ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୧୯୬୪ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୧୯୬୪ର ଓଡ଼ିଆ କଥାଚିତ୍ର. Show all posts

ଅମଡ଼ା ବାଟ


ନିର୍ଦ୍ଦେଶକ: ଅମର ଗାଙ୍ଗୁଲୀ
ପ୍ରଯୋଜକ: ବାବୁଲାଲ ଦୋଶୀ
ଚିତ୍ରନାଟ୍ୟ: ଗୋପାଳ ଛୋଟରାୟ
କାହାଣୀ: ବସନ୍ତ କୁମାରି ପଟ୍ଟନାୟକ
କଳାକାର: ବୃନ୍ଦାବନ, ଝରଣା ଦାସ, ଅକ୍ଷୟ ମହାନ୍ତି (କାଶ୍ୟପ), ଉମାକାନ୍ତ, ଶରତ ପୂଜାରୀ
ସଙ୍ଗୀତ: ବାଳକୃଷ୍ଣ ଦାସ
ଗୀତ: ନାରାୟଣ ପ୍ରସାଦ ସିଂହ
କଣ୍ଠ: ନିର୍ମଳ ମିଶ୍ର, ସିକନ୍ଦର ଆଲାମ, ଆରତୀ ମୁଖାର୍ଜୀ, ଅକ୍ଷୟ ମହାନ୍ତି, ବାଳକୃଷ୍ଣ ଦାସ
ଚିତ୍ରଗ୍ରହଣ: ଦେଓଜିଭାଇ
ସମ୍ପାଦକ: ମଧୁ ବାନାର୍ଜୀ
ମୁକ୍ତିଲାଭ ତାରିଖ:
୧୯୬୪

ଅଭିନୟ

  • ବୃନ୍ଦାବନ
  • ଝରଣା ଦାସ
  • ଅକ୍ଷୟ ମହାନ୍ତି କାଶ୍ୟପ
  • କୃଷ୍ଣପ୍ରିୟା ମହାପାତ୍ର
  • ଶରତ ପୂଜାରୀ
  • ଲକ୍ଷ୍ମୀପ୍ରିୟା ମହାପାତ୍ର
  • ମେନକା
  • ଉମାକାନ୍ତ

ଗୀତ 

1. ଜୀବନ ଯମୁନାରେ
2. ଦେଲେ ଧରା କଥା ସରେ ଥାଏ ମୁଁ ବ‌ହୁ ଦୂରେ
3. ଏ ତ' କଳିକାଳ ରିତୀ
4. ମମତା ମଧୁର ପ୍ରିୟ
Share:

ସାଧନା



ନିର୍ଦ୍ଦେଶକ: ପ୍ରଭାତ ମୂଖାର୍ଜୀ
ପ୍ରଯୋଜକ: ଶରତ ପୂଜାରୀ
କଳାକାର: ଅନନ୍ତ, ଲୀଳା ଦୁଲାଳି, ରାଧାମଣୀ ମହାପାତ୍ର, ମିନତି ମିଶ୍ର
ସଙ୍ଗୀତ: ବାଳକୃଷ୍ଣ ଦାସ
ଗୀତ: ପ୍ରମୋଦ କୁମାର ପାଣିଗ୍ରାହୀ, ଗୁଣନିଧି ଦାସ
କଣ୍ଠ: ଶିପ୍ରା ବୋଷ
ମୁକ୍ତିଲାଭ ତାରିଖ:
୧୯୬୪

ଅଭିନୟ

  • ଅନନ୍ତ
  • ଲୀଳା ଦୁଲାଳି
  • ରାଧାମଣୀ ମହାପାତ୍ର
  • ମିନତି ମିଶ୍ର
  • ଶରତ ପୂଜାରୀ
  • ସାମୁଏଲ ସାହୁ (ବାବି)

ଗୀତ 

1. ଜାଣେନା ଜାଣେନା
2. ବନପକ୍ଷୀ ଗଲେ ଉଡ଼ି
Share:

ଜୀବନସାଥୀ

https://blogger.googleusercontent.com/img/b/R29vZ2xl/AVvXsEhQEflTtiNyNsdaVSxjz4ERw0P9QiDy74piThOhM9GfAINP1HCGRQ2_kiSsDPBhC1eiXbv5AVJdfAboHQ07g9a7SifPgUKIADIAtin0yuvMu9AnUu-5o9EFKbj98FueRyZHdod7yuJzgL6H/s320/Jeeban+Sathi+%25281964%2529.jpg

ନିର୍ଦ୍ଦେଶକ: ପ୍ରଭାତ ମୂଖାର୍ଜୀ
ପ୍ରଯୋଜକ: ଶ୍ରୀନିବାସ ପାଇକରାୟ
ସଂଳାପ: ଗୋପାଳ ଛୋଟରାୟ
ଚିତ୍ରନାଟ୍ୟ: ପ୍ରଭାତ ମୂଖାର୍ଜୀ
କଳାକାର: ଶରତ ପୂଜାରୀ, ଗୀତାଞ୍ଜଳି, ମିନତି ମିଶ୍ର
ସଙ୍ଗୀତ: ବାଳକୃଷ୍ଣ ଦାସ
ଗୀତ: ଗୁରୁକୃଷ୍ଣ ଗୋସ୍ୱାମୀ, ଜୀବନାନନ୍ଦ ପାଣି, ନାରାୟଣ ପ୍ରସାଦ ସିଂହ
କଣ୍ଠ: ମହ‌ମଦ ସିକନ୍ଦର ଆଲାମ, ନିର୍ମଳ ମିଶ୍ର, ଶିପ୍ରା ବୋଷ
ମୁକ୍ତିଲାଭ ତାରିଖ:
ଜାନୁଆରୀ ୧୯୬୪

ଅଭିନୟ

  • ଶରତ ପୂଜାରୀ
  • ମିନତି ମିଶ୍ର
  • ଗୀତାଞ୍ଜଳି
  • ନିରଞ୍ଜନ ଶତପଥୀ
  • ସାମୁଏଲ ସାହୁ (ବାବି)
  • ଶ୍ରୀନିବାସ

ଗୀତ 

1. ମାଳତୀ ବନେ ହସିଲା
2. ଏ ରଙ୍ଗ ଏ ନିଶା
3. ବୋହୂ ସାଜି ମୁଁ ଆସିଚି
4. କିଏ ଡାକେରା
Share:

ମାଣିକ ଯୋଡ଼ି


ନିର୍ଦ୍ଦେଶକ: ପ୍ରଭାତ ମୁଖାର୍ଜୀ
ପ୍ରଯୋଜକ: ଧୀର ବିଶ୍ଵାଳ
କାହାଣୀ: ଭଞ୍ଜ କିଶୋର ପଟ୍ଟନାୟକ
କଳାକାର: ଅକ୍ଷୟ ମହାନ୍ତି (କାଶ୍ୟପ), ଉର୍ବଶୀ ଜୋଶୀ, ସୁଖଲତା ମହାନ୍ତି, ସାମୁଏଲ ସାହୁ
ସଙ୍ଗୀତ: ବାଳକୃଷ୍ଣ ଦାସ
ଗୀତ: ପ୍ରମୋଦ କୁମାର ପାଣିଗ୍ରାହୀ, ନାରାୟଣ ସିଂହ, କାଳିଚରଣ ପଟ୍ଟନାୟକ
କଣ୍ଠ: ନିର୍ମଳ ମିଶ୍ର, ଅକ୍ଷୟ ମହାନ୍ତି, ମହ‌ମଦ ସିକନ୍ଦର ଆଲମ, ଶିପ୍ରା ବୋଷ
ସମ୍ପାଦକ: ହରିଦାସ
ମୁକ୍ତିଲାଭ ତାରିଖ:
୧୯୬୪

ଅଭିନୟ

  • ଅକ୍ଷୟ ମହାନ୍ତି (କାଶ୍ୟପ)
  • ଉର୍ବଶୀ ଜୋଶୀ
  • ସୁଖଲତା ମହାନ୍ତି
  • ମାୟାଧର ରାଉତ
  • ସାମୁଏଲ ସାହ

ଗୀତ 

1. ଦୂରେ ତୁମେ ଦୂରେ ଦୂରେ
2. ହାକୁମ ଧବଳ
3. ଆଖି ବୁଲା ଏ ସୁଆଗ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର