ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୧୯୬୩ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୧୯୬୩ର ଓଡ଼ିଆ କଥାଚିତ୍ର. Show all posts

ଶ୍ରୀ ଶ୍ରୀ ପତିତପାବନ



ନିର୍ଦ୍ଦେଶକ: ସୁକୁମାର ଗାଙ୍ଗୁଲୀ
ପ୍ରଯୋଜକ: ସୁକୁମାର ଗାଙ୍ଗୁଲୀ
ସଂଳାପ: ହରିହର ମିଶ୍ର
ଚିତ୍ରନାଟ୍ୟ: ବିରେନ ଦାସ, ସୁକୁମାର ଗାଙ୍ଗୁଲୀ
କାହାଣୀ: ପଣ୍ଡିତ ଭୋଳାନାଥ
କଳାକାର: ଲକ୍ଷ୍ମୀପ୍ରିୟା ମହାପାତ୍ର, ରାଧାମଣୀ ମହାପାତ୍ର, ଶ୍ୟାମସୁନ୍ଦର
ସଙ୍ଗୀତ: ବାଳକୃଷ୍ଣ ଦାସ, ରଘୁନାଥ ପାଣିଗ୍ରାହୀ
ଗୀତ: ହରିହର ମିଶ୍ର
କଣ୍ଠ: ରଘୁନାଥ ପାଣିଗ୍ରାହୀ, ରାଧାମଣି ମହାପାତ୍ର, ଚନ୍ଦନ
ଚିତ୍ରଗ୍ରହଣ: ସୁକୁମାର ଗାଙ୍ଗୁଲୀ
ମୁକ୍ତିଲାଭ ତାରିଖ:
୧୯୬୩

ଅଭିନୟ

  • ଲକ୍ଷ୍ମୀପ୍ରିୟା ମହାପାତ୍ର
  • ରାଧାମଣୀ ମହାପାତ୍ର
  • ଶ୍ୟାମସୁନ୍ଦର
  • ନରସିଂହ ନନ୍ଦଶର୍ମା

ଗୀତ 


Share:

ନାରୀ



ନିର୍ଦ୍ଦେଶକ: ନରେନ୍ଦ୍ର କୁମାର ମିତ୍ର, ବି. ତ୍ରିଲୋଚନ, କାଳୀଚରଣ ପଟ୍ଟନାୟକ, ଶିବ ଭଟ୍ଟାଚାର୍ଯ୍ୟ
ପ୍ରଯୋଜକ: ନରେନ୍ଦ୍ର କୁମାର ମିତ୍ର
ସଂଳାପ: ନରେନ୍ଦ୍ର କୁମାର ମିତ୍ର, ବି. ତ୍ରିଲୋଚନ, କାଳୀଚରଣ ପଟ୍ଟନାୟକ, ଶିବ ଭଟ୍ଟାଚାର୍ଯ୍ୟ
ଚିତ୍ରନାଟ୍ୟ: ନରେନ୍ଦ୍ର କୁମାର ମିତ୍ର, ବି. ତ୍ରିଲୋଚନ, କାଳୀଚରଣ ପଟ୍ଟନାୟକ, ଶିବ ଭଟ୍ଟାଚାର୍ଯ୍ୟ
କାହାଣୀ: ନରେନ୍ଦ୍ର କୁମାର ମିତ୍ର, ବି. ତ୍ରିଲୋଚନ, କାଳୀଚରଣ ପଟ୍ଟନାୟକ, ଶିବ ଭଟ୍ଟାଚାର୍ଯ୍ୟ
କଳାକାର: ଅନିମା, ଅଶୋକ, ଦୁର୍ଲଭ
ସଙ୍ଗୀତ: କାଳିଚରଣ ପଟ୍ଟନାୟକ
ଗୀତ: କାଳିଚରଣ ପଟ୍ଟନାୟକ
କଣ୍ଠ: ନିର୍ମଳ ମିଶ୍ର, ଉଦୟନାଥ ସାହୁ, କମଳ ସେନ, କାଳିଚରଣ ପଟ୍ଟନାୟକ
ଚିତ୍ରଗ୍ରହଣ: ଶଙ୍କର ବାନାର୍ଜୀ
ସମ୍ପାଦକ: ଶିବ ଭଟ୍ଟାଚାର୍ଯ୍ୟ
ମୁକ୍ତିଲାଭ ତାରିଖ:
ଅକ୍ଟୋବର ୧୯୬୩

ଅଭିନୟ

  • ଅନୀମା ପେଦିନୀ
  • ଅଶୋକ ଚକ୍ରବର୍ତ୍ତୀ
  • ଦୁର୍ଲଭ ସିଂହ
  • ଗୋକୁଳି କର
  • କମଳା ସେନ
  • ବଳରାମ ମିଶ୍ର
  • ନିତ୍ୟାନନ୍ଦ
  • ରବିନ
  • ଅସୀମା
  • ଚନ୍ଦନା

ଗୀତ 

1. ଆ'ରେ ବସନ୍ତ ମଧୁ
Share:

ସୂର୍ଯ୍ୟମୁଖୀ



ନିର୍ଦ୍ଦେଶକ: ପ୍ରଫୁଲ୍ଲ ସେନଗୁପ୍ତା
ପ୍ରଯୋଜକ: ସୌମେନ୍ଦ୍ର ମିଶ୍ର
ସଂଳାପ: ଗୁରୁକୃଷ୍ଣ ଗୋସ୍ଵାମୀ
କାହାଣୀ: ସୌମେନ୍ଦ୍ର ମିଶ୍ର
କଳାକାର: ଅନନ୍ତ, ଲକ୍ଷ୍ମୀପ୍ରିୟା ମହାପାତ୍ର, ମିନତି ମିଶ୍ର, ସୁଖଲତା ମହାନ୍ତି
ସଙ୍ଗୀତ: ଶାନ୍ତନୁ ମହାପାତ୍ର
ଗୀତ: ଗୁରୁକୃଷ୍ଣ ଗୋସ୍ଵାମୀ
କଣ୍ଠ: ଲତା ମଙ୍ଗେସ୍କର, ମହ‌ମଦ ସିକନ୍ଦର ଆଲାମ, ନିର୍ମଳ ମିଶ୍ର, ପ୍ରଣବ ପଟ୍ଟନାୟକ, ମନ୍ନା ଦେ
ଚିତ୍ରଗ୍ରହଣ: କ‌ହ୍ନେଇ ଦେ
ସମ୍ପାଦକ: ସୁକୁମାର ସେନ‌ଗୁପ୍ତା
ମୁକ୍ତିଲାଭ ତାରିଖ:
ଅକ୍ଟୋବର ୧୯୬୩

ଅଭିନୟ

  • ଅନନ୍ତ ମହାପାତ୍ର
  • ଲକ୍ଷ୍ମୀପ୍ରିୟା ମହାପାତ୍ର
  • ମିନତି ମିଶ୍ର
  • ସୁଖଲତା ମହାନ୍ତି
  • ସାମୁଏଲ ସାହୁ
  • ସୌମେନ୍ଦ୍ର
  • ବିମଳ ଚୌଧୁରୀ
  • ଧୀର ବିଶ୍ୱାଳ

ଗୀତ 

1. ସେଇ ଚୁନା ଚୁନା
2. ସେଇ ନୀଳ ପରୀ ଦେଶେ ଜ‌ହିଁ ଚନ୍ଦ୍ରମା ହସେ
3. ଅନ୍ତର କାନ୍ଦେ ବାହାରେ ହସେ ସେଇ ମୋର ପରିଚୟ
4. ଦୁନିଆରେ ସମୟର ନଈ ବ‌ହି ଯାଏରେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର