ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୧୯୬୬ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୧୯୬୬ର ଓଡ଼ିଆ କଥାଚିତ୍ର. Show all posts

ମାଟିର ମଣିଷ


ନିର୍ଦ୍ଦେଶକ: ମୃଣାଳ ସେନ
ପ୍ରଯୋଜକ: ବାବୁଲାଲ ଦୋଶୀ
ସଂଳାପ: ଗୋପାଳ ଛୋଟରାୟ
ଚିତ୍ରନାଟ୍ୟ: ଗୋପାଳ ଛୋଟରାୟ
କାହାଣୀ: କାଳିନ୍ଦୀ ଚରଣ ପାଣିଗ୍ରାହୀ
କଳାକାର: ସୁଜାତା ଆନନ୍ଦ, ଧୀର ବିଶ୍ଵାଳ, ଭାନୁମତୀ ଦେବୀ, ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ
ସଙ୍ଗୀତ: ଭୁବନେଶ୍ଵର ମିଶ୍ର
କଣ୍ଠ: ଅକ୍ଷୟ ମହାନ୍ତି, ବାଳକୃଷ୍ଣ ଦାସ
ଚିତ୍ରଗ୍ରହଣ: ଶୈଳଜା ଚାଟାର୍ଜୀ
ସମ୍ପାଦକ: ଗଙ୍ଗାଧର ନସ୍କର
ମୁକ୍ତିଲାଭ ତାରିଖ:
୧୯୬୬

ଅଭିନୟ

  • ପ୍ରଶାନ୍ତ ନନ୍ଦ
  • ଶରତ ପୂଜାରୀ
  • ଧୀର ବିଶ୍ଵାଳ
  • ଦୁଃଖୀରାମ ସ୍ଵାଇଁ
  • ଭୀମ ସିଂ
  • କାର୍ତ୍ତିକ ଘୋଷ
  • ରାମ ମାଣିଆ
  • ସୁଜାତା ଆନନ୍ଦ
  • ଭାନୁମତୀ ଦେବୀ
  • ସ୍ନେହଲତା
  • ମିତା

ଗୀତ 

1. ରାମ ବିଭା କରେ ହୋ
2. ରାମ ହେଲେ ବନବାସୀ
3. ଉଡ଼ିଗଲା ଗେଣ୍ଡାଳିଆ ଝାଡ଼ିଦେଲା ପର
Share:

କା


ନିର୍ଦ୍ଦେଶକ: ସାରଦା ପ୍ରସନ୍ନ ନାୟକ
ପ୍ରଯୋଜକ: ପାର୍ବତୀ ଘୋଷ
କାହାଣୀ: କାହ୍ନୁ ଚରଣ ମହାନ୍ତି
କଳାକାର: ଶରତ ପୂଜାରୀ, ଚନ୍ଦନା ବାନାର୍ଜୀ, ଝରଣା ଦାସ, ଗୌର ଘୋଷ
ସଙ୍ଗୀତ: ଭୁବନେଶ୍ଵର ମିଶ୍ର
ଗୀତ: ଦେବଦାସ ଛୋଟରାୟ
କଣ୍ଠ: ଅକ୍ଷୟ ମହାନ୍ତି, ସନ୍ଧ୍ୟା ମୁଖାର୍ଜୀ, ନିର୍ମଳ ମିଶ୍ର
ଚିତ୍ରଗ୍ରହଣ: ବିଜୟ ଦେ, ଦେଓଜି ଭାଇ
ସମ୍ପାଦକ: ରମେଶ ଯୋଶୀ
ମୁକ୍ତିଲାଭ ତାରିଖ:
୧୯୬୬

ଅଭିନୟ

  • ଚନ୍ଦନା ବାନାର୍ଜୀ
  • ଝରଣା ଦାସ
  • ଗୀତା
  • ଗୌର ଘୋଷ
  • ମଣିମାଳା
  • ଗୁରୁପ୍ରସାଦ
  • ଶରତ ପୂଜାରୀ
  • ସୁଧାଂଶୁ
  • ବ୍ୟୋମକେଶ ତ୍ରିପାଠୀ

ଗୀତ 

1. ଅଦିନ ବଉଦ ଅଦିନ କୁହୁଡ଼ି
2. ଲିଭି ଲିଭି ଯାଏ ଆଖି ଲୁହ
3. ମଧୁର ଏ ଚାନ୍ଦ ରାତି ହସେ ତାରା
4. ମଉନାବତୀ ମଉନ କିଆ ଲଗାଇ ଦେଇ ମନରେ
5. ତୁମେ ଜାଣନା ଜାଣନି ମୁଁ ଜାଣେନା
6. ଯେତେ ଥିଲା ଆଖି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର