ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୧୯୭୧ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୧୯୭୧ର ଓଡ଼ିଆ କଥାଚିତ୍ର. Show all posts

ସଂସାର


ନିର୍ଦ୍ଦେଶକ: ଗୌର ଘୋଷ, ପାର୍ବତୀ ଘୋଷ
ପ୍ରଯୋଜକ: ଗୌର ଘୋଷ, ପାର୍ବତୀ ଘୋଷ
ସଂଳାପ: ସାରଦା ପ୍ରସନ୍ନ ନାୟକ
ଚିତ୍ରନାଟ୍ୟ: ସାରଦା ପ୍ରସନ୍ନ ନାୟକ
କାହାଣୀ: ସାରଦା ପ୍ରସନ୍ନ ନାୟକ
କଳାକାର: ଗୌର ଘୋଷ, ଗୀତା, ଅକ୍ଷୟ ମହାନ୍ତି କାଶ୍ୟପ, ଚପଳା ନାୟକ, ସାମୁଏଲ ସାହୁ
ସଙ୍ଗୀତ: ଅକ୍ଷୟ ମହାନ୍ତି
ଗୀତ: ସାରଦା ପ୍ରସନ୍ନ ନାୟକ
କଣ୍ଠ: ଇନ୍ଦ୍ରାଣୀ ମୁଖାର୍ଜୀ, ଅକ୍ଷୟ ମହାନ୍ତି, ପ୍ରଣବ ପଟ୍ଟନାୟକ
ମୁକ୍ତିଲାଭ ତାରିଖ:
୧୯୭୧

ଅଭିନୟ

  • ଗୌର ଘୋଷ
  • ଅକ୍ଷୟ ମହାନ୍ତି କାଶ୍ୟପ
  • ଚପଳା ନାୟକ
  • ସାମୁଏଲ ସାହୁ
  • ଚନ୍ଦନା
  • ଶାନ୍ତିସ୍ବରୁପ
  • ଶ୍ୟାମଳେନ୍ଦୁ
  • ଗୀତା
  • ସ୍ବରୂପ ନାୟକ

ଗୀତ 

1. ଆଖିର କାଜଲ ଲୁହରେ ଲିଭିଲା
2. ବୋଉଲୋ ହେବି ନାହିଁ ବାହା
3. ଢେଉ ଢେଉ କା ପାହାଡ଼
4. ନ‌କର ନ‌କର ମନ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର