ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୧୯୬୫ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୧୯୬୫ର ଓଡ଼ିଆ କଥାଚିତ୍ର. Show all posts

ଭାଗ୍ୟ



ନିର୍ଦ୍ଦେଶକ: ଅମର ଗାଙ୍ଗୁଲୀ
କଳାକାର: ଗୌର ଘୋଷ
ସଙ୍ଗୀତ: ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ
ଗୀତ: ଅକ୍ଷୟ ମହାନ୍ତି
କଣ୍ଠ: ଅକ୍ଷୟ ମହାନ୍ତି, ନିର୍ମଳ ମିଶ୍ର
ମୁକ୍ତିଲାଭ ତାରିଖ:
୧୯୬୫

ଅଭିନୟ

  • ଗୌର ଘୋଷ

ଗୀତ 


Share:

ମଲାଜହ୍ନ

Malajahna.jpeg

ନିର୍ଦ୍ଦେଶକ: ନିତାଇ ପାଲିତ
ପ୍ରଯୋଜକ: ନିତାଇ ପାଲିତ, ଶ୍ରୀପ୍ରସାଦ କାନୁନଗୋ, ଅରବିନ୍ଦ ମିଶ୍ର, ଅକ୍ଷୟ ମହାନ୍ତି, ଅକ୍ଷୟ ମହାନ୍ତି (କାଶ୍ୟପ)
ସଂଳାପ: ଗୋବିନ୍ଦ ସେନାପତି, ଭୀମ ସିଂହ
ଚିତ୍ରନାଟ୍ୟ: ନିତାଇ ପାଲିତ
କାହାଣୀ: ଉପେନ୍ଦ୍ର କିଶୋର ଦାସ
କଳାକାର: ଝରଣା ଦାସ, ଅକ୍ଷୟ ମହାନ୍ତି (କାଶ୍ୟପ), ଶରତ ପୂଜାରୀ
ସଙ୍ଗୀତ: ଅକ୍ଷୟ ମହାନ୍ତି
ଗୀତ: ବିନୋଦିନୀ ଦେବୀ, ନରସିଂହ ମହାପାତ୍ର, ବନମାଳୀ ଦାସ, କବିସୂର୍ଯ୍ୟ ବଳଦେବ ରଥ
କଣ୍ଠ: ପ୍ରଣବ ପଟ୍ଟନାୟକ, ସିକନ୍ଦର ଆଲାମ, ନିର୍ମଳ ମିଶ୍ର, ଅକ୍ଷୟ ମହାନ୍ତି, କଲ୍ୟାଣି ଭଟ୍ଟାଚାର୍ଯ୍ୟ, ନନ୍ଦିତା ଘୋଷ
ଚିତ୍ରଗ୍ରହଣ: ଦୀପକ ଦାସ, ସୋନା ମୁଖାର୍ଜୀ
ସମ୍ପାଦକ: ରମେଶ ଯୋଶୀ
ମୁକ୍ତିଲାଭ ତାରିଖ:
୧୦ ଡିସେମ୍ବର ୧୯୬୫

ଅଭିନୟ

  • ଝରଣା ଦାସ
  • ଅକ୍ଷୟ ମହାନ୍ତି (କାଶ୍ୟପ)
  • ମଣିମାଳା
  • ପ୍ରିୟନାଥ ମିଶ୍ର
  • ଶରତ ପୂଜାରୀ
  • ଭୀମ ସିଂହ
  • ପୂର୍ଣ୍ଣ ସିଂହ

ଗୀତ 

1. ଏ ରଙ୍ଗ ରହିବ ନାହିଁ
2. ରକତ ଟଳମଳ ଖଇର ପାଞ୍ଚ କଳ
3. ତୁଛାକୁ ମହୁ
4. ନାଆଁଟି ମୋ ନାଆଁଟି
5. ଗଲାଣି ତ ଗଲା କଥା
6. ମୁଁ ତ' କୁଳରୁ ହେଲି ବାହାର
7. ମୋର ଅନ୍ତର ମନ୍ଦିରେ ରହି
Share:

ଅଭିନେତ୍ରୀ



ନିର୍ଦ୍ଦେଶକ: ଅମର ଗାଙ୍ଗୁଲି
ପ୍ରଯୋଜକ: ବାବୁଲାଲ ଦୋଶୀ
ସଂଳାପ: ଶରତ ପୂଜାରୀ
ଚିତ୍ରନାଟ୍ୟ: ଗୋପଳ ଛୋଟରାୟ, ଅମର ଗାଙ୍ଗୁଲି
କାହାଣୀ: କାହ୍ନୁ ମହାନ୍ତି
କଳାକାର: ଧୀର ବିଶ୍ଵାଳ, ଝରଣା ଦାସ, ଅଶୋକ, ରଜନୀକାନ୍ତ, ଉମାକାନ୍ତ, ସାମୁଏଲ ସାହୁ
ସଙ୍ଗୀତ: ଅକ୍ଷୟ ମହାନ୍ତି
ଗୀତ: ନାରାୟଣ ପ୍ରସାଦ ସିଂହ
କଣ୍ଠ: ବାଳକୃଷ୍ଣ ଦାସ, ଅକ୍ଷୟ ମହାନ୍ତି, ନିର୍ମଳ ମିଶ୍ର
ଚିତ୍ରଗ୍ରହଣ: ଆଡ଼େନ୍ସ ଲରେଞ୍ଜ
ସମ୍ପାଦକ: ମଧୁସୁଦନ ବନ୍ଦୋପାଧ୍ୟାୟ
ମୁକ୍ତିଲାଭ ତାରିଖ:
୧୯୬୫

ଅଭିନୟ

  • ଧୀର ବିଶ୍ଵାଳ
  • ଝରଣା ଦାସ
  • ଅଶୋକ
  • ରଜନୀକାନ୍ତ
  • ଉମାକାନ୍ତ
  • ସାମୁଏଲ ସାହୁ
  • ମଣିମାଳା ଦେବୀ

ଗୀତ 

1. ଆହା ରୁହ‌ନା
2. ମରମ ତଳେ ଅତୀତ ଯେ ମରେନା
3. କାଇଁଚ କାକୁଡ଼ି ନଳିତା ପିତା
4. ଆମେ ହସିବା
Share:

ନବଜନ୍ମ



ନିର୍ଦ୍ଦେଶକ: ସଚିନ ମୁଖାର୍ଜୀ
କଳାକାର: ଧୀର ବିଶ୍ୱାଳ, ଶରତ ପୂଜାରୀ, ଝରଣା ଦାସ, ଗୀତା
ସଙ୍ଗୀତ: ବାଳକୃଷ୍ଣ ଦାସ
ଗୀତ: ଜିତେନ୍ଦ୍ର ପଟ୍ଟନାୟକ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
କଣ୍ଠ: ରଘୁନାଥ ପାଣିଗ୍ରାହୀ, ନିର୍ମଳ ମିଶ୍ର, ସନ୍ଧ୍ୟା ମୁଖାର୍ଜୀ
ମୁକ୍ତିଲାଭ ତାରିଖ:
୧୯୬୫

ଅଭିନୟ

  • ଧୀର ବିଶ୍ୱାଳ
  • ଶରତ ପୂଜାରୀ
  • ଝରଣା ଦାସ
  • ଗୀତା

ଗୀତ 

1. ଏଇ ଲଗନେ ମୋ ମନ ବୁଝେନା
2. ତୋ ଖୋଜିଲା ଖୋଜିଲା ଆଖି
3. ସବୁଥିରୁ ବଞ୍ଚିତ କରି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର