ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ମୁକ୍ତିଲାଭ କରିବାକୁ ଥିବା କଥାଚିତ୍ର. Show all posts
Showing posts with label ମୁକ୍ତିଲାଭ କରିବାକୁ ଥିବା କଥାଚିତ୍ର. Show all posts

ଗୁଡ୍ଡୁ ଆଣ୍ଡ ଗୁଡ୍ଡି

Image result for odia movie guddu and guddi

ନିର୍ଦ୍ଦେଶକ: ଶୁଭାଶିଷ ପତି
ପ୍ରଯୋଜକ: ସୂର୍ଯ୍ୟକାନ୍ତ ସାମଲ
ସଂଳାପ:
ଚିତ୍ରନାଟ୍ୟ: ଶୁଭାଶିଷ ପତି
କାହାଣୀ: ଶୁଭାଶିଷ ପତି
କଳାକାର: ସୂର୍ଯ୍ୟକାନ୍ତ, ହିମିକା, ମିହିର ଦାସ, ସଲିଲ୍ ମିତ୍ର, ମାମୁନି ମିଶ୍ର, କିଶୋର ଖଣ୍ଡୁଆଳ, ଶୁଭ୍ରାଂଶୁ, ଗୁଡ୍ଡୁ
ସଙ୍ଗୀତ: ସିତୁ ସଞ୍ଜୟ
ଗୀତ: ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ସତ୍ୟାନନ୍ଦ ନାୟକ
କଣ୍ଠ:
ଚିତ୍ରଗ୍ରହଣ:
ସମ୍ପାଦକ:
ମୁକ୍ତିଲାଭ ତାରିଖ:


ଅଭିନୟ

  • ସୂର୍ଯ୍ୟକାନ୍ତ
  • ହିମିକା
  • ମିହିର ଦାସ
  • ସଲିଲ୍ ମିତ୍ର
  • ମାମୁନି ମିଶ୍ର
  • କିଶୋର ଖଣ୍ଡୁଆଳ
  • ଶୁଭ୍ରାଂଶୁ
  • ଦୁଷ୍ମନ୍ତ ପତି
  • ଗୁଡ୍ଡୁ
  • ରାଜା

ଗୀତ 

1. ଗୁଡ୍ଡୁ ଆଣ୍ଡ ଗୁଡ୍ଡି
Share:

କ୍ରିଷ୍ଣା- ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍

Image result for odia movie krishna- story of a dancer

ନିର୍ଦ୍ଦେଶକ: କ୍ରିଷ୍ଣା ରେଡ୍ଡୀ
ପ୍ରଯୋଜକ: କ୍ରିଷ୍ଣା ରେଡ୍ଡୀ
ସଂଳାପ: କ୍ରିଷ୍ଣା ରେଡ୍ଡୀ, ଚନ୍ଦନ କୁମାର
ଚିତ୍ରନାଟ୍ୟ: କ୍ରିଷ୍ଣା ରେଡ୍ଡୀ
କାହାଣୀ: କ୍ରିଷ୍ଣା ରେଡ୍ଡୀ
କଳାକାର: କ୍ରିଷ୍ଣା ରେଡ୍ଡୀ, ସୂର୍ଯ୍ୟମୟୀ, ସୋମେଶ୍ୱର ରେଡ୍ଡୀ
ସଙ୍ଗୀତ: କ୍ରିଷ୍ଣା ରେଡ୍ଡୀ, ସାଇ ଲଖଣ
ଗୀତ: କୁମାର ଶ୍ରୀ ସାହୁ
କଣ୍ଠ: କ୍ରିଷ୍ଣା ବେଉରା, ଅନନ୍ୟା ଶ୍ରୀତମ ନନ୍ଦ
ଚିତ୍ରଗ୍ରହଣ: ଧୃବାନନ୍ଦ ପଣ୍ଡା
ସମ୍ପାଦକ: ସୋମ୍ୟ ଶୋଭନ ନାୟକ
ମୁକ୍ତିଲାଭ ତାରିଖ:


ଅଭିନୟ

  • କ୍ରିଷ୍ଣା ରେଡ୍ଡୀ
  • ସୂର୍ଯ୍ୟମୟୀ
  • ସୋମେଶ୍ୱର ରେଡ୍ଡୀ

ଗୀତ 

1. ବନ୍ଦେ ଉତ୍କଳ ଜନ‌ନୀ
2. ବନ୍ଦେ ମାଆତରମ୍

ମନ୍ତବ୍ୟ

୨୦୦୯ରେ ଜାତୀୟ ଦୂରଦର୍ଶନ କଲର୍ସ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ "ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ"ର ପ୍ରଥମ ସଂସ୍କରଣର ପ୍ରତିଯୋଗୀତାରେ ଭାଗ ନେଇ ଓଡ଼ିଶା ନାମକୁ ଶୀର୍ଷରେ ପ‌ହ‌ଞ୍ଚାଇଥିବା ପିନ୍ସ ଡ୍ୟାନ୍ସ ଗ୍ରୁପ୍‌ର ସଂଘର୍ଷମୟ କାହାଣୀ ଉପରେ ନିର୍ମିତ ହେବାକୁ ଯାଉଛି ଏହି ଚଳଚ୍ଚିତ୍ରଟି । ପ୍ରନ୍ସ ଡ୍ୟାନ୍ସ ଗ୍ରୁପ୍‌ର ଉପଦେଷ୍ଟା ତ‌ଥା ନୃତ୍ୟଗୁରୁ କ୍ରିଷ୍ଣା ରେଡ୍ଡି ଏହାକୁ ନିର୍ମାଣ କରୁଛନ୍ତି ।
Share:

ଛାଇ ପରି ରହିଥିବି

Image result for odia film chhadi pari rahithibi

ନିର୍ଦ୍ଦେଶକ: ପ୍ରଶାନ୍ତ ପାଲ୍
ପ୍ରଯୋଜକ: ପ୍ରଶାନ୍ତ ପାଲ, ବିକାଶ ନାୟକ
ସଂଳାପ: ପ୍ରଶାନ୍ତ ପାଲ୍
ଚିତ୍ରନାଟ୍ୟ: ମାନସ ପାତ୍ର
କାହାଣୀ: ରଣଜିତ ପଟ୍ଟନାୟକ
କଳାକାର: ରୂପେଶ, ରୋଜାଲିନ, ସତ୍ୟ, ଲିପିକା, ମୀନକେତନ, ଅଶ୍ରୁମୋଚନ ମହାନ୍ତି, ଜ୍ଞାନରଞ୍ଜନ, ରବି ମିଶ୍ର, ନୀଲୁ
ସଙ୍ଗୀତ: ପି. କୁମାର
ଗୀତ: ସାସମଲ ମାସନ, ପଞ୍ଚାନନ ନାୟକ
କଣ୍ଠ: ଉଦିତ ନାରାୟଣ, କୁମାର ସାନୁ, ମହମଦ ଅଜିଜ୍, କୁମାର ବାପି, ମାଧବ, ସଞ୍ଜୁ, ଶୈଳବାଳା ଦାସ
ଚିତ୍ରଗ୍ରହଣ:
ସମ୍ପାଦକ: ମାନସ ପାତ୍ର
ମୁକ୍ତିଲାଭ ତାରିଖ:


ଅଭିନୟ

  • ରୂପେଶ
  • ରୋଜାଲିନ
  • ସତ୍ୟ
  • ଲିପିକା
  • ମୀନକେତନ
  • ଅଶ୍ରୁମୋଚନ ମହାନ୍ତି
  • ଜ୍ଞାନରଞ୍ଜନ
  • ରବି ମିଶ୍ର
  • ନୀଲୁ

ଗୀତ 

1. ଛାଇ ପରି ରହିଥିବି
2. ତୁ ପକ୍ଷୀଟେ ହେଲେ
3. ଚାଲି ତୋ ହଂସିନୀ
4. ଚୋରି ଚୋରି
5.ଏତେ ପାଖାପାଖି
 
Share:

ଦୀପୁ ଦ ଡ୍ୟାନ୍ସବୟ

Image result for odia movie dipu the dance boy

ନିର୍ଦ୍ଦେଶକ: ଅରୁଣ ଦାସ
ପ୍ରଯୋଜକ: ମନୋଜ ରାଉତ
ସଂଳାପ: ଅରୁଣ ଦାସ
ଚିତ୍ରନାଟ୍ୟ: ଅରୁଣ ଦାସ
କାହାଣୀ: ଅରୁଣ ଦାସ
କଳାକାର: ମନୋଜ, ଏଲ୍‌ସା, ବବି ମିଶ୍ର, କୋଏଲ ବାନାର୍ଜୀ, ମୀନକେତନ, ଚୌଧୁରୀ ବିକାଶ ଦାସ, ପ୍ରଜ୍ଞା ଖଟୁଆ
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ:
କଣ୍ଠ:
ଚିତ୍ରଗ୍ରହଣ:
ସମ୍ପାଦକ:
ମୁକ୍ତିଲାଭ ତାରିଖ:


ଅଭିନୟ

  • ମନୋଜ
  • ଏଲ୍‌ସା
  • ବବି ମିଶ୍ର
  • କୋଏଲ ବାନାର୍ଜୀ
  • ମୀନକେତନ
  • ଚୌଧୁରୀ ବିକାଶ ଦାସ
  • ଦେବୁ ବ୍ରହ୍ମା
  • ପ୍ରଜ୍ଞା ଖଟୁଆ
  • ହାଡ଼ୁ
  • ଥିନ୍
  • ବନମାଳୀ ପାଣ୍ଡିଆ

ଗୀତ 

1. ଆସିଚି ଆସିଚି ହୋଲି
2. ଦୀପୁ ଦ ଡ୍ୟାନ୍ସବୟ
3. ହାଇଲା ହାଇଲା ହୁଆ ହୁଆ
Share:

ଦିୱାନା ହେଲି ତୋ ପାଇଁ

Image result for odia film diwana heli to pain

ନିର୍ଦ୍ଦେଶକ: ଶ୍ରୀତମ ଦାସ
ପ୍ରଯୋଜକ: ଅଶୋକ କୁମାର ଦାସ
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ:
କାହାଣୀ: ରଣଜିତ ପଟ୍ଟନାୟକ
କଳାକାର: ମୁନ୍ନା, ରିୟା ଦେ, ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ଉଷାସୀ ମିଶ୍ର, ପପୁ ପମ ପମ, ଗୁଡ୍ଡୁ, ଅମର, ସରୋଜ ଦାସ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ:
କଣ୍ଠ:
ଚିତ୍ରଗ୍ରହଣ: ନିରଞ୍ଜନ ଦାସ
ସମ୍ପାଦକ:
ମୁକ୍ତିଲାଭ ତାରିଖ:


ଅଭିନୟ

  • ମୁନ୍ନା
  • ରିୟା ଦେ
  • ସିଦ୍ଧାନ୍ତ ମହାପାତ୍ର
  • ଶ୍ରୀତମ ଦାସ
  • ଉଷାସୀ ମିଶ୍ର
  • ପପୁ ପମ ପମ
  • ଗୁଡ୍ଡୁ
  • ଅମର
  • ସରୋଜ ଦାସ
  • ପିଙ୍କି ପ୍ରଧାନ
  • ସାତ୍ୱକୀ ମିଶ୍ର
  • ବୁଲୁ 
  • ଦେବୁ ପଟ୍ଟନାୟକ

ଗୀତ 

1. ଟୁକୁମୁସି ଲୋ ଟୁକୁମୁସି
2. ଦିୱାନା ହେଲି ତୋ ପାଇଁ
3. ରସିଆ ପିଲାଟା ମୁଣ୍ଡରେ ଫୁଲଟା
4. ଚାଲିବ ଇସ୍କ
Share:

ଆଣ୍ଟି ନମସ୍କାର

Image result for odia film anti namaskar

ନିର୍ଦ୍ଦେଶକ: ନିରଞ୍ଜନ ବେହେରା
ପ୍ରଯୋଜକ: ରବି ମିଶ୍ର
ସଂଳାପ: ନିରଞ୍ଜନ ବେହେରା
ଚିତ୍ରନାଟ୍ୟ: ନିରଞ୍ଜନ ବେହେରା
କାହାଣୀ: ନିରଞ୍ଜନ ବେହେରା
କଳାକାର: ଶ୍ରୀତମ ଦାସ, ଜିନା ସାମଲ, ଜର୍ଜ ତିଆଡ଼ି, ରବି ମିଶ୍ର, ସାତ୍ୱକୀ ମିଶ୍ର, ମୀନକେତନ
ସଙ୍ଗୀତ: ଅଗ୍ନିରାଜ
ଗୀତ:
କଣ୍ଠ:
ଚିତ୍ରଗ୍ରହଣ:
ସମ୍ପାଦକ:
ମୁକ୍ତିଲାଭ ତାରିଖ:


ଅଭିନୟ

  • ଶ୍ରୀତମ ଦାସ
  • ଜିନା ସାମଲ
  • ଜର୍ଜ ତିଆଡ଼ି
  • ରବି ମିଶ୍ର
  • ସାତ୍ୱକୀ ମିଶ୍ର
  • ମୀନକେତନ

ଗୀତ 

1. ମୋ ଚନ୍ଦ୍ରମୁଖୀ
2. ବାଘମାମୁଁଙ୍କ ବାଡ଼ିରେ ବସି
3. ଆଣ୍ଟି ନମସ୍କାର
Share:

ଶକ୍ତି

Image result for odia film shakti

ନିର୍ଦ୍ଦେଶକ: ସୁଧାକର ବସନ୍ତ
ପ୍ରଯୋଜକ: ରୋନକ ସାହୁ, ମିନତି ସାହୁ
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ସୁଧାକର ବସନ୍ତ
କାହାଣୀ: ରଣଜିତ ପଟ୍ଟନାୟକ
କଳାକାର: କରନ୍, ସୂର୍ଯ୍ୟମୟୀ, ମିହିର ଦାସ, ଉତ୍ତମ ମହାନ୍ତି, ପିଣ୍ଟୁ ନନ୍ଦ, ହରିହର ମହାପାତ୍ର, ଗୁଡ୍ଡୁ, ବିଜୁ ବଡ଼ଜେନା
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ:
କଣ୍ଠ:
ଚିତ୍ରଗ୍ରହଣ: ଭାସ୍କର ଭି. ରେଡ୍ଡି
ସମ୍ପାଦକ:
ମୁକ୍ତିଲାଭ ତାରିଖ:


ଅଭିନୟ

  • କରନ୍
  • ସୂର୍ଯ୍ୟମୟୀ
  • ମିହିର ଦାସ
  • ଉତ୍ତମ ମହାନ୍ତି
  • ପିଣ୍ଟୁ ନନ୍ଦ
  • ହରିହର ମହାପାତ୍ର
  • ଗୁଡ୍ଡୁ
  • ବିଜୁ ବଡ଼ଜେନା
  • ରାଜୀବ ମହାନ୍ତି
  • ମଧୁ
  • ଅପରାଜିତା
  • ପ୍ରତିଭା ପଣ୍ଡା
  • ଶୁଭାଶିଷ

ଗୀତ 


Share:

ଯୋଗୀ


ନିର୍ଦ୍ଦେଶକ: ନିରଞ୍ଜନ ବେହେରା
ପ୍ରଯୋଜକ: ଶ୍ରୀଧର ମାର୍ଥା
ସଂଳାପ: ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ନିରଞ୍ଜନ ବେହେରା
କାହାଣୀ: ଛବିତା ମାର୍ଥା
କଳାକାର: ଆର୍ଯ୍ୟନ, ନିକିତା, ହର ରଥ, ବିଜୟ ମହାନ୍ତି, ଅରବିନ୍ଦ, ଜୟୀ, ମନୋଜ ମିଶ୍ର, ରବି ମିଶ୍ର, ଗୁରୁ ମିଶ୍ର
ସଙ୍ଗୀତ: ଦୀପକ କୁମାର
ଗୀତ: ଶୁଭ କୁମାର ଦାସ, ରଜନୀକାନ୍ତ ନାୟକ, ଶୀର୍ଷାନନ୍ଦ ଦାସ କୁନୁନ୍‌ଗୋ, ସୁଜାତା ଜେନା
କଣ୍ଠ: ତାରିକ୍ ଅଜିଜ୍, ସତ୍ୟଜିତ ପ୍ରଧାନ, ହ୍ୟୁମାନ ସାଗର, ପମି, ସଞ୍ଜୁ, ଅସୀମା ପଣ୍ଡା
ଚିତ୍ରଗ୍ରହଣ:
ସମ୍ପାଦକ:
ମୁକ୍ତିଲାଭ ତାରିଖ:


ଅଭିନୟ

  • ଆର୍ଯ୍ୟନ ଦାଶ
  • ନିକିତା
  • ହର ରଥ
  • ବିଜୟ ମହାନ୍ତି
  • ଅରବିନ୍ଦ
  • ଜୟୀରାମ ସାମଲ
  • ମନୋଜ ମିଶ୍ର
  • ପପି ସନ୍ତୁକା
  • ଦେବୁ ବ୍ରହ୍ମା
  • ସୁମନ
  • ଚକ୍ରଧର ଜେନା
  • ରବି ମିଶ୍ର
  • ଜଗବନ୍ଧୁ ରାଉତ
  • ଗୁରୁ ମିଶ୍ର
  • ମାରିଆ ଓଲା

ଗୀତ 

1. ପ୍ରେମ ଯଦି ପାପ ମୁଁ ପ୍ରେମ କରିବି
2. ଧୁଆଁ ଧୁଆଁ ସଞ୍ଜବେଳେ
3. ମାଧିଆ ଜମି ହଡ଼ପ କଲା
4. ନନ୍ଦିନୀ ମୁଁ ନନ୍ଦିନୀ କିଏ କରିବ ମୋତେ ବନ୍ଦିନୀ
5. ଏ ଯୋଗୀ ଯୋଗୀ ଯୋଗୀଜି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର