ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୧୯୫୮ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୧୯୫୮ର ଓଡ଼ିଆ କଥାଚିତ୍ର. Show all posts

ମା



ନିର୍ଦ୍ଦେଶକ: ନିତାଇ ପାଲିତ
ପ୍ରଯୋଜକ: ଗୌର ଘୋଷ, ପାର୍ବତୀ ଘୋଷ
କାହାଣୀ: ଜ୍ଞାନେନ୍ଦ୍ର ବର୍ମା
କଳାକାର: ଚନ୍ଦନା, ଗୌର ଘୋଷ, ଲକ୍ଷ୍ମୀପ୍ରିୟା ମହାପାତ୍ର, କେଳୁଚରଣ ମହାପାତ୍ର
ସଙ୍ଗୀତ: ଭୁବନେଶ୍ଵର ମିଶ୍ର
ଗୀତ: ଗୁରୁକୃଷ୍ଣ ଗୋସ୍ୱାମୀ
କଣ୍ଠ: ପ୍ରଣବ ପଟ୍ଟନାୟକ, ଅକ୍ଷୟ ମହାନ୍ତି, ନିର୍ମଳ ମିଶ୍ର
ଚିତ୍ରଗ୍ରହଣ: ସୋନା ମୁଖାର୍ଜୀ
ମୁକ୍ତିଲାଭ ତାରିଖ:
୩ ଅପ୍ରେଲ ୧୯୫୮

ଅଭିନୟ

  • ଗ୍ଲୋରିଆ ମହାନ୍ତି
  • ପାର୍ବତୀ ଘୋଷ
  • ଗୌର ଘୋଷ
  • ଲକ୍ଷ୍ମୀପ୍ରିୟା ମହାପାତ୍ର
  • କେଳୁଚରଣ ମହାପାତ୍ର
  • ଚନ୍ଦନା ବାନାର୍ଜୀ
  • ହେମନ୍ତ ଦାସ
  • ଗୋବିନ୍ଦ ତେଜ
  • ଚପଳା ନାୟକ

ଗୀତ 

1. ବେଦନା ସାଗର ତୀରେ ଉଦାସୀ ମୁଁ ବଇଁଶୀ ସୁରେ
2. ଅଗଣା ତୋର ଡାକୁଚି ମୋତେ
3. ମୁଁ ଯେ ଭାସେ ସପନେ
4. ଗୋରୀ ଗୋରୀ ଗୋରୀ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର