ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୨୦୧୩ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୨୦୧୩ର ଓଡ଼ିଆ କଥାଚିତ୍ର. Show all posts

ସନ୍ଦେହୀ ପ୍ରିୟତମା

Image result for odia movie sandehi priyatama

ନିର୍ଦ୍ଦେଶକ: ସୁଧାଂଶୁ ଶେଖର ମଲ୍ଲିକ୍
ପ୍ରଯୋଜକ: ନାରାୟଣ ଘଡ଼େଇ
ସଂଳାପ: ଚିନ୍ମୟ ଦାଶ ପଟ୍ଟନାୟକ
ଚିତ୍ରନାଟ୍ୟ: ଚିନ୍ମୟ ଦାଶ ପଟ୍ଟନାୟକ
କାହାଣୀ: ଗୌତମ ଗିରି
କଳାକାର: ଦେବଦତ୍ତ, କାଜଲ ମିଶ୍ର, ନୀରବ କୁମାର, ସୁସଙ୍କେତ ମିଶ୍ର, କାଜଲ ରଥ
ସଙ୍ଗୀତ: ବିଦ୍ୟୁତ୍ ରାୟ
ଗୀତ: ପଞ୍ଚାନନ ନାୟକ
ଚିତ୍ରଗ୍ରହଣ: ପ୍ରଦୀପ ନାୟର୍
ମୁକ୍ତିଲାଭ ତାରିଖ:
୨୫ ଅକ୍ଟୋବର ୨୦୧୩

ଅଭିନୟ

  • ଦେବଦତ୍ତ
  • କାଜଲ ମିଶ୍ର
  • ନୀରବ କୁମାର
  • ସୁସଙ୍କେତ ମିଶ୍ର
  • କାଜଲ ରଥ
  • ହାଡ଼ୁ
  • ଦେବୁ ବ୍ରହ୍ମା
  • ନମ୍ରତା ଦାସ
  • ବିଜୟ ପଟ୍ଟନାୟକ
  • ସଂଗ୍ରାମ ସାମନ୍ତରାୟ
  • ଇପ୍ସିତା ମହାନ୍ତି
  • ଦେବୀ ବାରିକ

ଗୀତ 

1. ବାସର ରାତି
2. ଲଭ୍ ଲଭ୍ ଲଭ୍
3. ମନ ମୋର ଖୋଜେ
4. ମତେ ଫଗୁଣ
5. ମୋ ଗୀତୁରେ
6. ନିଆଁ ତୁ ନିଆଁ ଲଗାନା
7. ସନ୍ଦେହୀ ପ୍ରିୟତମା
Share:

ଗଡ଼ବଡ଼

Image result for odia movie gadbad

ନିର୍ଦ୍ଦେଶକ: ଶୁଭାଶିଷ ପତି
ପ୍ରଯୋଜକ: ଅଜିତ ସାହୁ, ଶୁଭାଶିଷ ପତି
ସଂଳାପ: ଶୁଭାଶିଷ ପତି
ଚିତ୍ରନାଟ୍ୟ: ଶୁଭାଶିଷ ପତି
କାହାଣୀ: ଶୁଭାଶିଷ ପତି
କଳାକାର: ସିଦ୍ଧାନ୍ତ ମହାପାତ୍ର, ଅଶ୍ୱିନୀ ବ୍ରହ୍ମା, ପ୍ରିତୀରାଜ ସତପଥୀ, ପାର୍ଥ ସାରଥୀ, ଜୀନା ସାମଲ, ରାଗିଣୀ, ମୀନକେତନ
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ଦେବଦାସ ଛୋଟରାୟ, ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ
କଣ୍ଠ: ତପୁ ମିଶ୍ର, ଶକ୍ତି ମିଶ୍ର
ଚିତ୍ରଗ୍ରହଣ: ଆର୍. ଏନ୍. ସ୍ୱାମୀ
ମୁକ୍ତିଲାଭ ତାରିଖ:
୨୬ ନଭେମ୍ବର ୨୦୧୩

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଅଶ୍ୱିନୀ ବ୍ରହ୍ମା
  • ପ୍ରିତୀରାଜ ସତପଥୀ
  • ପାର୍ଥ ସାରଥୀ
  • ଜୀନା ସାମଲ
  • ରାଗିଣୀ
  • ମୀନକେତନ
  • ଦେବୁ ବୋଷ
  • ନମ୍ରତା ଦାସ
  • ଅନ୍ତର୍ଜାମୀ ପଣ୍ଡା
  • ପ୍ରଜ୍ଞା ଖଟୁଆ
  • ମୋସୁମୀ ନାୟକ
  • ବାପି ରାୟ

ଗୀତ 

1. ଆଖି ତୋ କଥା କ‌ହୁଛି
2. ଆମେ ଓଡ଼ିଆ ଭାରି ବଢ଼ିଆ
3. ଗଡ଼ବଡ଼
4. ହେ ଯେତେଥର
5. ଯୋଉଠି ଥରେ
6. ରଙ୍ଗବତୀ
Share:

କେହି ଜଣେ ଭଲ ଲାଗେରେ

Image result for odia movie kehi jane bhala lagera

ନିର୍ଦ୍ଦେଶକ: କେ. ମୂରଲୀ କ୍ରୀଷ୍ଣା
ପ୍ରଯୋଜକ: ପ୍ରଦ୍ୟୁମ୍ନ ଲେଙ୍କା, କୁଶରଞ୍ଜନ ପଟ୍ଟନାୟକ, କେଦାର ରାଉତ, ବୁଦ୍ଧଦେବ ସାହୁ
ସଂଳାପ: ବିଜୟ ମଲ୍ଲ
ଚିତ୍ରନାଟ୍ୟ: କେ. ମୂରଲୀ କ୍ରୀଷ୍ଣା
କଳାକାର: ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, କୁନା ତ୍ରିପାଠୀ, ପ୍ରଦ୍ୟୁମ୍ନ ଲେଙ୍କା, ନମ୍ରତା ଦାସ, ସୁକାନ୍ତ ରଥ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ
କଣ୍ଠ: କ୍ରିଷ୍ଣା ବେଉରା, କୁନାଲ ଗଞ୍ଜାୱାଲା, ପାମେଲା ଜୈନ, ଅମିତ କୁମାର, ଇରା ମହାନ୍ତି, ସୋନୁ ନିଗମ୍, ବାବା ସେହଗଲ
ଚିତ୍ରଗ୍ରହଣ: ଆର୍. ଭଗତ ସିଂହ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୭ ଅକ୍ଟୋବର ୨୦୧୩

ଅଭିନୟ

  • ଅନୁଭବ ମହାନ୍ତି
  • ବର୍ଷା ପ୍ରିୟଦର୍ଶିନୀ
  • କୁନା ତ୍ରିପାଠୀ
  • ପ୍ରଦ୍ୟୁମ୍ନ ଲେଙ୍କା
  • ନମ୍ରତା ଦାସ
  • ସଲିଲ ମିତ୍ର
  • ସୁକାନ୍ତ ରଥ
  • ମଧୁମିତା
  • ବିଦୁସ୍ମିତା
  • ପୃଥିରାଜ ନାୟକ

ଗୀତ 

1. ତୁନ୍ ତାରା ତୁନ୍ ତାରା
2. ପ୍ରେମ କଲେ ଏମିତି ହୁଏ
3. କେହି ଜଣେ ଭୁଲି ଯାଏରେ
4. କେହି ଜଣେ ଭଲ ଲାଗେରେ
5. ହେ ସୋନା ହେ ସୋନା
6. ଛୈୟାରେ ଛୈୟା ରେ
7. ଭଜମନ ହରିବୋଲ
Share:

ତୁ ମୋ ଦେହର ଛାଇ

Image result for odia movie tu mo dehara chhai

ନିର୍ଦ୍ଦେଶକ: ହିମାଂଶୁ ପରିଜା
ପ୍ରଯୋଜକ: ସୁନୀଲ କୁମାର ରାଉତ, ଶିବପ୍ରସାଦ ଦାସ
ସଂଳାପ: ଦେବୀଦତ୍ତ ମହାନ୍ତି
ଚିତ୍ରନାଟ୍ୟ: ହିମାଂଶୁ ପରିଜା
କାହାଣୀ: ସୁଜାତା ରାଉତ, ସିପ୍ରା ଦାସ
କଳାକାର: ଅମ୍ଳାନ ଦାସ, ରିୟା ଦେ, ଶିଳ୍ପା ଦେ, ମିହିର ଦାସ, ରୁନୁ ପରିଜା
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ବସନ୍ତାରାଜ ସାମଲ, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ
କଣ୍ଠ: ଜାବେଦ ଅଲ୍ଲୀ, କୁମାର ବାପି, ରାମହରି ଦାସ, ଇରା ମହାନ୍ତି, ସଞ୍ଜୁ ମହାନ୍ତି, ଉଦିତ ନାରାୟଣ, ବିନୋଦ ରାଠୋଡ଼
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୧୫ ଅକ୍ଟୋବର ୨୦୧୩

ଅଭିନୟ

  • ଅମ୍ଳାନ ଦାସ
  • ରିୟା ଦେ
  • ଶିଳ୍ପା ଦେ
  • ମିହିର ଦାସ
  • ସ୍ମିତା ମହାନ୍ତି
  • ରୁନୁ ପରିଜା
  • ଜୀବନ ପଣ୍ଡା
  • ସରୋଜ ଦାସ
  • ସଲିଲ ମିତ୍ର
  • ସୁରେଶ ବଳ
  • ନମ୍ରତା ଦାସ
  • ମୀନକେତନ
  • ଧିର ମଲ୍ଲିକ
  • ରବି ମିଶ୍ର
  • ରବି ନନ୍ଦ
  • ନିରଞ୍ଜନ ପତି
  • ବ୍ରଜ ସିଂହ

ଗୀତ 

1. ଏ ଆଖିରୁ ତୋ ଚେହେରା
2. ମୋ ମାଆ ମୋ ମାଆ
3. ଆଗ କର ହ‌ନିମୁନ୍
4. ସଜନୀ ରେ
5. ହଟା ବେ ଅଳିଆ ହଟା
6. ତୁ ମୋ ଦେହର ଛାଇ
Share:

ମୁଁ ରାଜା ତୁ ରାଣୀ

Image result for odia movie mu raja tu rani

ନିର୍ଦ୍ଦେଶକ: ସୁଧାଂଶୁ ମୋହ‌ନ ସାହୁ
ପ୍ରଯୋଜକ: ଅତୀସ କୁମାର ରାଉତ
ସଂଳାପ: ପ୍ରଦୀପ୍ତ ନନ୍ଦ
ଚିତ୍ରନାଟ୍ୟ: ପ୍ରଦୀପ୍ତ ନନ୍ଦ, ସୁଧାଂଶୁ ମୋହ‌ନ ସାହୁ
କାହାଣୀ: ଅମୀୟବାଳା ରାଉତ
କଳାକାର: ଅରିନ୍ଦମ, ସମ୍ଭାବନା, ସିଦ୍ଧାନ୍ତ ମହାପାତ୍ର, ହରିହର ମହାପାତ୍ର, ଅକ୍ଷୟ ବସ୍ତିଆ, ମନୋଜ ମିଶ୍ର
ସଙ୍ଗୀତ: ମଳୟ ମିଶ୍ର
ଗୀତ: ନିମାଇଁ ମହାନ୍ତି, ଅରୁଣ ମନ୍ତ୍ରୀ, ଅମୀୟବାଳା ରାଉତ
କଣ୍ଠ: ଇରା ମହାନ୍ତି, ଉଦିତ ନାରାୟଣ, ସୁରେଶ ୱାଡ଼େକର
ଚିତ୍ରଗ୍ରହଣ: ନିରଞ୍ଜନ ଦାସ
ସମ୍ପାଦକ: ସୁକୁମାର ମଣି
ମୁକ୍ତିଲାଭ ତାରିଖ:
୧୪ ଅକ୍ଟୋବର ୨୦୧୩

ଅଭିନୟ

  • ଅରିନ୍ଦମ ରାୟ
  • ସମ୍ଭାବନା ମହାନ୍ତି
  • ସିଦ୍ଧାନ୍ତ ମହାପାତ୍ର
  • ହରିହର ମହାପାତ୍ର
  • ଅକ୍ଷୟ ବସ୍ତିଆ
  • ମନୋଜ ମିଶ୍ର
  • ଅନୀତା ଦାସ
  • ଦେବ୍
  • ମୁନ୍ନା

ଗୀତ 

1. ମୁଁ ଏମିତି ଗୋଟେ
2. ରୋଡ୍ ସାଇଡ୍
3. ମୁଁ ରାଜା ତୁ ରାଣୀ
4. ଯାଦୁଗର ଯାଦୁଗର
5. ଦୁଇଟି ଚଢ଼େଇ
6. ଦିନ ସରେନା
Share:

ଟଙ୍କା ତତେ ସଲାମ

Image result for odia movie tanka tate salam

ନିର୍ଦ୍ଦେଶକ: ସୁଧାଂଶୁ ଶେଖର ମଲ୍ଲିକ
ପ୍ରଯୋଜକ: ଭି. ରାଜକୁମାର ରାଜୁ
କାହାଣୀ: ନିର୍ମଳ ନାୟକ
କଳାକାର: ଚନ୍ଦନ କର, ରାଲି ନନ୍ଦ, ମୀନକେତନ, ଅଜିତ ଦାସ, ବିରେନ ମିଶ୍ର, ଇଲୁ ବାନାର୍ଜୀ, ଅସୀତ ପତି
ସଙ୍ଗୀତ: ଅଭିଜିତ ମଜୁମଦାର
ସମ୍ପାଦକ: ମାନସ ରଞ୍ଜନ ପାତ୍ର
ମୁକ୍ତିଲାଭ ତାରିଖ:
୨୭ ସେପ୍ଟେମ୍ବର ୨୦୧୩

ଅଭିନୟ

  • ଚନ୍ଦନ କର
  • ରାଲି ନନ୍ଦ
  • ପ୍ରକାଶ
  • ରୁପ୍ସା
  • ମୀନକେତନ
  • ଅଜିତ ଦାସ
  • ବିରେନ ମିଶ୍ର
  • ଇଲୁ ବାନାର୍ଜୀ
  • ଅସୀତ ପତି

ଗୀତ 

1. ଟଙ୍କା ତ‌ତେ ସଲାମ
2. ଓ ଜାନା
3. ତ‌ମେ ସକାଳୁ ସକାଳୁ
4. ଅଣ୍ଟା ତୋର
5. ଆଖିରେ କଜଳ
6. ଅଢ଼େଇ ଦିନ
Share:

କାଉଁରୀ କନ୍ୟା

ପୂର୍ବରୁ "ମିତ ବସିଛି ମୁଁ ଭୁତ ସାଥିରେ", ପ୍ରଥମ ଓଡ଼ିଆ 3D ଚଳଚ୍ଚିତ୍ର ଭାବରେ ଘୋଷଣା କରାଯାଇଥିଲା । ମାତ୍ର ସେ କଥାଚିତ୍ରଟି ମୁକ୍ତିଲାଭ କରିବାର ସପ୍ତାହେ ଆଗରୁ ଏହି 3D କଥାଚିତ୍ରଟି ମୁକ୍ତିଲାଭ କରିଥିଲା ।
Image result for odia movie kaunri kanya

ନିର୍ଦ୍ଦେଶକ: ସୋମ୍ୟ ରଞ୍ଜନ ସାହୁ
ପ୍ରଯୋଜକ: ରମ୍ୟରଞ୍ଜନ ସାହୁ
ସଂଳାପ: ସୋମ୍ୟ ରଞ୍ଜନ ସାହୁ
ଚିତ୍ରନାଟ୍ୟ: ସୋମ୍ୟ ରଞ୍ଜନ ସାହୁ
କାହାଣୀ: ରମ୍ୟରଞ୍ଜନ ସାହୁ, ଜୟେନ୍ଦ୍ର କୁମାର ସାହୁ
କଳାକାର: ସୋମ୍ୟରଞ୍ଜନ ସାହୁ, କାଭ୍ୟା କିରଣ, ପୁପୁଲ ଭୁୟାଁ, ପାୟଲ, ଅର୍ଦ୍ଧେନ୍ଦୁ ସାହୁ, ପ୍ରକୃତି ମିଶ୍ର
ସଙ୍ଗୀତ: ମିଥୁନ, ସତ୍ୟ କଶ୍ୟପ
ଗୀତ: ସୋମ୍ୟ ରଞ୍ଜନ ସାହୁ
ଚିତ୍ରଗ୍ରହଣ: ତୁଷାରକାନ୍ତ ସାହୁ
ସମ୍ପାଦକ: ସୋମ୍ୟରଞ୍ଜନ ସାହୁ
ମୁକ୍ତିଲାଭ ତାରିଖ:
୧୩ ସେପ୍ଟେମ୍ବର ୨୦୧୩

ଅଭିନୟ

  • ସୋମ୍ୟରଞ୍ଜନ ସାହୁ
  • କାଭ୍ୟା କିରଣ
  • ପୁପୁଲ ଭୁୟାଁ
  • ପାୟଲ
  • ଅର୍ଦ୍ଧେନ୍ଦୁ ସାହୁ
  • ପ୍ରକୃତି ମିଶ୍ର
  • ବିଘ୍ନେଶ୍ୱର ପଣ୍ଡା
  • ରୀହାନ୍
  • ଆଶୁତୋଷ ମହାନ୍ତି
  • ସୁଦୀପ୍ତ ପଟ୍ଟନାୟକ
  • ଚନ୍ଦାମାମା
  • ଦୁର୍ଗା ଆଚାର୍ଯ୍ୟ
  • ଗୋପାଳ ପ୍ରଧାନ
  • ସୂର୍ଯ୍ୟ
  • ଦେବାଶିଷ
  • ଚିତ୍ତ ରଞ୍ଜନ
  • ପ୍ରତୀକ୍ଷା
  • ସୋନାଲୀ
  • ଗୁଡ୍ଡୁ
  • ତ୍ରିନାଥ
  • ଦୀପକ
  • ପମି
  • ସ୍ମୃତି
  • ସୀମା
  • ସଂଗ୍ରାମ ସାହୁ
  • ସନ୍ତୋଷ
  • ମୂରଲୀଧର ସାହୁ
  • ଜନାର୍ଦ୍ଦନ ସାବତ
  • ଦେବାଶିଷ ଦାସ
  • ଅରବିନ୍ଦ
  • ପ୍ରଭାସ ମିଶ୍ର
  • ଦୀପକ କୁମାର ଦାଶ
  • ଆଶୁତୋଷ ପଣ୍ଡା
  • ତରୁଣ ସାହୁ
  • ତୁଷାର ବେହେରା
  • ପ୍ରଭାସ ମୁଦୁଲି
  • ରେକେଶ ମଣ୍ଡଳ
  • ଗଣେଶ

ଗୀତ 

1. ଡର ଲାଗେ
2. ପ୍ରିୟାରେ
3. ରଙ୍ଗବତି
4. ସୋନିଆ ସୋନିଆ
Share:

ମିତ ବସିଛି ମୁଁ ଭୂତ ସାଥିରେ

ଏହି ଚଳଚ୍ଚିତ୍ରଟିକୁ ପ୍ରଥମ ଓଡ଼ିଆ 3D ଚଳଚ୍ଚିତ୍ର ଭାବରେ ଘୋଷଣା କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ମାତ୍ର କୌଣସି କାରଣ ବଶତଃ ଏହି ଚଳଚ୍ଚିତ୍ରଟିର ମୁକ୍ତିଲାଭରେ ବିଳମ୍ବ ହୋଇଥିଲା ଏବଂ ଏହାର ମୁକ୍ତିଲାଭର ଠିକ୍ ସପ୍ତାହେ ପୂର୍ବରୁ "କାଉଁରୀ କନ୍ୟା" ଶୀର୍ଷକ ଅନ୍ୟ ଏକ ଓଡ଼ିଆ 3D ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ।

Image result for odia movie mita basichi mu bhuta sathire

ନିର୍ଦ୍ଦେଶକ: ସଞ୍ଜୟ ନାୟକ
ପ୍ରଯୋଜକ: ଭବାନୀ ଚରଣ ରଥ, ଅନାମ ଚରଣ ସାହୁ
ସଂଳାପ: ସଞ୍ଜୟ ନାୟକ
ଚିତ୍ରନାଟ୍ୟ: ସଞ୍ଜୟ ନାୟକ
କାହାଣୀ: ଲକ୍ଷ୍ମୀପ୍ରିୟା ସାହୁ
କଳାକାର: ଆକାଶ ଦାସନାୟକ, ପ୍ରିୟା ଚୌଧୁରୀ, ଦୁଷ୍ମନ୍ତ ପଣ୍ଡା, ନିକିତା, ବିଜୟ ମହାନ୍ତି, ସ୍ନିଗ୍ଧା ମହାନ୍ତି, କୁନା ତ୍ରିପାଠୀ
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ
କଣ୍ଠ: ତପୁ ମିଶ୍ର, କୁମାର ବାପି, ଶ୍ରୀଚରଣ, ଦୀପ୍ତିରେଖା ପାଢ଼ୀ, ମାମୁନୀ, ଆରିୟନ୍
ଚିତ୍ରଗ୍ରହଣ: ଏସ୍ ରଞ୍ଜନ
ସମ୍ପାଦକ: ସଞ୍ଜୟ ନାୟକ
ମୁକ୍ତିଲାଭ ତାରିଖ:
୨୦ ସେପ୍ଟେମ୍ବର ୨୦୧୩

ଅଭିନୟ

  • ଆକାଶ ଦାସନାୟକ
  • ପ୍ରିୟା ଚୌଧୁରୀ
  • ଦୁଷ୍ମନ୍ତ ପଣ୍ଡା
  • ନିକିତା
  • ବିଜୟ ମହାନ୍ତି
  • ସ୍ନିଗ୍ଧା ମହାନ୍ତି
  • ବିଜୁ ବଡ଼ଜେନା
  • ପ୍ରେମାଞ୍ଜନ ପରିଡ଼ା
  • କୁନା ତ୍ରିପାଠୀ
  • ଅଖିଳ ପଟ୍ଟନାୟକ
  • ମନିଷା ମିଶ୍ର
  • ଚନ୍ଦନ

ଶିଶୁ କଳାକାର

  • ସଚିନ
  • ଅଙ୍କିତ
  • ଆୟୁଶ
  • ପାପୁନ୍
  • ନିକି


 ଗୀତ 

1. ମିତ ବସିଛି ମୁଁ ଭୂତ ସାଥିରେ
2. କଣ୍ଢେଇ ରାଣୀ
3. ଗଛ ଅଛି ଡାଳ ଅଛି
Share:

ବ୍ୟାଚେଲର

Image result for odia movie bachelor

ନିର୍ଦ୍ଦେଶକ: ମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକ: ମିତାଲି ମଧୁମିତା
ସଂଳାପ: ନିର୍ମଳ ନାୟକ
ଚିତ୍ରନାଟ୍ୟ: ମୃତ୍ୟୁଞ୍ଜୟ ସାହୁ
କାହାଣୀ: ଅନଙ୍ଗ ମଞ୍ଜରୀ ପଟ୍ଟନାୟକ
କଳାକାର: ଅଖିଳ ପଟ୍ଟନାୟକ, ଉତ୍କଣ୍ଠା ପାଢ଼ୀ, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ତନ୍ଦ୍ରା ରାୟ, ମୀନକେତନ
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ, ନିର୍ମଳ ନାୟକ, ବାପି
କଣ୍ଠ: ବିଭୁ କିଶୋର
ଚିତ୍ରଗ୍ରହଣ: ମୃତ୍ୟୁଞ୍ଜୟ ସାହୁ
ମୁକ୍ତିଲାଭ ତାରିଖ:
୨୦ ସେପ୍ଟେମର ୨୦୧୩

ଅଭିନୟ

  • ଅଖିଳ ପଟ୍ଟନାୟକ
  • ଉତ୍କଣ୍ଠା ପାଢ଼ୀ
  • ବିଜୟ ମହାନ୍ତି
  • ପିଣ୍ଟୁ ନନ୍ଦ
  • ତନ୍ଦ୍ରା ରାୟ
  • ମୀନକେତନ
  • ହରିହର ମହାପାତ୍ର
  • ଜୀବନ ପଣ୍ଡା
  • ବିଭୂତି ତ୍ରିପାଠୀ
  • ମିଲି
  • ଦେବୀ
  • ଏକଲବ୍ୟ
  • ଟୁଲୁ

ଗୀତ

1. ବ୍ୟାଚେଲର
2. ଚଲାବାଟେ
3 .ଛାତି ଚ‌ହଳ କଲା
4. ଚିକି ମିକି ଆଖିରେ ତୋ
5. ଚକୋଲେଟ ଚେହେରା
6. ସରଗର ପରି
7. ତୋ ଦୁଃଖରେ ଦୁଃଖି
8. ତୁ ମୋରି ପାଇଁ ରେ
Share:

ଧର୍ମ

Image result for odia movie dharma

ନିର୍ଦ୍ଦେଶକ: ଦିଲ୍ଲୀପ ପଣ୍ଡା
ପ୍ରଯୋଜକ: ପ୍ରଭାତ କୁମାର ପ୍ରଧାନ, ବାବୁଲି ହାଇବ୍ରୁ
ସଂଳାପ: ନିଜାମ୍
ଚିତ୍ରନାଟ୍ୟ: ଦିଲ୍ଲୀପ ପଣ୍ଡା
କାହାଣୀ: ପ୍ରଭାତ କୁମାର ପ୍ରଧାନ
କଳାକାର: ଆକାଶ ଦାସନାୟକ, ରିୟା ଦେ, ପିଣ୍ଟୁ ନନ୍ଦ, ରାଇମୋହ‌ନ ପରିଡ଼ା, ଜୀବନ ପଣ୍ଡା, ବାବୁ ପ୍ରଧାନ
ସଙ୍ଗୀତ: ଦୀପକ କୁମାର
ଗୀତ: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ରଜନୀକାନ୍ତ ନାୟକ, ନିଜାମ୍, ଫେଲୁ ପଟ୍ଟନାୟକ
କଣ୍ଠ: ସୌରିନ୍ ଭଟ୍ଟ, ଦଳିଆ ଚକ୍ରବର୍ତ୍ତୀ, ପାମେଲା ଜୈନ, ସୁନୀଲ କୁମାର, ଶିବା
ଚିତ୍ରଗ୍ରହଣ: କଲ୍ୟାଣ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୬ ସେପ୍ଟେମ୍ବର ୨୦୧୩

ଅଭିନୟ

  • ଆକାଶ ଦାସନାୟକ
  • ରିୟା ଦେ
  • ପିଣ୍ଟୁ ନନ୍ଦ
  • ରାଇମୋହ‌ନ ପରିଡ଼ା
  • ଜୀବନ ପଣ୍ଡା
  • ବାବୁ ପ୍ରଧାନ
  • ସରୋଜକାନ୍ତ ବଳିଆରସିଂ
  • ଚୁଙ୍ଗା
  • ସରୋଜ ଦାସ
  • ଏନ୍. ଦେବରାଜ୍
  • ସୁନୀତା ଗରବଡ଼ୁ
  • ବାବୁଲି ହାଇବ୍ରୁ
  • ହରପ୍ରିୟା
  • ହାତି
  • ଜୟନ୍ତି
  • ଲଭ୍‌ଲି
  • ମନିଷା ମିଶ୍ର
  • ପ୍ରିୟା ମିଶ୍ର
  • ମିଟୁ ମିଥୁନ
  • ରାଜଦୀପ
  • ସୁମନ
  • ତିଳୋତ୍ତମା
  • ବିଭୁତି ତ୍ରିପାଠୀ

ଗୀତ 

1. ଆମେ ତ ଭାଇ
2. ବଗିଚାରେ ଯେତେ ଫୁଲ
3. ଚୋରି ଚୋରି
4. ଧର୍ମ
5. ଦିଲ୍ ତ‌ତେ ଦେଇଦେଲି
6. କେହିଜଣେ ସାଥି ହୁଏ
Share:

ପ୍ରେମିକା

Image result for odia movie premika

ନିର୍ଦ୍ଦେଶକ: ଶିବ ପ୍ରସାଦ ମହାନ୍ତି
ପ୍ରଯୋଜକ: ବିଜୟ କୁମାର ବେହେରା
ସଂଳାପ: ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ଶିବ ପ୍ରସାଦ ମହାନ୍ତି
କାହାଣୀ: ବିଜୟ କୁମାର ବେହେରା
କଳାକାର: ପ୍ରକୃତି ମିଶ୍ର, ବୁଲୁ, ରୁଦ୍ର, ଅଭିଶେଖ, ସ୍ୱର୍ଣ୍ଣାଳୀ, ଅଶ୍ରୁମୋଚନ, ଦେବୁ ବୋଷ
ସଙ୍ଗୀତ: ବିଭୂତି ଭୂଷଣ
ଚିତ୍ରଗ୍ରହଣ: ପ୍ରେମ୍‌ ଶଙ୍କର
ମୁକ୍ତିଲାଭ ତାରିଖ:
୩୦ ଅଗଷ୍ଟ ୨୦୧୩

ଅଭିନୟ

  • ପ୍ରକୃତି ମିଶ୍ର
  • ବୁଲୁ
  • ରୁଦ୍ର ପାଣିଗ୍ରାହୀ
  • ଅଭିଶେଖ ମିଶ୍ର
  • ସ୍ୱର୍ଣ୍ଣାଳୀ ବାନାର୍ଜୀ
  • ଅଶ୍ରୁମୋଚନ ମହାନ୍ତି
  • ଦେବୁ ବୋଷ
  • ମିତା ଚକ୍ରବର୍ତ୍ତୀ
  • ଦେବୁ ବ୍ରହ୍ମା
  • ନୂପୁର ଘୋଷ
  • ପ୍ରିୟମ୍ବରା ରାୟ

ଗୀତ 

1. ବାସନ୍ତି ମଳୟ
2. ଯେନ୍ ଦିନୁ ହେଲାନାରେ
3. ମୁଁ ତୋ ପ୍ରେମି
4. ସାରାରାରା ନିଦ ଆସୁନି ରାତି
5. ଜିଙ୍ଗା ଲାଲା
Share:

ଓମ ସାଇ ତୁଝେ ସଲାମ

Image result for odia movie om sai tujhe salam

ନିର୍ଦ୍ଦେଶକ: ବିଶ୍ୱଜିତ ମହାନ୍ତି
ପ୍ରଯୋଜକ: କାଳୀପ୍ରସନ୍ନ ସତପଥୀ, ସୁଧା ପଟ୍ଟନାୟକ
ସଂଳାପ: ଭାରତୀ ଦାସ
ଚିତ୍ରନାଟ୍ୟ: ବିଶ୍ୱଜିତ ମହାନ୍ତି
କାହାଣୀ: ଭାରତୀ ଦାସ
କଳାକାର: ଉତ୍ତମ ମହାନ୍ତି, କୁନା ତ୍ରିପାଠୀ, ସ୍ନିଗ୍ଧା ମହାନ୍ତି, ଜୟୀରାମ ସାମଲ, ଦେବୁ ବ୍ରହ୍ମା, ବ୍ରଜ ସିଂ, ପ୍ରସନ୍ନ ପାଟ୍ଟସାଣୀ
ସଙ୍ଗୀତ: ବିଦ୍ୟୁତ୍ ରାୟ
ଗୀତ: ପଞ୍ଜାନନ ନାୟକ
କଣ୍ଠ: ଗୌତମ ଗିରି, ଅରବିନ୍ଦ, ସୌରଭ ନାୟକ, ତପୁ ମିଶ୍ର, ପମି, ଶ୍ୱେତା ମିଶ୍ର
ମୁକ୍ତିଲାଭ ତାରିଖ:
୩୦ ଅଗଷ୍ଟ ୨୦୧୩

ଅଭିନୟ


  • ଉତ୍ତମ ମହାନ୍ତି
  • ଅଂଶୁମାନ
  • ଦୀପକ ଦାସ
  • ପୂଜା ଚକ୍ରବର୍ତ୍ତୀ
  • କୁନା ତ୍ରିପାଠୀ
  • ଜ୍ଞାନରଞ୍ଜନ ନାୟକ
  • ସ୍ନିଗ୍ଧା ମହାନ୍ତି
  • ଜୟୀରାମ ସାମଲ
  • ଦେବୁ ବ୍ରହ୍ମା
  • ବ୍ରଜ ସିଂ
  • ପ୍ରସନ୍ନ ପାଟ୍ଟସାଣୀ
  • ପ‌ପୁ ମହାନ୍ତି
  • ଭାଗ୍ୟଲକ୍ଷ୍ମୀ
  • ମଳୟ ମିଶ୍ର
  • ବିଜିତ୍
  • କୁସୁମ
  • ବୁଲୁ
  • ରାଣୀ
  • ଗଣେଶ
  • କାଳୁ

ଗୀତ 

1. ତୁ ପରା ସତ୍ୟ ସାଇ ଶଙ୍କର
2. ଓମ୍ ସାଇ ରାମ୍ ତୁମକୁ ସଲାମ
3. ମୋ ଅଳସୀ ରାଣୀ
4. ଜବାନୀ ଜବାନୀ ରଙ୍ଗିଲା
5. ହେ ମୋର ହୃଦୟ
6. ଏଇଠି ଆଲ୍ଲା ଏଇଠି ରାମ
Share:

ମୁଁ ଦିୱାନା ତୋ' ପାଇଁ

Image result for odia movie mu diwana ta pain

ନିର୍ଦ୍ଦେଶକ: ମନୋରଞ୍ଜନ ପାଲ୍
ପ୍ରଯୋଜକ: ଦେବେନ୍ଦ୍ରନାଥ ସାହୁ
ସଂଳାପ: ମନୋରଞ୍ଜନ ସାହାଣୀ
ଚିତ୍ରନାଟ୍ୟ: ମନୋରଞ୍ଜନ ପାଲ୍
କାହାଣୀ: ଦେବେନ୍ଦ୍ରନାଥ ସାହୁ
କଳାକାର: ଆଦିତ୍ୟ, ମୀନକେତନ, ମନିଷା ମିଶ୍ର, ଜ୍ୟୋତି ପାଣି, ଜ୍ୟୋତି ତ୍ରିପାଠୀ
ସଙ୍ଗୀତ: ଅଗ୍ନୀରାଜ୍
ଗୀତ: ଅରୁଣ ମନ୍ତ୍ରୀ, ବିଭୁପ୍ରସାଦ ମିଶ୍ର, ଗୌତମ ରାଉତ, ମନୋରଞ୍ଜନ ସାହାଣୀ
କଣ୍ଠ: କୁମାର ବାପି, ଅନ୍ତରା ଚକ୍ରବର୍ତ୍ତୀ, ପଙ୍କଜ ଜାଲ୍, ଉଦିତ ନାରାୟଣ, ସଂଗ୍ରାମ
ଚିତ୍ରଗ୍ରହଣ: ସଞ୍ଜୟ ପ୍ରଧାନ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨ ଅଗଷ୍ଟ ୨୦୧୩

ଅଭିନୟ

  • ଆଦିତ୍ୟ ସିଂହ (ବୁଲୁ)
  • ମୀନକେତନ
  • ମନିଷା ମିଶ୍ର
  • ଜ୍ୟୋତି ପାଣି
  • ଜ୍ୟୋତି ତ୍ରିପାଠୀ

ଗୀତ 

1. ମୁଁ ଦିୱାନା ତୋ ପାଇଁ
2. ଚଗଲା ଚଗଲା
3. ମୁଁ ଦିୱାନା
4. ସବୁ ଜନମରେ
5. ହାଏରେ ଦୁନିଆ
6. ରଙ୍ଗବତୀ
Share:

ହରି ଓମ ହରି

Image result for odia movie hari om hari

ନିର୍ଦ୍ଦେଶକ: ଦିଲ୍ଲୀପ ପଣ୍ଡା
ପ୍ରଯୋଜକ: ସୁମିତ୍ ରାଉତ, ସିପ୍ରା ଦାସ
ସଂଳାପ: ନିର୍ମଳ ନାୟକ
ଚିତ୍ରନାଟ୍ୟ: ଦିଲ୍ଲୀପ ପଣ୍ଡା
କାହାଣୀ: ଶିବପ୍ରସାଦ ଦାସ, ସୁଜାତା ରାଉତ
କଳାକାର: ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ, ମେଘା ଘୋଷ, ରିୟା ଦେ, ସମରେଶ ରାଉତରାୟ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିର୍ମଳ ନାୟକ, ନିଜାମ୍
କଣ୍ଠ: ଜାବେଦ୍ ଅଲ୍ଲୀ, ପାମେଲା ଜୈନ, ଅଭିଜିତ ମଜୁମଦାର, ଅଞ୍ଜଳି ମିଶ୍ର, ଉଦିତ ନାରାୟଣ, ସୌରଭ ନାୟକ, ଅସୀମା ପଣ୍ଡା, ରିଙ୍କି
ମୁକ୍ତିଲାଭ ତାରିଖ:
୧୨ ଜୁଲାଇ ୨୦୧୩

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଆକାଶ ଦାସନାୟକ
  • ମେଘା ଘୋଷ
  • ରିୟା ଦେ
  • ସମରେଶ ରାଉତରାୟ
  • ପିଣ୍ଟୁ ନନ୍ଦ
  • ମୀନକେତନ
  • ପ୍ରିୟଙ୍କା ମହାପାତ୍ର
  • ଜୀବନ ପଣ୍ଡା
  • ଚୁଙ୍ଗା
  • ସରୋଜ ଦାସ
  • ସଲିଲ ମିତ୍ର

ଗୀତ 

1. ଆଲୋ ଛନ୍‌ଛନିଆ ଚୋରଣୀ
2. ଛପି ଛପି
3. ଦିନରେ ଅରୁଆ
4. ହେଲେ ହେଲେ
5. ହରି ଓମ୍ ହରି
6. ସୁନ୍ଦୁରି ସୁନ୍ଦୁରି
Share:

ଡାହା ବାଳୁଙ୍ଗା

Image result for odia movie daha balunga

ନିର୍ଦ୍ଦେଶକ: ସୁଧାକର ବସନ୍ତ
ପ୍ରଯୋଜକ: ପୁପିନ୍ଦର ସିଂ, ବାପି ପଣ୍ଡା
ସଂଳାପ: ବାପୁ ଗୋସ୍ୱାମୀ
ଚିତ୍ରନାଟ୍ୟ: ବାପୁ ଗୋସ୍ୱାମୀ
କାହାଣୀ: ବାପୁ ଗୋସ୍ୱାମୀ
କଳାକାର: ବାବୁଶାନ୍, ସୋନିଆ ସରକାର ଦେ, ସଞ୍ଜନା ମିତ୍ର, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଜ୍ୟାକି ଶ୍ରଫ୍, ଅପରାଜିତା ମହାନ୍ତି
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ବାପୁ ଗୋସ୍ୱାମୀ, ନିର୍ମଳ ନାୟକ, ନିଜାମ୍
ଚିତ୍ରଗ୍ରହଣ: ରମେଶ କ୍ରିଷ୍ଣା, କେ. ଭି. ରମନ୍ନା
ମୁକ୍ତିଲାଭ ତାରିଖ:
୧୨ ଜୁଲାଇ ୨୦୧୩

ଅଭିନୟ

  • ବାବୁଶାନ୍
  • ସୋନିଆ ସରକାର ଦେ
  • ସଞ୍ଜନା ମିତ୍ର
  • ବିଜୟ ମହାନ୍ତି
  • ତନ୍ଦ୍ରା ରାୟ
  • ଜ୍ୟାକି ଶ୍ରଫ୍
  • ଅପରାଜିତା ମହାନ୍ତି
  • ପିଣ୍ଟୁ ନନ୍ଦ
  • ପ୍ରଜ୍ଞା ଖଟୁଆ
  • ସରୋଜ ଦାସ
  • ଚୌଧୁରୀ ଜୟପ୍ରକାଶ ଦାସ
  • ତୃପ୍ତି ସିହ୍ନା

ଗୀତ 

1. ଡାହା ବାଳୁଙ୍ଗା
2. ଯୋଉ ଝିଅର ଅଣ୍ଟା
3. ମୌଲା ମୌଲା ମେରା ମୌଲା
4. ଆଖି ଖୋଲିଦେଲେ ତୁ
5. ଯାଇଥିଲି ବାଡ଼ି ପଟକୁ
6. ପ୍ୟାର ପ୍ୟାର ପ୍ୟାର
Share:

ମୁଁ ଏକା ତୁମର

Image result for odia movie mu eka tumara

ନିର୍ଦ୍ଦେଶକ: ସୁଶାନ୍ତ ମଣି
ପ୍ରଯୋଜକ: ସୀତାରାମ ଅଗ୍ର‌ୱାଲ, ନମିତା ଅଗ୍ର‌ୱାଲ, ରାଧେଶ୍ୟାମ ସିଂଘାଣିଆ
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ରଣଜିତ ପଟ୍ଟନାୟକ
କାହାଣୀ: ସିଦ୍ଧାର୍ଥ ଅଗ୍ର‌ୱାଲ
କଳାକାର: ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ରାଗିଣୀ, ଦେବାଶିଷ ପାତ୍ର, ମହାଶ୍ୱେତା ରାୟ, ମିହିର ଦାସ
ସଙ୍ଗୀତ: ବିକାଶ ଦାସ, ବିଜୁ ସ୍ଵାଇଁ
ଗୀତ: ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ନିଜାମ୍, ଅରୁଣ ମନ୍ତ୍ରୀ, ମୋହିତ ଚକ୍ରବର୍ତ୍ତୀ
କଣ୍ଠ: ସୌରିନ ଭଟ୍ଟ, ଉଦିତ ନାରାୟଣ, ନିବେଦିତା, ସଞ୍ଜୁ, ଶ୍ରୀଚରଣ, ଜେମ୍‌ସ୍, ପଦ୍ମା, କରୁଣାକର, ଝୁଲୁ, ଶକ୍ତି, ମାଧବ, ପ୍ରଫୁଲ୍ଲ
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୧୪ ଜୁନ ୨୦୧୩

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ଅର୍ଚ୍ଚିତା ସାହୁ
  • ଦେବାଶିଷ ପାତ୍ର
  • ମହାଶ୍ୱେତା ରାୟ
  • ମିହିର ଦାସ
  • ପୃଥିରାଜ ନାୟକ
  • ଉଷସୀ ମିଶ୍ର
  • ହରିହର ମହାପାତ୍ର
  • ସାତ୍ୱକୀ ମିଶ୍ର
  • ପ୍ରିୟଙ୍କା ମହାପାତ୍ର
  • ଲଭ୍‌ଲି
  • ରାଗିଣୀ
  • ବିଜୟ ମହାନ୍ତି
  • ବିନୋଦିନୀ ଦେବୀ
  • ସରୋଜ ଦାସ
  • ସିରାଜ
  • ପ୍ରକାଶ
  • ଅନ୍ୟାସି
  • ଅନିମେଶ
  • ସୋନାଲୀ
  • ସୁସ୍ମିତା
  • ଶର୍ମିଷ୍ଠା
  • ପିଙ୍କି
  • ତରୁଣ
  • ଦୀପୁନ୍
  • ବିଭୁ
  • ବାବୁ
  • କୁସୁମ ତ୍ରିପାଠୀ
  • ପ୍ରଫୁଲ୍ଲ ବେହେରା
  • ବାସୁଦେବୀ ସେଠୀ

ଗୀତ

1. ମୁଁ ଏକା ତୁମର
2. ଦିନେ ଏଇ ରଙ୍ଗ
3. ସୁନା ଝିଅ ମୋ ସାଥେ
4. ମୋ ଲୁହର ରଙ୍ଗ ଆଜି
5. ମା' ଲୋ ମଲି
Share:

ହାତ ଧରି ଚାଲୁଥା

Image result for odia movie hata dhari chalutha

ନିର୍ଦ୍ଦେଶକ: ହିମାଂଶୁ ପରିଜା
ପ୍ରଯୋଜକ: ଅନୁପ୍ରାସ ମହାନ୍ତି, ଅନୁଭବ ମହାନ୍ତି
ସଂଳାପ: ବିଜୟ ମଲ୍ଲ
ଚିତ୍ରନାଟ୍ୟ: ହିମାଂଶୁ ପରିଜା
କାହାଣୀ: ଅନୁଭବ ମହାନ୍ତି
କଳାକାର: ଅନୁଭବ, ବର୍ଷା ପ୍ରିୟଦର୍ଶିନୀ, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଦେବୁ ବୋଷ, କୁନା ତ୍ରିପାଠୀ
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ
କଣ୍ଠ: ଇରା ମହାନ୍ତି, ଉଦିତ ନରାୟଣ
ଚିତ୍ରଗ୍ରହଣ: ଆର୍. ଭଗତ ସିଂ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୪ ଜୁନ ୨୦୧୩

ଅଭିନୟ

  • ଅନୁଭବ ମହାନ୍ତି
  • ବର୍ଷା ପ୍ରିୟଦର୍ଶିନୀ
  • ବିଜୟ ମହାନ୍ତି
  • ତନ୍ଦ୍ରା ରାୟ
  • ଦେବୁ ବୋଷ
  • କୁନା ତ୍ରିପାଠୀ
  • ରୁନୁ ପରିଜା
  • ମୀନ‌କେତନ
  • ହରିହର ମହାପାତ୍ର
  • ସଲିଲ ମିତ୍ର
  • ନମ୍ରତା ଦାସ
  • ପିଣ୍ଟୁ ନନ୍ଦ
  • ପିଙ୍କି
  • ଜୟା
  • ଗୁଡ୍ଡୁ

ଗୀତ 

1. ମୋ ହାତ ଧରି ଚାଲୁଥା
2. ସାଥୀରେ ସାଥୀ
3. ବାଟୋଇ ମୁଁ ଏକା ଏକା
4. ମୋ ଲୁହର ରଙ୍ଗ ଆଜି
5. ପ୍ରେମର ବାଜି
6. ଆଜି କାହିଁ ସବୁ ଋତୁ
7. ଏ ଜୀବନ ଚଲା ବାଟେ
8. ତୋ ହୃଦୟ ଏତେ ବଡ
9. ମନ ଯଦି ଦେଇଥିଲୁ
Share:

ଅଶୋକ ସମ୍ରାଟ

Image result for odia movie Ashok samrat

ନିର୍ଦ୍ଦେଶକ: ଜ୍ୟୋତି ଦାସ
ପ୍ରଯୋଜକ: ଅନ୍ନପୂର୍ଣ୍ଣା ପରିଡ଼ା, ଅମରେଶ ପରିଡ଼ା
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ଜ୍ୟୋତି ଦାସ
କାହାଣୀ: ଅବିନାଶ ପରିଡ଼ା
କଳାକାର: ଅରିନ୍ଦମ, ଇମିଲି, ମୀନକେତନ, ହରିହର ମହାପାତ୍ର, ମନୋଜ ମିଶ୍ର, ପିଣ୍ଟୁ ନନ୍ଦ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିଜାମ୍, ନିର୍ମଳ ନାୟକ
ଚିତ୍ରଗ୍ରହଣ: ଜଗନ ଚବାଲି
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୧ ଜୁନ ୨୦୧୩

ଅଭିନୟ

  • ଅରିନ୍ଦମ ରାୟ
  • ଇମିଲି ଚୌଧୁରୀ
  • ମହାଶ୍ୱେତା ରାୟ
  • ହରିହର ମହାପାତ୍ର
  • ପ୍ରିୟଙ୍କା ମହାପାତ୍ର
  • ମୀନକେତନ
  • ମନୋଜ ମିଶ୍ର
  • ପିଣ୍ଟୁ ନନ୍ଦ
  • ଜୀବନ ପଣ୍ଡା
  • ଜୟୀରାମ ସାମଲ
  • ପ‌ପି ସନ୍ତୁକ

ଗୀତ 

1. ଆମେ ତ ରଡ୍ଡ ଟୋକା
2. ଲଭ୍ ୟୁ ହ‌ନି
3. ଉଠା ତୋର ପାନ
4. ନାଇଁ ରେ
5. ରାଧେ ରାଧେ
6. ହୃଦୟର ଗତି
Share:

ସପନର ନାୟିକା

Image result for odia movie sapanara naika

ନିର୍ଦ୍ଦେଶକ: ରାଜ୍ ପ୍ରଦୀପ
ପ୍ରଯୋଜକ: ରବିନ୍ଦ୍ର ପଣ୍ଡା, ଅନର୍ଭ ରାଉତରାୟ
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ଡଃ ରଜନୀ ରଞ୍ଜନ
କାହାଣୀ: ବିଜୟଲକ୍ଷ୍ମୀ ପଣ୍ଡା
କଳାକାର: ଦୀପକ ବାରିକ, ପିଙ୍କି ପ୍ରିୟଦର୍ଶିନୀ, ଦୈତାରି ପଣ୍ଡା, ମନୋଜ ମିଶ୍ର, ଶ୍ରୀତମ ଦାସ
ସଙ୍ଗୀତ: ପ୍ରଶାନ୍ତ ପାଢ଼ୀ
ଗୀତ: କୁମାର ଜିତେନ, ଅରୁଣ ମନ୍ତ୍ରୀ, ପଞ୍ଚାନନ ନାୟକ, ରଶ୍ମୀ ରଞ୍ଜନ
କଣ୍ଠ: ପାମେଲା ଜୈନ, ଉଦିତ ନାରାୟଣ, ପମି, ବିନୋଦ ରାଠୋଡ଼, ସୌରଭ
ଚିତ୍ରଗ୍ରହଣ: ଜୟ ପ୍ରଧାନ
ସମ୍ପାଦକ: ରାଜେଶ ଦାଶ
ମୁକ୍ତିଲାଭ ତାରିଖ:
୨୪ ମଇ ୨୦୧୩

ଅଭିନୟ

  • ଦୀପକ ବାରିକ
  • ପିଙ୍କି ପ୍ରିୟଦର୍ଶିନୀ
  • ଦୈତାରି ପଣ୍ଡା
  • ମନୋଜ ମିଶ୍ର
  • ଶ୍ରୀତମ ଦାସ
  • ଲରେନ୍ସ ବେହେରା
  • ଚିନ୍ମୟୀ ପ୍ରିୟଦର୍ଶିନୀ
  • ଗୁଡ୍ଡୁ
  • ବାଦଲ ମହାନ୍ତି
  • ଅନନ୍ତ ମିଶ୍ର

ଗୀତ 

1. ଚିକିଣି ପତଳୀ ମୁଁ
2. ଲଭ୍ ଲଭ୍
3. ମନ କାଚଘର
4. ମୁଁ ଟିକେ ଚଗଲି
5. ତୁ ମୋ ସପନର ନାୟିକ
Share:

ରୁଦ୍ର

Image result for odia movie rudra

ନିର୍ଦ୍ଦେଶକ: ଜିତୁ ରାଉତ
ପ୍ରଯୋଜକ: ଏ. ଏନ୍. ମିଶ୍ର, ନିମାଇଁ ଚରଣ ବିଶ୍ୱାଳ
ସଂଳାପ: ହୃଦାନନ୍ଦ ସାହୁ
ଚିତ୍ରନାଟ୍ୟ: ଜିତୁ ରାଉତ
କାହାଣୀ: ରୁଦ୍ରନାରାୟଣ ମିଶ୍ର
କଳାକାର: ଅନନ୍ତ, ସୃଷ୍ଟି, ବାବୁ ପ୍ରଧାନ, ସଲିଲ ମିତ୍ର, ବ୍ରଜ ସିଂହ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ଡଃ ନିର୍ମଳ ନାୟକ, ନିଜାମ୍
କଣ୍ଠ: ଅଭିଜିତ ମଜୁମଦାର, କୁମାର ଲୁଲୁ, ସାଇନୀ ମିଶ୍ର, ଅମ୍ରିତା, ବିଷ୍ଣୁମୋହ‌ନ କବି, ସସ୍ମିତା
ଚିତ୍ରଗ୍ରହଣ: ସତ୍ୟବ୍ରତ ମହାରଣା
ସମ୍ପାଦକ: ପିତାମ୍ବର ସିଂ
ମୁକ୍ତିଲାଭ ତାରିଖ:
୧୭ ମଇ ୨୦୧୩

ଅଭିନୟ

  • ଅନନ୍ତ
  • ସୃଷ୍ଟି
  • ବାବୁ ପ୍ରଧାନ
  • ସଲିଲ ମିତ୍ର
  • ବ୍ରଜ ସିଂହ
  • ଜନ୍
  • ବିଷ୍ଣୁ
  • ପ‌‌ପୁ
  • ପିଣ୍ଟୁ
  • ଚିଣ୍ଟୁ
  • ନାନୁ
  • ପ୍ରିତୀ
  • ଶୁଭଶ୍ରୀ
  • ଅଞ୍ଜନା
  • କୁସୁମ
  • ରାଜେଶ
  • ନିମାଇଁ
  • ରାଜା
  • ବାପୁନି

ଗୀତ 

1. ରୁଦ୍ର
2. ଦିଲ୍‌ଜାନୀ ଦିଲ୍‌ଜାନୀ
3. ହୋଲି ହୋଲି
4. ସୁକ୍ରିୟା ସୁକ୍ରିୟା
5. ଯାଦୁ ମଲମ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର