ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୧୯୫୯ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୧୯୫୯ର ଓଡ଼ିଆ କଥାଚିତ୍ର. Show all posts

ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା


ନିର୍ଦ୍ଦେଶକ: ବିଶ୍ଵନାଥ ନାୟକ
ପ୍ରଯୋଜକ: କୃଷ୍ଣଚନ୍ଦ୍ର ତ୍ରିପାଠୀ
ସଂଳାପ: ସତ୍ୟନାରାୟଣ ପଣ୍ଡା
ଚିତ୍ରନାଟ୍ୟ: ସତ୍ୟନାରାୟଣ ପଣ୍ଡା
କାହାଣୀ: ସତ୍ୟନାରାୟଣ ପଣ୍ଡା
କଳାକାର: ବାଉରିବନ୍ଧୁ, ଝରଣା ଦାସ, ଅନୁଭା ଗୁପ୍ତା, ଶରତ ପୂଜାରୀ
ସଙ୍ଗୀତ: ନଚିକେତା ଘୋଷ
ଗୀତ: ସତ୍ୟନାରାୟଣ ପଣ୍ଡା
କଣ୍ଠ: ସନ୍ଧ୍ୟା ମୁଖାର୍ଜୀ
ଚିତ୍ରଗ୍ରହଣ: ରମାନନ୍ଦ ସେନ‌ଗୁପ୍ତା
ସମ୍ପାଦକ: ବିଶ୍ଵନାଥ ନାୟକ
ମୁକ୍ତିଲାଭ ତାରିଖ:
ମାର୍ଚ୍ଚ ୧୯୫୯

ଅଭିନୟ

  • ବାଉରିବନ୍ଧୁ
  • ଝରଣା ଦାସ
  • ଅନୁଭା ଗୁପ୍ତା
  • ଶରତ ପୂଜାରୀ
  • ଶେଫାଳୀ ନାୟକ
  • ଶ୍ରୀକାନ୍ତ ମିଶ୍ର
  • ନରେନ୍ଦ୍ର

ଗୀତ 

1. ଆଜି କାର୍ତ୍ତୀକ ପୁନେଇଁ
2. ମୋର ମନ ସିନା କେହି ଜାଣେନା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର