ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୧୯୫୦ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୧୯୫୦ର ଓଡ଼ିଆ କଥାଚିତ୍ର. Show all posts

ସପ୍ତଶଯ୍ୟା



ନିର୍ଦ୍ଦେଶକ: କଲ୍ୟାଣ ଗୁପ୍ତା
ପ୍ରଯୋଜକ: ଶେଷ ପ୍ରତାପ ସିଂହଦେଓ
ସଂଳାପ: ଅନନ୍ତ ପଟ୍ଟନାୟକ
ଚିତ୍ରନାଟ୍ୟ: ଅନନ୍ତ ପଟ୍ଟନାୟକ
କାହାଣୀ: ଅନନ୍ତ ପଟ୍ଟନାୟକ
କଳାକାର: ବ୍ୟୋମକେଶ ତ୍ରିପାଠୀ, ଅନିମା ପେଦିନି, କମଳା ସେନ, ଗିରିଧାରି
ସଙ୍ଗୀତ: ଉଦୟନାଥ ସାହୁ
ଗୀତ: ଅନନ୍ତ ପଟ୍ଟନାୟକ
କଣ୍ଠ: ଅନନ୍ତ ପଟ୍ଟନାୟକ
ମୁକ୍ତିଲାଭ ତାରିଖ:
୧୯୫୦

ଅଭିନୟ

  • ବ୍ୟୋମକେଶ ତ୍ରିପାଠୀ
  • ଅନିମା ପେଦିନି
  • ଗିରିଧାରି
  • ପଙ୍କଜ ନନ୍ଦ
  • ରତିକାନ୍ତ ନାୟକ
  • କମଳା ସେନ
  • କିଶୋରି ରାଜେନ୍ଦ୍ର
  • ଟୁନିଆ

ଗୀତ 

1. ରଙ୍ଗୀ ଧନ କିଏ ଲୁଟି ନେଇଚି ଲୋ ବାଟରେ
Share:

ଶ୍ରୀ ଜଗନ୍ନାଥ



ନିର୍ଦ୍ଦେଶକ: ଚିତ୍ତରଞ୍ଜନ ମିତ୍ର
ପ୍ରଯୋଜକ: ସୁରେନ୍ଦ୍ର କୁମାର ଦାସ
ସଂଳାପ: ଚିତ୍ତରଞ୍ଜନ ମିତ୍ର
ଚିତ୍ରନାଟ୍ୟ: ଗୋପାଳ ଛୋଟରାୟ
କାହାଣୀ: ଅଶ୍ଵିନୀ କୁମାର ଘୋଷ
କଳାକାର: ଗୋପାଳ ଘୋଷ, ଗ୍ଲୋରିଆ ମହାନ୍ତି
ସଙ୍ଗୀତ: ବାଳକୃଷ୍ଣ ଦାସ, ରଣଜିତ ରାୟ
ଗୀତ: ସୁରେନ୍ଦ୍ର କୁମାର ଦାସ, କୃଷ୍ଣ ପ୍ରସାଦ ବସୁ, ନିକୁଞ୍ଜ କିଶୋର ଦାସ
ଚିତ୍ରଗ୍ରହଣ: ପ୍ରବୋଧ ଦାସ
ମୁକ୍ତିଲାଭ ତାରିଖ:
୨ ଫେବୃଆରୀ ୧୯୫୦

ଅଭିନୟ

  • ଗୋପାଳ ଚନ୍ଦ୍ର ଘୋଷ
  • ଗ୍ଳୋରିଆ ମହାନ୍ତି
  • ଚପଳା ନାୟକ
  • ରାମଚନ୍ଦ୍ର ମାଣିଆ
  • ଖଗେନ୍ଦ୍ର ନାଥ ମିତ୍ର
  • ସାମୁଏଲ ସାହୁ
  • ଭୀମ ସିଂହ
  • ସୀତା ଦେବୀ 
  • ରଣଜିତ ରାୟ
  • ରାଇ ଗୌର ଘୋଷ
  • ନିରଞ୍ଜନ
  • ଭୋଳାନାଥ
  • ବିମ୍ବାଧର ପଣ୍ଡା
  • ସାବିତ୍ରୀ ଚୌଧୁରୀ
  • ମଧୁସୂଦନ
  • ଅନୋରିଆ ରାଉତ
  • ଜାନକୀ ଚୌଧୁରୀ
  • ନିମାଇଁ ଚରଣ ହରିଚନ୍ଦନ
  • ହରପ୍ରିୟା
  • ସୁରେଖା
  • ଶିବାନୀ ଲକ୍ଷ୍ମୀପ୍ରିୟା
  • ଗୀତା
  • ଚମ୍ପା
  • କାର୍ତ୍ତିକ ଘୋଷ

ଗୀତ

1. ନୀଳ ସିନ୍ଧୁ ତୀରେ ନିଳ ଆଚଳ
2. ହୋ ଆଜ୍ ବନେ ମୋସମ୍
3. ପିୟାସୀରେ ନିର ଖୋଜେ ଖିର ଦେବି ମୁଁ
4. କଥାଟିଏ କ‌ହୁଁ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର