍ତ ନନ୍ଦ
ପ୍ରଯୋଜକ: ନାଗେନ ରାଓ
ସଂଳାପ: ବସନ୍ତ ମହାପାତ୍ର
ଚିତ୍ରନାଟ୍ୟ: ଶିବବ୍ରତ ଦାସ, ପ୍ରଶାନ୍ତ ନନ୍ଦ
କାହାଣୀ: ପ୍ରଶାନ୍ତ ନନ୍ଦ
କଳାକାର: ହେମନ୍ତ ଦାସ, ବନଜା ମହାନ୍ତି, ପ୍ରଶାନ୍ତ ନନ୍ଦ, ମହାଶ୍ୱେତା ରାୟ
ସଙ୍ଗୀତ: ପ୍ରଫୁଲ୍ଲ କର
ଗୀତ: ଶିବବ୍ରତ ଦାସ, ପ୍ରଫୁଲ୍ଲ କର
କଣ୍ଠ: ଚିତ୍ତ ଜେନା, ବାଣୀ ଜୟରାମ, ପ୍ରଫୁଲ୍ଲ କର, ମହମ୍ମଦ ହବିବ
ଚିତ୍ରଗ୍ରହଣ: ରାଜନ କିନ୍ନାଗୀ
ସମ୍ପାଦକ: ମୁକ୍ତାର ଅହମ୍ମଦ
ମୁକ୍ତିଲାଭ ତାରିଖ:
୧୯୭୬

ଅଭିନୟ

  • ହେମନ୍ତ ଦାସ
  • ବନଜା ମହାନ୍ତି
  • ମହମ୍ମଦ ମହସିନ
  • ପ୍ରଶାନ୍ତ ନନ୍ଦ
  • ମହାଶ୍ୱେତା ରାୟ
  • ଦୁଃଖୀରାମ ସ୍ଵାଇଁ

ଗୀତ 

1. ହାଏରେ ହାଏ ଗରଜେ ମେଘ ଘୁମ ଘୁମ ମୟୁରୀ ନାଚେ
2. ମାଝି'ରେ
3. ମାଣିକ
4. ମେଘ ବରଷିଲା ଟୁପୁରୁ ଟାପୁରୁ
5. କାଳୀ କପାଳୀ ନରମୁଣ୍ଡମାଳୀ
Share:

ସିନ୍ଦୁର ବିନ୍ଦୁ


ନିର୍ଦ୍ଦେଶକ: ଶିଶିର ମିଶ୍ର
ପ୍ରଯୋଜକ: ବି.କେ. ଅଗ୍ର‌ୱାଲ, ଏସ୍.କେ. ଅଗ୍ର‌ୱାଲ, ଏଲ୍.ଏନ୍. ଗୁରୁ, କେଦାର ଗୁରୁ
କାହାଣୀ: ଚିନ୍ତାମଣି ଜେନାଙ୍କ "ସରପଞ୍ଚ ପୁଅ"
କଳାକାର: ପ୍ରଶାନ୍ତ ନନ୍ଦ, ଶ୍ରୀରାମ ପଣ୍ଡା, ସୁଜାତା ଆନନ୍ଦ, ତ୍ରିପୁରା ମିଶ୍ର
ସଙ୍ଗୀତ: ପ୍ରଫୁଲ୍ଲ କର
ଗୀତ: ପ୍ରଫୁଲ୍ଲ କର, ଶିବବ୍ରତ ଦାସ, କାଳିଚରଣ ପାଣିଗ୍ରାହୀ
କଣ୍ଠ: ପ୍ରଣବ ପଟ୍ଟନାୟକ, ବାଣୀ ଜୟରାମ, ସୁଧାରାମ, ଚିତ୍ତ ଜେନା, ରଘୁନାଥ ପାଣିଗ୍ରାହୀ, ପ୍ରଫୁଲ୍ଲ କର
ଚିତ୍ରଗ୍ରହଣ: ଦିଲିପ ଦତ୍ତ
ମୁକ୍ତିଲାଭ ତାରିଖ:
୨୪ ସେପ୍ଟେମ୍ବର ୧୯୭୬

ଅଭିନୟ

  • ପ୍ରଶାନ୍ତ ନନ୍ଦ
  • ଶ୍ରୀରାମ ପଣ୍ଡା
  • ଅଜିତ ଦାସ
  • ସୁଜାତା ଆନନ୍ଦ
  • ତ୍ରିପୁରା ମିଶ୍ର
  • ଧୀର ବିଶ୍ଵାଳ
  • ଲୀଳା ଦୁଲାଳୀ
  • ନରେନ୍ଦ୍ର କୁମାର ବେହେରା
  • ଶ୍ୟାମଳେନ୍ଦୁ

ଗୀତ 

1. କେଉଁ ନାମ ଧରି
2. ଅଦିନେ ମଲ୍ଲୀ ମହକ
3. ଯୌବନରୁ ଅପରାଧ
4. ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର
5. ନ ଯା ରାଧିକା ଏକା ଏକା
6. ଗୁଳଗୁଳି ଗୁଳଗୁଳି ଅଳେଇ
7. ତୁମ ଶାଢ଼ୀର ରଙ୍ଗ
Share:

ଗପ ହେଲେ ବି ସତ

Related image

ନିର୍ଦ୍ଦେଶକ: ନଗେନ ରାୟ
ପ୍ରଯୋଜକ: ସୁବିମଳ ଚନ୍ଦ୍ର ମଲିକ
ସଂଳାପ: ବସନ୍ତ ମହାପାତ୍ର
ଚିତ୍ରନାଟ୍ୟ: ପି. ଡ଼ି. ସେନୟ
କାହାଣୀ: ବସନ୍ତ ମହାପାତ୍ର
କଳାକାର: ହରିଶ ମହାପାତ୍ର, ବନଜା ମହାନ୍ତି, ଦୁର୍ଲଭ, ସୁରେଶ ମହାପାତ୍ର
ସଙ୍ଗୀତ: ଭୁବନେଶ୍ଵର ମିଶ୍ର, ହରିପ୍ରସାଦ ଚୌରାଶିଆ
ଗୀତ: ଶିବବ୍ରତ ଦାସ, କାଳିଚରଣ ପାଣିଗ୍ରାହୀ
କଣ୍ଠ: ବାଣୀ ଜୟରାମ, ସୁମନ କଲ୍ୟାଣପୁର, ଅମିତ କୁମାର
ଚିତ୍ରଗ୍ରହଣ: ସୁରେନ୍ଦ୍ର ସାହୁ
ସମ୍ପାଦକ: ଜାଗ୍ରିତ୍ କାମ୍ବଲେ
ମୁକ୍ତିଲାଭ ତାରିଖ:
୧୬ ଜୁଲାଇ ୧୯୭୬

ଅଭିନୟ

  • ହରିଶ ମହାପାତ୍ର
  • ବନଜା ମହାନ୍ତି
  • ନିହାରିକା ସାହୁ
  • ଦୁର୍ଲଭ
  • ସୁରେଶ ମହାପାତ୍ର
  • ନେତ୍ରାନନ୍ଦ
  • ସୁଧାରାଣୀ
  • ସୌଦାମିନୀ

ଗୀତ 

1. ଏ ବନର ଛାଇ, ଯହିଁ ପ୍ରଥମ ପ୍ରେମ
2. ଜୟ ଯଦୁ ନନ୍ଦନ ରାଧିକା ପ୍ରାଣ ଭଞ୍ଜନ ହେ
3. ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ
4. ଗପ ହେଲେ ବି ସତ
5. ଏ ମୋର ଦୋସ୍ତ

ମନ୍ତବ୍ୟ

୧୯୩୬ ମସିହାରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ କଥାଚିତ୍ର "ସୀତା ବିବାହ" । ମାତ୍ର ଏହାପରଠାରୁ ଯେଉଁସବୁ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା, ସେ ସବୁ କଳାଧଳା ଚଳଚ୍ଚିତ୍ର ଥିଲା । ୧୯୭୬ ମସିହରେ ପ୍ରଥମ ଓଡ଼ିଆ ରଙ୍ଗୀନ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଗପ ହେଲେ ବି ସତ ହେଉଛି ପ୍ରଥମ ଓଡ଼ିଆ ରଙ୍ଗୀନ ଚଳଚ୍ଚିତ୍ର ।
Share:

ବତୀଘର

Image result for odia movie batighara

ନିର୍ଦ୍ଦେଶକ: ଅନନ୍ତ ମହାପାତ୍ର
ପ୍ରଯୋଜକ: ଜୟନ୍ତ କୁମାର
କାହାଣୀ: ବୁଦ୍ଧଦେବ ଗୁହା
କଳାକାର: ପ୍ରଶାନ୍ତ ନନ୍ଦ, ଧୀର ବିଶ୍ଵାଳ, ବ୍ୟୋମକେଶ ତ୍ରିପାଠୀ, ସାଧୁ ମେହେର
ସଙ୍ଗୀତ: ପ୍ରଫୁଲ୍ଲ କର
ଗୀତ: ପ୍ରଫୁଲ୍ଲ କର, ଶିବବ୍ରତ ଦାସ
କଣ୍ଠ: ଚିତ୍ତ ଜେନା, ଶୀପ୍ରା ବୋଷ, ପ୍ରଣବ ପଟ୍ଟନାୟକ, ପ୍ରଫୁଲ୍ଲ କର
ମୁକ୍ତିଲାଭ ତାରିଖ:
୧ ଅପ୍ରେଲ ୧୯୭୬

ଅଭିନୟ

  • ପ୍ରଶାନ୍ତ ନନ୍ଦ
  • ଧୀର ବିଶ୍ଵାଳ
  • ବ୍ୟୋମକେଶ ତ୍ରିପାଠୀ
  • ସାଧୁ ମେହେର
  • ଲିଲି ମହାନ୍ତି
  • ପ୍ରୀତି ଗାଙ୍ଗୁଲୀ

ଗୀତ 

1. ହାଏରେ ମୋତେ କାଳିଆ ନ‌ଗା
2. ସୀମାହୀନ ଦରିଆ
3. କର କ୍ଷମା ରେ
Share:

କୃଷ୍ଣ ସୁଦାମା


ନିର୍ଦ୍ଦେଶକ: ନିତାଇ ପାଲିତ
ପ୍ରଯୋଜକ: ଗୋବିନ୍ଦ ତେଜ
କଳାକାର: ଶାନ୍ତି ସ୍ଵରୂପ ମିଶ୍ର, ଗୋବିନ୍ଦ ତେଜ, ତ୍ରିପୁରା ମିଶ୍ର, ଅନିତା ଦାସ, ଧୀର ବିଶ୍ଵାଳ
ସଙ୍ଗୀତ: ପ୍ରଫୁଲ୍ଲ କର
ଗୀତ: କାଳିଚରଣ ପଟ୍ଟନାୟକ, ନାରାୟଣ ପ୍ରସାଦ ସିଂହ
କଣ୍ଠ: ପ୍ରଣବ ପଟ୍ଟନାୟକ, ଚିତ୍ତ ଜେନା, ଭୁବନେଶ୍ୱର ମିଶ୍ର, ବାଣୀ ଜୟରାମ
ଚିତ୍ରଗ୍ରହଣ: ଦୀପକ ଦାସ
ସମ୍ପାଦକ: ମଧୁ ବାନାର୍ଜୀ
ମୁକ୍ତିଲାଭ ତାରିଖ:
୧୩ ମ‌ଇ ୧୯୭୬

ଅଭିନୟ

  • ଶାନ୍ତି ସ୍ଵରୂପ ମିଶ୍ର
  • ଗୋବିନ୍ଦ ତେଜ
  • ତ୍ରିପୁରା ମିଶ୍ର
  • ଅନିତା ଦାସ
  • ଧୀର ବିଶ୍ଵାଳ
  • ନମ୍ରତା ଦାସ
  • ପ୍ରଶାନ୍ତ ନନ୍ଦ
  • ଜୟୀରାମ ସାମଲ
  • ମାମିନା
  • ପ୍ରୀତି ପଟ୍ଟନାୟକ

ଗୀତ 

1. ଧାର ଧାର ହୋଇ ଆଖିରୁ ଝରୁଛି
2. କ‌ହରେ କିଏସେ ସବୁଜ ଏ ବନ ନୀଳ ଆକାଶେ
3. ଟିକି ମୋର ନା ଟିଏ ଶୁଆରେ ମେଳିଛି
4. ଛୋଟ ମୋର ଏ ଘର ଛୋଟ ମୋର ସଂସାର
5. ହୃଦୟ ଭରି ଯାଏ ମୋର ବାଜେ ଖାଲି ତୁମ ସୁର
Share:

ସମୟ

Image result for odia movie samaya

ନିର୍ଦ୍ଦେଶକ: ଗଣେଶ ମହାପାତ୍ର
ପ୍ରଯୋଜକ: ଗଣେଶ ମହାପାତ୍ର
କଳାକାର: ପ୍ରଶାନ୍ତ ନନ୍ଦ, ଶ୍ରୀରାମ ପଣ୍ଡା, ତ୍ରିପୁରା ମିଶ୍ର, ଧୀର ବିଶ୍ଵାଳ
ସଙ୍ଗୀତ: ଭୁବନ- ହରି
ଗୀତ: ଗଣେଶ ମହାପାତ୍ର, ଗୁରୁକୃଷ୍ଣ ଗୋସ୍ୱାମୀ
କଣ୍ଠ: ଆଶା ଭୋଷଲେ, ମନ୍ନା ଦେ, ସୁମନ କଲ୍ୟାଣ ପୁର, ମୁକେଶ
ଚିତ୍ରଗ୍ରହଣ: ଦିଲିପ ଦତ୍ତ
ସମ୍ପାଦକ: ଜି. କେ. ଗୁପ୍ତେ
ମୁକ୍ତିଲାଭ ତାରିଖ:
୨୯ ଜାନୁଆରୀ ୧୯୭୬

ଅଭିନୟ

  • ପ୍ରଶାନ୍ତ ନନ୍ଦ
  • ଶ୍ରୀରାମ ପଣ୍ଡା
  • ନୀଳ ମହାପାତ୍ର
  • ତ୍ରିପୁରା ମିଶ୍ର
  • ଧୀର ବିଶ୍ଵାଳ
  • ଜର୍ଜ ତିଆଡି
  • ଶ୍ୟାମଳେନ୍ଦୁ

ଗୀତ 

1. ଗୁହାରୀ ଶୁଣ ଭଗବାନ
2. ଝିମି ଝିମି ତ ମଜା
3. କି ଗୀତ ଗାଇବି
4. ରେ ପ୍ରିୟା ମୋର କୁହ ମୁଁ
5. ସଜନୀରେ କାହିଁ ଗଲେ ଶ୍ୟାମ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର