ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୨୦୦୯ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୨୦୦୯ର ଓଡ଼ିଆ କଥାଚିତ୍ର. Show all posts

ପାଗଳ କରିଚି ପାଉଁଜି ତୋର

Image result for odia films of 2009

ନିର୍ଦ୍ଦେଶକ: ସଞ୍ଜୟ ନାୟକ
ପ୍ରଯୋଜକ: ସୀତାରାମ ଅଗ୍ର‌ୱାଲ
ସଂଳାପ: ନିର୍ମଳ ନାୟକ
ଚିତ୍ରନାଟ୍ୟ: ବିଜୟ ମଲ୍ଲ
କାହାଣୀ: ବିଜୟ ମଲ୍ଲ
କଳାକାର: ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ବୁଦ୍ଧାଦିତ୍ୟ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ଅନୀତା ଦାସ, ଅପରାଜିତା ମହାନ୍ତି
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ଶ୍ରୀକାନ୍ତ ଗୌତମ
କଣ୍ଠ: ମହ‌ମଦ ଅଜିଜ୍, କରୁଣାକର, ଉଦିତ ନାରାୟଣ, ନିବେଦିତା, ସୁରେଶ ୱାଡ଼େକର
ଚିତ୍ରଗ୍ରହଣ: ଏସ୍ ରଞ୍ଜନ
ସମ୍ପାଦକ: ଶିବପ୍ରସାଦ ମହାନ୍ତି
ମୁକ୍ତିଲାଭ ତାରିଖ:
୨୦୦୯

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ଅର୍ଚ୍ଚିତା ସାହୁ
  • ବୁଦ୍ଧାଦିତ୍ୟ ମହାନ୍ତି
  • ପ୍ରଦ୍ୟୁମ୍ନ ଲେଙ୍କା
  • ଅନୀତା ଦାସ
  • ଅପରାଜିତା ମହାନ୍ତି
  • ସ୍ନିଗ୍ଧା ମହାନ୍ତି
  • ଉତ୍ତମ ମହାନ୍ତି
  • ଜୟୀରାମ ସାମଲ
  • ପପି ସନ୍ତୁକ

ଗୀତ 

1. ସରିଗଲା ମିଛି ମିଛିକା କଣ୍ଢେଇ
2. ରିମ୍ ଝିମ୍ ରିମ୍ ଝିମ୍ ବର୍ଷା
3. ପାଉଁଜି ପାଦକୁ ସିନ୍ଦୂର ମଥାକୁ
4. ମିଳିଗଲା ମୋତେ ମୋର
5. ପାଗଳ କରିଚି ପାଉଁଜି ତୋର
6. ବାପ ଘର ଝିଅ ଦି ଦିନ କୁଣିଆ
Share:

ଆ' ଜ‌ହ୍ନରେ ଲେଖିବା ନାଁ

Image result for odia films of 2009 aa janhare lekhiba naa

ନିର୍ଦ୍ଦେଶକ: ସୁଶାନ୍ତ ମଣି
ପ୍ରଯୋଜକ: ତୃପ୍ତି ପ୍ରସାଦ ଦାସ
ସଂଳାପ: ଭରଦ୍ୱାଜ ପଣ୍ଡା
ଚିତ୍ରନାଟ୍ୟ: ଆଶୀର୍ବାଦ ପଟ୍ଟନାୟକ, ସୁଶାନ୍ତ ମଣି
କାହାଣୀ: ଆଶୀର୍ବାଦ ପଟ୍ଟନାୟକ
କଳାକାର: ଅନୁଭବ ମହାନ୍ତି, ଗୀତାଞ୍ଜଳୀ, ଅପରାଜିତା ମହାନ୍ତି, ଝରଣା ଦାସ, ମନୋଜ ମିଶ୍ର, ଜୟୀରାମ ସାମଲ
ସଙ୍ଗୀତ: ଶରତ ନାୟକ
ଗୀତ: ବାପୁ ଗୋସ୍ୱାମୀ, ବିଜୟ ମଲ୍ଲ, ଦେବୀଦତ୍ତ ମହାନ୍ତି
କଣ୍ଠ: କୁମାର ବାପି, ଅରବିନ୍ଦ ଦତ୍ତ, ତପୁ ମିଶ୍ର, ଶରତ ନାୟକ, ପମି
ଚିତ୍ରଗ୍ରହଣ: ଶୁଭ୍ରାଂଶୁ
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୨୦୦୯

ଅଭିନୟ

  • ଅନୁଭବ ମହାନ୍ତି
  • ଗୀତାଞ୍ଜଳୀ
  • ଅପରାଜିତା ମହାନ୍ତି
  • ଝରଣା ଦାସ
  • ମନୋଜ ମିଶ୍ର
  • ଜୟୀରାମ ସାମଲ
  • ପପୁନ
  • ଅରୋସ୍ମିତା
  • ଆକାଂକ୍ଷା
  • ବିଭୁଦତ୍ତ
  • ପ୍ରକାଶ
  • ସୁମନ

ଗୀତ 

1. କିଛି ରଙ୍ଗ ଲାଗେ ଦେହରେ
2. ଚେହେରାରୁ ଲାଗ ତୁମେ
3. ଆଜିକାଲି ମନ ମୋର
4. ଭାଗ୍ୟ ଯେତେ କରୁ ବଡ଼
5. ଆ' ଜ‌ହ୍ନରେ ଲେଖିବା ନାଁ
Share:

ଆ ରେ ସାଥି ଆ

Image result for odia films of 2009 aa re sathi aa

ନିର୍ଦ୍ଦେଶକ: ଏନ୍. ପାଢ଼ୀ
ପ୍ରଯୋଜକ: ରାଜେଶ ମଲ୍ଲିକ, ଅମର ମହାନ୍ତି
ସଂଳାପ: ଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟ: ଏନ୍. ପାଢ଼ୀ
କାହାଣୀ: ରମଣ ରଞ୍ଜନ
କଳାକାର: ସିଦ୍ଧାନ୍ତ ମହାପାତ୍ର, ସୋନାଲି ମହାପାତ୍ର, ଦୁଷ୍ମନ୍ତ ପଣ୍ଡା, ପାୟଲ ବାନାର୍ଜୀ, ମିହିର ଦାସ, ସ୍ନିଗ୍ଧା ମହାନ୍ତି, ନମ୍ରତା ଦାସ
ସଙ୍ଗୀତ: ଗୁଡ୍‌ଲି ରଥ
ଗୀତ: ବାପୁ ଗୋସ୍ୱାମୀ, ରଜନୀ ରଞ୍ଜନ, ନିଜାମ୍
କଣ୍ଠ: କୁମାର ବାପି, ସୁଜିତ୍ ଭୋଇ, ତପୁ ମିଶ୍ର, ଅରବିନ୍ଦ ଷଡ଼ଙ୍ଗୀ
ଚିତ୍ରଗ୍ରହଣ: ରମେଶ ବାବୁ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨୦୦୯

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ସୋନାଲି ମହାପାତ୍ର
  • ଦୁଷ୍ମନ୍ତ ପଣ୍ଡା
  • ପାୟଲ ବାନାର୍ଜୀ
  • ମିହିର ଦାସ
  • ଜର୍ଜ ତିଆଡ଼ି
  • ସ୍ନିଗ୍ଧା ମହାନ୍ତି
  • ଇଲୁ ବାନାର୍ଜୀ
  • ମୀନକେତନ
  • ଦେବୀ ବାରିକ
  • ସନ୍ତୋଷ ନାୟକ
  • ବିଜୁ ବଡ଼ଜେନା
  • ବିକାଶ ଦାସ
  • ବେବି ରଥ
  • ନମ୍ରତା ଦାସ
  • ଲଭ୍‌ଲି
  • ଚୁଙ୍ଗା
  • ସୁଦୀପ୍ତା
  • ରାଜଲକ୍ଷ୍ମୀ ପ୍ରିୟଦର୍ଶିନୀ
  • ଜୀବନ ପଣ୍ଡା
  • ରାଜଶ୍ରୀ
  • ଥିନ୍

ଗୀତ 

1. ବଡ଼ କଠିନ ସେ
2. ଚାହାଣୀ ଅଲଗା ହେଲେ କାହାଣୀ ଏକା
3. ହାଲ୍‌କା ହାଲ୍‌କା ଲାଗେ ୟେ ମନ
4. କିଛି କିଛି କ‌ହୁଥିଲା
5. ମସ୍ତ ଚେହେରା ମୋର ଲାଗେ
6. ମୋ କୁଆଁରୀ ମନରେ କଣ୍ଟା ଲାଗିଗଲା
Share:

ପ୍ରେମ ରୋଗୀ

Image result for odia film prema rogi

ନିର୍ଦ୍ଦେଶକ: ଅଶୋକ ପତି
ପ୍ରଯୋଜକ: ନାରାୟଣ ନାୟକ, ସୁନୀତା ନରେନ୍ଦ୍ର ସିଂହ
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ଅଶୋକ ପତି
କାହାଣୀ: ଅଶୋକ ପତି
କଳାକାର: ବୁଦ୍ଧାଦିତ୍ୟ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ସିଦ୍ଧାନ୍ତ ମହାପାତ୍ର, ବବି ମିଶ୍ର, ଅର୍ପିତା ମୁଖାର୍ଜୀ, ପିଣ୍ଟୁ ନନ୍ଦ
ସଙ୍ଗୀତ: ପ୍ରଶାନ୍ତ ପାଢ଼ୀ
ଗୀତ: ବସନ୍ତରାଜ ସାମଲ, ନିର୍ମଳ ନାୟକ, ରଜନୀ ରଞ୍ଜନ
କଣ୍ଠ: କୁମାର ବାପି, ବିଭୁ କିଶୋର, କ୍ରିଷ୍ଣା, ତପୁ ମିଶ୍ର, ଉଦିତ ନାରାୟଣ, ଟି. ସୌରୀ, ସୁରେଶ ୱାଡ଼େକର
ଚିତ୍ରଗ୍ରହଣ: ସୀତାଂଶୁ ମହାପାତ୍ର
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୨୦୦୯

ଅଭିନୟ

  • ବୁଦ୍ଧାଦିତ୍ୟ ମହାନ୍ତି
  • ବର୍ଷା ପ୍ରିୟଦର୍ଶିନୀ
  • ସିଦ୍ଧାନ୍ତ ମହାପାତ୍ର
  • ବବି ମିଶ୍ର
  • ଅର୍ପିତା ମୁଖାର୍ଜୀ
  • ପିଣ୍ଟୁ ନନ୍ଦ
  • ସନ୍ତୋଷ ଭୂୟାଁ
  • ହାଡ଼ୁ
  • ବିଭୁ କିଶୋର
  • ସବ୍ୟସାଚୀ ମିଶ୍ର
  • ପ୍ରଶାନ୍ତ ପାଢ଼ୀ
  • ରାକ୍ଷୀ
  • ଜୀନା ସାମଲ
  • ସୁମନ
  • ଥିନ୍

ଗୀତ 

1. ତୋ ପ୍ରେମର ଜ‌ହର
2. ସମୟ ସାଧିଲା ଦାଉ
3. ସାବେନି ରଙ୍ଗ ଝିଅ ତୋର ସାବୁନ ଲୋଡ଼ା ନାହିଁ
4. ମୋ ଆଖିରେ ତୋ ପାଇଁ ପ୍ରେମ
5. ମିଛି କୁହଡ଼ିରେ
6. ଆଜି ମୁଁ କ‌ହୁଚି ତ‌ତେ କ‌ହିବି କ‌ହିବି
Share:

ତୁ ମୋରି ପାଇଁ

Image result for odia film tu mo pain

ନିର୍ଦ୍ଦେଶକ: ଜୟପ୍ରକାଶ ମହାନ୍ତି
ପ୍ରଯୋଜକ: ଦିବ୍ୟ ଜ୍ୟୋତି, ଚିତ୍ତରଞ୍ଜନ ପୃଷ୍ଟି, ଅଶୋକ ସାହୁ
ସଂଳାପ: ପ୍ରଦୀପ ନନ୍ଦ
ଚିତ୍ରନାଟ୍ୟ: ଦିପ୍ତିମୟୀ ମହାନ୍ତି
କାହାଣୀ: ଦିପ୍ତିମୟୀ ମହାନ୍ତି
କଳାକାର: ସବ୍ୟସାଚୀ ମିଶ୍ର, ଲିପି ପରିଡ଼ା, ମିହିର ଦାସ, ରୁନୁ ପରିଜା, ଜର୍ଜ ତିଆଡ଼ି, ଅନିତା ଦାସ, ଜୟୀରାମ ସାମଲ
ସଙ୍ଗୀତ: ପ୍ରେମ ଆନନ୍ଦ, ଜୟପ୍ରକାଶ ମହାନ୍ତି
ଗୀତ: ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ଜୟପ୍ରକାଶ ମହାନ୍ତି
କଣ୍ଠ: ତପୁ ମିଶ୍ର, ଶକ୍ତି ମିଶ୍ର, ଜୟପ୍ରକାଶ ମହାନ୍ତି, ସଞ୍ଜୁ ମହାନ୍ତି, ସୌରଭ, ଶ୍ରୀଚରଣ
ଚିତ୍ରଗ୍ରହଣ: ଅଶୋକ ଦର୍ଶନ
ସମ୍ପାଦକ: ଅଜୟ ମିଶ୍ର
ମୁକ୍ତିଲାଭ ତାରିଖ:
୨୦୦୯

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ଲିପି ପରିଡ଼ା
  • ମିହିର ଦାସ
  • ରୁନୁ ପରିଜା
  • ଜର୍ଜ ତିଆଡ଼ି
  • ଅନିତା ଦାସ
  • ଜୟୀରାମ ସାମଲ
  • ହରିହର ମହାପାତ୍ର
  • ଉତ୍ତମ ମହାନ୍ତି
  • ରିମ୍‌ଝିମ୍
  • ନିରଞ୍ଜନ ପତି
  • ସଲିଲ୍ ମିତ୍ର
  • ସାତ୍ୱକୀ ମିଶ୍ର
  • ମିଟୁ ମିଥୁନ
  • ବ୍ରଜ ସିଂହ
  • ସଂଗ୍ରାମ
  • ଶୁଭଙ୍କର

ଗୀତ 

1. ପ୍ରଥମ ପ୍ରେମର
2. ଚେନାଏ ଚଇତି
3. ମୋ ଝୁମୁକା ଲାଗୁଚି
4. ତୁ ମୋରି ପାଇଁ
5. କିଛି ପ୍ରେମ ପିନ୍ଧେ ସିନା
6. ଚୋରା ଚଇତି
7. ତୁ ମତେ ମୋ ଠାରୁ
Share:

ତୁମେ ହିଁ ସାଥୀ ମୋର



ନିର୍ଦ୍ଦେଶକ: ସୁରେନ୍ଦ୍ର ମହାନ୍ତି
ପ୍ରଯୋଜକ: ସୁରେଶ ଭରଲା‌ୱାଲା, ବିଜୟ ଖଣ୍ଡେୱାଲା, ରମେଶ ବର୍ମା
କଳାକାର: ଅରିନ୍ଦମ ରାୟ, ଦୁଷ୍ମନ୍ତ ପଣ୍ଡା, ଅନୁ ଚୌଧୁରୀ, ହେମନ୍ତ ଦାସ, ମିହିର ଦାସ, ରାଇଚରଣ ଦାସ, ଅପରାଜିତା ମହାନ୍ତି
ସଙ୍ଗୀତ: ଶାନ୍ତନୁ ମହାପାତ୍ର, ସରୋଜ ପଟ୍ଟନାୟକ, ବାସୁଦେବ ରଥ
ଗୀତ: ଅନ୍ତର୍ଜାମୀ ମିଶ୍ର, ସୁରେନ୍ଦ୍ର ମହାନ୍ତି, ନିଜମ୍, ବନବିହାରୀ ପଣ୍ଡା, ସରୋଜ ପଟ୍ଟନାୟକ
କଣ୍ଠ: କୁମାର ବାପି, ବିଜୟ ଜେନା, ମାଧବ, ସିଦ୍ଧାର୍ଥ ମିଶ୍ର, ଶୈଳଭାମା
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ସୁରେନ୍ଦ୍ର ମହାନ୍ତି
ମୁକ୍ତିଲାଭ ତାରିଖ:
୬ ନଭେମ୍ବର ୨୦୦୯

ଅଭିନୟ

  • ଅରିନ୍ଦମ ରାୟ
  • ଦୁଷ୍ମନ୍ତ ପଣ୍ଡା
  • ଅନୁ ଚୌଧୁରୀ
  • ହେମନ୍ତ ଦାସ
  • ମିହିର ଦାସ
  • ରାଇଚରଣ ଦାସ
  • ଅପରାଜିତା ମହାନ୍ତି
  • ଅଶ୍ରୁମୋଚନ ମହାନ୍ତି
  • ସ୍ମିତା ମହାନ୍ତି

ଗୀତ 

1. ଏ ହୃଦୟଟା ଯାତନାର
2. ଜୀଇଁବାକୁ ହେଲେ ଲୁହର ନଈରେ
3. କ‌ହିନି ଯା' କେବେ କ‌ହି ଦଉଚି
4. କ‌ହୁଚି ମୁଁ କିଛି
5. ପ୍ରଭୁ ହେ ଶେଷ କାମନା
6. ପ୍ରେମ ତ' କରିଚୁ ଆମେ
7. ସାଗର ଗାଏ ନାଚେ ସମୀର
Share:

ଅଭିମନ୍ୟୁ

Image result for odia films of 2009

ନିର୍ଦ୍ଦେଶକ: ସୁଶାନ୍ତ ମଣି
ପ୍ରଯୋଜକ: ସୀତାରାମ ଅଗ୍ର‌ୱାଲ, ନମିତା ଅଗ୍ର‌ୱାଲ, ରାଜ୍ ଥୌରିନ୍
ସଂଳାପ: ହର ବାରିକ
ଚିତ୍ରନାଟ୍ୟ: ବିଜୟ ମଲ୍ଲ
କାହାଣୀ: ବିଜୟ ମଲ୍ଲ
କଳାକାର:
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ଯତୀନ୍ଦ୍ର ପ୍ରଧାନ
କଣ୍ଠ: ଉଦିତ ନାରାୟଣ, ନିବେଦିତା, ସୁନିଧି ଚୌହାନ, ନମିତା ଅଗ୍ର‌ୱାଲ, କ୍ରିଷ୍ଣା, ସୌରିନ ଭଟ୍ଟ, ଉମା, ସଞ୍ଜୁ
ଚିତ୍ରଗ୍ରହଣ: ଶୁଭ୍ରାଂଶୁ
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୨୫ ସେପ୍ଟେମ୍ବର ୨୦୦୯

ଅଭିନୟ

  • ଅନୁଭବ ମହାନ୍ତି
  • ପ୍ରିୟ ଚୌଧୁରୀ
  • ଅପରାଜିତା ମହାନ୍ତି
  • ମିହିର ଦାସ
  • ବବି ମିଶ୍ର
  • ହରିହର ମହାପାତ୍ର
  • ବିରଞ୍ଚି
  • ଅଜିତ ଦାସ
  • ପିଣ୍ଟୁ ନନ୍ଦ
  • ପୃଥିରାଜ ନାୟକ
  • ପ୍ରଦ୍ୟୁମ୍ନ ଲେଙ୍କା
  • ନମ୍ରତା ଦାସ
  • ଜୀବନ ପଣ୍ଡା
  • ପୁପୁନ୍
  • ନୀଳମଣି
  • ଉମା ପାୟଲ୍
  • ଦେବ୍
  • ସମ୍ଭୁ
  • ସନ୍ଦୀପ
  • ନମିତା ଅଗ୍ର‌ୱାଲ
  • ସୌରିନ୍ ଭଟ୍ଟ
  • ନମ୍ରତା ଥାପା

ଗୀତ 

1. ଓ'ରେ ପ୍ରିୟାରେ
2. ମଝି ଦରିଆରେ ଝଲମଲ
3. ଲାଗେ ଏକା ଏକା
4. ଜାଣେନା ମୁଁ
5. ଅଭିମନ୍ୟୁ ଅଭିମନ୍ୟୁ
Share:

ମିତରେ ମିତ

Image result for odia film mitare mita

ନିର୍ଦ୍ଦେଶକ: ସୁଧାକର ବସନ୍ତ
ପ୍ରଯୋଜକ: ଅନାମ ଚରଣ ସାହୁ, ଲକ୍ଷ୍ମୀପ୍ରିୟା ସାହୁ
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ସୁଧାକର ବସନ୍ତ
କାହାଣୀ: ଲକ୍ଷ୍ମୀପ୍ରିୟା ସାହୁ
କଳାକାର: ଅରିନ୍ଦମ ରାୟ, ନମ୍ରତା ଥାପା, ଲଭ୍‌ଲି, ତନ୍ମୟ ମିଶ୍ର, ମିହିର ଦାସ, ବିଜୟ ମହାନ୍ତି, ସରୋଜ ଦାସ, ପିଣ୍ଟୁ ନନ୍ଦ
ସଙ୍ଗୀତ: ପ୍ରଶାନ୍ତ ପାଢ଼ୀ
ଗୀତ: ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ପ୍ରଶାନ୍ତ ପାଢ଼ୀ
କଣ୍ଠ: ମହ‌ମଦ ଅଜିଜ୍, କୁମାର ବାପି, ତପୁ ମିଶ୍ର, ଉଦିତ ନାରାୟଣ, ପ୍ରଶାନ୍ତ ପାଢ଼ୀ, ଅନାମ ଚରଣ ସାହୁ
ଚିତ୍ରଗ୍ରହଣ: ସୀତାଂଶୁ ମହାପାତ୍ର
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨୪ ସେପ୍ଟେମ୍ବର ୨୦୦୯

ଅଭିନୟ

  • ଅରିନ୍ଦମ ରାୟ
  • ନମ୍ରତା ଥାପା
  • ଲଭ୍‌ଲି
  • ତନ୍ମୟ ମିଶ୍ର
  • ମିହିର ଦାସ
  • ବିଜୟ ମହାନ୍ତି
  • ସରୋଜ ଦାସ
  • ପିଣ୍ଟୁ ନନ୍ଦ
  • ରାଜା
  • ହରିହର ମହାପାତ୍ର
  • ଜୟୀରାମ ସାମଲ

ଗୀତ 

1. ତମେ ସୁନ୍ଦର ଚିର ସୁନ୍ଦର
2. ସାତ ସିନ୍ଧୁ ତେର ନଈ
3. ତୋ ଚେହେରା ଫୁଲ ପସରା
4. ହରି ଓମ୍ ହରି
5. ମୋ ଆଖିରେ ତୁ ପଲକ
6. ଫୁଲ ନା ଗ‌ହଣା
7. ଜୀବନ ଏମିତି ଚଲାବାଟ
8. ତୋ ଚେହେରା ଫୁଲ ପସରା (ଦ୍ୱେତ)
Share:

ଲଭ୍ ଡଟ୍ କମ୍

Image result for odia films of 2009

ନିର୍ଦ୍ଦେଶକ: ରାହତ୍ କୁଦ୍ଦୁଶୀ, ତାପସ ଜେନା
ପ୍ରଯୋଜକ: ରାହତ୍ କୁଦ୍ଦୁଶୀ
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ରାହତ୍ କୁଦ୍ଦୁଶୀ
କାହାଣୀ: ରାହତ୍ କୁଦ୍ଦୁଶୀ
କଳାକାର: ସବ୍ୟସାଚୀ ମିଶ୍ର, ମେଘା ଘୋଷ, ବିଜୟ ମହାନ୍ତି, ତନ୍ଦ୍ରା ରାୟ, କୁନା ତ୍ରିପାଠୀ, ସ୍ନିଗ୍ଧା ମହାନ୍ତି, ହରିହର ମହାପାତ୍ର
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ରଜନୀ ରଞ୍ଜନ
କଣ୍ଠ: କୁମାର ବାପି, ଶ୍ରୀଚରଣ, ଦୀପ୍ତିରେଖା ପାଢ଼ୀ, ବାପି ଲହରୀ, ତପୁ ମିଶ୍ର, ରାଜ୍ ନ‌ଗେନ୍ଦ୍ର, ପମି, ମାନସ ପ୍ରୀତମ
ଚିତ୍ରଗ୍ରହଣ: ଦିଗ୍‌ବିଜୟ ସିଂହ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨୧ ସେପ୍ଟେମ୍ବର ୨୦୦୯

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ମେଘା ଘୋଷ
  • ବିଜୟ ମହାନ୍ତି
  • ତନ୍ଦ୍ରା ରାୟ
  • କୁନା ତ୍ରିପାଠୀ
  • ସ୍ନିଗ୍ଧା ମହାନ୍ତି
  • ହରିହର ମହାପାତ୍ର
  • ପୁପିନ୍ଦର ସିଂହ
  • ରତନ ମେହେର
  • ଦେବୁ ବୋଷ
  • ମିହିର ଦାସ
  • ସୁସ୍ମିତା ଦୀପାଲି
  • ବାଦଲ ମହାନ୍ତି
  • ପ୍ରଫୁଲ୍ଲ ପଣ୍ଡା
  • କେ କେ ରାକେଶ
  • ସମ୍ଭାବନା ସେଠ୍

ଗୀତ 

1. ସବୁ ପାପର ପ୍ରାୟଶ୍ଚିତ ଥାଏ
2. ଓଠ ହେଲାଣି
3. ମୁଁ ଯାଇଥିଲି ଖଣ୍ଡଗିରି
4. ଲଭ୍ ଡଟ୍ କମ୍
5. କୋଉ ସ‌ହରରୁ ଆସିଚ
6. ଯୋଉଦିନ ଦୁହିଁଙ୍କର
7. ଏଇ ପୃଥିବୀରୁ
8. ବର୍ଷା ହବ ଛତା ନାହିଁ
9. ଆ ପ୍ରିୟା ଥରେ
Share:

ସାତସୁରେ ବନ୍ଧା ଏ ଜୀବନ

Image result for odia films of 2009 Abhimanyu

ନିର୍ଦ୍ଦେଶକ: ଆପୁ କାନୁନ୍‌ଗୋ
ପ୍ରଯୋଜକ: ଦିଲ୍ଲୀପ ଦାଶ, ମନ୍ମଥ ମିଶ୍ର
ଚିତ୍ରନାଟ୍ୟ: ସୁବୋଧ ପଟ୍ଟନାୟକ
କାହାଣୀ: କ୍ରିଷ୍ଣା ମିଶ୍ର
କଳାକାର: ଅନୁଭବ ମହାନ୍ତି, ପୂଜା ସେନ୍, ମିହିର ଦାସ, ସୁନୀଲ କୁମାର, ସରୋଜ ଦାସ, ମନ୍ମଥ ମିଶ୍ର
ସଙ୍ଗୀତ: ମନ୍ମଥ ମିଶ୍ର
ଗୀତ: ବସନ୍ତରାଜ ସାମଲ, ମନ୍ମଥ ମିଶ୍ର
କଣ୍ଠ: ଅଭିଜିତ, ଅରୂପା ଦାସ, କ୍ରିଷ୍ଣା, ଅଭିଜିତ ମିଶ୍ର, ମନ୍ମଥ ମିଶ୍ର
ଚିତ୍ରଗ୍ରହଣ: ସୁଶାନ୍ତ ବାହିନୀପତି
ସମ୍ପାଦକ: ଅଶୋକ ଶର୍ମା
ମୁକ୍ତିଲାଭ ତାରିଖ:
୭ ଅଗଷ୍ଟ ୨୦୦୯

ଅଭିନୟ

  • ଅନୁଭବ ମହାନ୍ତି
  • ପୂଜା ସେନ୍
  • ମିହିର ଦାସ
  • ସୁନୀଲ କୁମାର
  • ସରୋଜ ଦାସ
  • ମନ୍ମଥ ମିଶ୍ର
  • ବ୍ରଜ ସିଂହ
  • ପ୍ରଫୁଲ୍ଲ କର
  • ପ୍ରଦ୍ୟୁମ୍ନ ଲେଙ୍କା
  • ପ୍ରିୟଙ୍କା ମହାପାତ୍ର
  • ଶାନ୍ତନୁ ମହାପାତ୍ର
  • ରଘୁନାଥ ପାଣିଗ୍ରାହୀ
  • ପ୍ରଣବ ପଟ୍ଟନାୟକ
  • ସୁବାଷ ରାଉତ
  • ତୃପ୍ତି ସିହ୍ନା
  • ଲୋରା
  • ରାକ୍ଷୀ
  • ପ୍ରିୟା ମହାପାତ୍ର
  • ବୁଢ଼ା ତିଆଡ଼ି
  • ଲୁଟୁ ମହାନ୍ତି
  • ଅବତାର ସିଂହ

ଶିଶୁ କଳାକାର

  • ପ୍ରକୃତି ମିଶ୍ର
  • ଓମ୍‌କାର୍

ଗୀତ 

1. ସାତସୁରେ ବନ୍ଧା ଏ ଜୀବନ
2. ପ୍ରେମ କେବେ ମରେ ନାହିଁ
3. ପଲକରେ ଆସୁଚୁ ପଲକରେ ଯାଉଚୁ
4. ମସ୍ତରେ ବର୍ଷା
5. ଆସିଲୁ ଯଦି ଜୀବନରେ
6. ଆଜି ତୁ ରହିଚୁ ମୋ ଛାତି ତଳେ ଘର କରି
7. ଶୂନ୍ୟ ଏ ଜୀବନ ସଙ୍ଗୀତ ବିନା
8. ସାତସୁରେ ବନ୍ଧା ଏ ଜୀବନ
Share:

କେଉଁ ଦୁନିଆରୁ ଆସିଲ ବନ୍ଧୁ

Related image

ନିର୍ଦ୍ଦେଶକ: ସଞ୍ଜୟ ନାୟକ
ପ୍ରଯୋଜକ: ବିଜୟ କୁମାର ପାତ୍ର, ସଞ୍ଜୟ ନାୟକ
ସଂଳାପ: ସଞ୍ଜୟ ନାୟକ
ଚିତ୍ରନାଟ୍ୟ: ସଞ୍ଜୟ ନାୟକ
କାହାଣୀ: ସଞ୍ଜୟ ନାୟକ
କଳାକାର: ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ଚନ୍ଦନ କର, ମିହିର ଦାସ, ପ୍ରିୟଙ୍କା ମହାପାତ୍ର, ବିରେନ ମିଶ୍ର, ବୁଦ୍ଧାଦିତ୍ୟ ମହାନ୍ତି
ସଙ୍ଗୀତ: ଶାନ୍ତିରାଜ ଖୋସ୍‌ଲା
ଗୀତ: ବସନ୍ତରାଜ ସାମଲ, ନିର୍ମଳ ନାୟକ, ସଞ୍ଜୟ ନାୟକ, ନିଜାମ୍
କଣ୍ଠ: ମହ‌ମଦ ଅଜିଜ୍, ସୁବାଶିଷ ମହାକୁଡ଼୍, ତପୁ ମିଶ୍ର, ଉଦିତ ନାରାୟଣ, ଶିବା
ଚିତ୍ରଗ୍ରହଣ: ରମଣି ରଞ୍ଜନ ଦାସ
ସମ୍ପାଦକ: ସଞ୍ଜୟ ନାୟକ
ମୁକ୍ତିଲାଭ ତାରିଖ:
୧୮ ଜୁନ ୨୦୦୯

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ଅର୍ଚ୍ଚିତା ସାହୁ
  • ଚନ୍ଦନ କର
  • ମିହିର ଦାସ
  • ପ୍ରିୟଙ୍କା ମହାପାତ୍ର
  • ବିରେନ ମିଶ୍ର
  • ବୁଦ୍ଧାଦିତ୍ୟ ମହାନ୍ତି
  • ବବ୍‌ଲି
  • ମୀନକେତନ
  • ପୁଷ୍ପା ପଣ୍ଡା

ଗୀତ 

1. ଇଲୋ ଖିଲି ପାନ ନାଲି କରେ
2. ମନରେ ଥାଉ ଯାହା ବି ଅଛି
3. ନ‌ଦୀ ଥିଲେ ନାଆ ଚାଲିବ
4. ନାକୁ ମୁକା
5. ରେ ସମୟ ଫେରିଯା ଟିକେ ପଛକୁ
6. ତୋ ପାଇଁ ନିଦ ନାହିଁ
7. ତୁମେ ମୋ ଜୀବନର ଏମିତି ଗୀତ
Share:

ରୋମିଓ- ଦ ଲଭର୍ ବୟ

Image result for 2009 odia film romeo the lover boy

ନିର୍ଦ୍ଦେଶକ: ହର ପଟ୍ଟନାୟକ
ପ୍ରଯୋଜକ: ସଞ୍ଜୟ ନାୟକ
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ହର ପଟ୍ଟନାୟକ
କାହାଣୀ: ହର ପଟ୍ଟନାୟକ
କଳାକାର: ବାବୁଶାନ୍, ଲଭ୍‌ଲି, ଉତ୍ତମ ମହାନ୍ତି, ଅରପରାଜିତା ମହାନ୍ତି, ଅରିନ୍ଦମ ରାୟ, ପ୍ରିତୀରାଜ ସତପଥୀ, ବିଜୟ ମହାନ୍ତି
ସଙ୍ଗୀତ: ସ୍ୱରୂପ ନାୟକ
ଗୀତ: ସ୍ୱରୂପ ନାୟକ
କଣ୍ଠ: ବାବୁଶାନ୍, ସୁଜିତ୍ ଭୋଇ, ତପୁ ମିଶ୍ର, ଦେବାଶିଷ ମହାପାତ୍ର
ଚିତ୍ରଗ୍ରହଣ: ନିରଞ୍ଜନ ଦାସ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୨ ଜୁନ ୨୦୦୯

ଅଭିନୟ

  • ବାବୁଶାନ୍
  • ଲଭ୍‌ଲି
  • ଉତ୍ତମ ମହାନ୍ତି
  • ଅରପରାଜିତା ମହାନ୍ତି
  • ଅରିନ୍ଦମ ରାୟ
  • ପ୍ରିତୀରାଜ ସତପଥୀ
  • ବିଜୟ ମହାନ୍ତି
  • ମାଳା ବୋଷ
  • ହର ପଟ୍ଟନାୟକ
  • ବିଭୂତି ସାହୁ

ଗୀତ 

1. ମୁଁ ରୋମିଓ ଦ ଲଭର୍ ବୟ
2. ଯୋଉଦିନ ପ୍ରିୟାକୁ
3. ମେଘରେ ମେଘରେ
4. ମୁଁ ନାଚ୍ କ‌ହିଲେ
5. ପ୍ରେମ ହେଲା
Share:

ଆକାଶେ କି ରଙ୍ଗ ଲାଗିଲା

Image result for odia films of 2009 Abhimanyu

ନିର୍ଦ୍ଦେଶକ: ଏସ୍ କେ ମୂରଲୀଧରନ
ପ୍ରଯୋଜକ: ସୀତାରାମ ଅଗ୍ର‌ୱାଲ, ନମିତା ଅଗ୍ର‌ୱାଲ, ରାଜ୍ ଥୋରାନୀ
ସଂଳାପ: ସୁଦୀପ୍ତା ନନ୍ଦ
ଚିତ୍ରନାଟ୍ୟ: ବିଜୟ ମଲ୍ଲ
କାହାଣୀ: ବିଜୟ ମଲ୍ଲ
କଳାକାର: ଅନୁଭବ ମହାନ୍ତି, ଅର୍ଚ୍ଚିତା ସାହୁ, ରାଲି ନନ୍ଦ, ବିରଞ୍ଚି, ଦେବୁ ବୋଷ, ଅନିତା ଦାସ, ରାଇଚରଣ ଦାସ, ସଲିଲ ମିତ୍ର
ସଙ୍ଗୀତ: ବିକାଶ ଦାସ
ଗୀତ: ମୋହିତ ଚକ୍ରବର୍ତ୍ତୀ, ଅରୁଣ ମନ୍ତ୍ରୀ, ବିଜୟ ମଲ୍ଲ
କଣ୍ଠ: ଶ୍ରୀଚରଣ, କୁରଣାକର, ଉଦିତ ନରାୟଣ, ନିବେଦିତା, ପଦ୍ମା, ପମି, ସୁରେଶ ୱାଡ଼େକର
ଚିତ୍ରଗ୍ରହଣ: ଆର୍. ଭଗତ ସିଂହ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୨ ଜୁନ ୨୦୦୯

ଅଭିନୟ

  • ଅନୁଭବ ମହାନ୍ତି
  • ଅର୍ଚ୍ଚିତା ସାହୁ
  • ରାଲି ନନ୍ଦ
  • ବିରଞ୍ଚି
  • ଦେବୁ ବୋଷ
  • ଅନିତା ଦାସ
  • ରାଇଚରଣ ଦାସ
  • ସଲିଲ ମିତ୍ର
  • ପୃଥିରାଜ ନାୟକ
  • ରୁନୁ ପରିଜା
  • ଜୟୀରାମ ସାମଲ
  • ହରିହର ମହାପାତ୍ର
  • ମୁନ୍ନା ଖାନ୍
  • ମଧୁସ୍ମିତା
  • ବ୍ରଜ ନାୟକ
  • ମିଲି
  • ପୁପୁନ୍

ଗୀତ 

1. ଦୂରେ ଚାଲିଯାଏ ମାୟା ଲଗେଇ
2. ତୋ ଆଖିରେ ମୁଁ
3. କୁଚ୍ଚି କୁଚ୍ଚି
4. ଆଜି ଆକାଶେ କି ରଙ୍ଗ ଲାଗିଲା
5. ଲୁହ ଟୋପେ
6. ଆକାଶକୁ ଛୁଇଁଯିବି
7. ଆଜି ଆକାଶେ କି ରଙ୍ଗ ଲାଗିଲା (ଧିର)
Share:

ଚୁପ୍ କିଏ ଆସୁଛି



ନିର୍ଦ୍ଦେଶକ: ବିଶ୍ୱଭୂଷଣ ମହାପାତ୍ର
ପ୍ରଯୋଜକ: ମମତା ରଥ, ମୋହ‌ନ କୁମାର ସାହୁ
ସଂଳାପ: ବିଶ୍ୱଭୂଷଣ ମହାପାତ୍ର
ଚିତ୍ରନାଟ୍ୟ: ବିଶ୍ୱଭୂଷଣ ମହାପାତ୍ର
କାହାଣୀ: ବିଶ୍ୱଭୂଷଣ ମହାପାତ୍ର
କଳାକାର: ଭ୍ରାନ୍ତି, ବିଶ୍ୱଜିତ୍, ଜୟ ବିଶ୍ୱାସ, ସୁନୀଲ କୁମାର, ହରିହର ମହାପାତ୍ର, ଶକ୍ତି ମିଶ୍ର, ଅନୁଭବ ମହାନ୍ତି, ସୁବ୍ରତ ନାୟକ
ସଙ୍ଗୀତ: ଗୁଡ୍‌ଲି ରଥ, ବିଶ୍ୱଭୂଷଣ ମହାପାତ୍ର
ଚିତ୍ରଗ୍ରହଣ: ବିଶ୍ୱଭୂଷଣ ମହାପାତ୍ର
ସମ୍ପାଦକ: ଅଜୟ ମିଶ୍ର
ମୁକ୍ତିଲାଭ ତାରିଖ:
୫ ଜୁନ ୨୦୦୯

ଅଭିନୟ

  • ଭ୍ରାନ୍ତି
  • ବିଶ୍ୱଜିତ୍
  • ଜୟ ବିଶ୍ୱାସ
  • ସୁନୀଲ କୁମାର
  • ହରିହର ମହାପାତ୍ର
  • ଶକ୍ତି ମିଶ୍ର
  • ମୋ
  • ଅନୁଭବ ମହାନ୍ତି
  • ସୁବ୍ରତ ନାୟକ
  • ସୋନାଲ
  • ସମର ତ୍ରିପାଠୀ

ଗୀତ 

1. ଉଡ଼ିବାବା ଉଡ଼ିବାବା
Share:

ଆଇଲାରେ ଓଡ଼ିଆ ପୁଅ

Image result for odia films of 2009 aailare Odia pua

ନିର୍ଦ୍ଦେଶକ: ଚୌଧୁରୀ ବିକାଶ ଦାସ, ବିଶ୍ୱଜିତ ମହାନ୍ତି
ପ୍ରଯୋଜକ: ପ୍ରତାପ ଜେନା
କାହାଣୀ: ରଞ୍ଜନ ମିଶ୍ର
କଳାକାର: ତନ୍ମୟ ମିଶ୍ର, କାଜଲ ମିଶ୍ର, ଜୀନା ସାମଲ, ଅଂଶୁମାନ ସାମନ୍ତରାୟ, ସମରେଶ ରାଉତରାୟ, ମିହିର ଦାସ
ସଙ୍ଗୀତ: ବିକାଶ ଦାସ
ଗୀତ: ବସନ୍ତରାଜ ସାମଲ, ବିଜୟ ମଲ୍ଲ
କଣ୍ଠ: କୁମାର ବାପି, ସଂଘମିତ୍ରା ଜେନା, ତପୁ ମିଶ୍ର, ଦେବାଶିଷ ମହାପାତ୍ର
ଚିତ୍ରଗ୍ରହଣ: ଅଜିତ କୁମାର ଦାସ
ସମ୍ପାଦକ: ବିଶ୍ୱନାଥ ରାଓ
ମୁକ୍ତିଲାଭ ତାରିଖ:
ଅପ୍ରେଲ ୨୦୦୯

ଅଭିନୟ

  • ତନ୍ମୟ ମିଶ୍ର
  • କାଜଲ ମିଶ୍ର
  • ଜୀନା ସାମଲ
  • ଅଂଶୁମାନ ସାମନ୍ତରାୟ
  • ସମରେଶ ରାଉତରାୟ
  • ମିହିର ଦାସ
  • ଦେବୁ ବ୍ରହ୍ମା
  • ପ୍ରତାପ ଜେନା
  • ଅଜୟ ମିଶ୍ର
  • ଅପରାଜିତା ମହାନ୍ତି
  • ଉତ୍ତମ ମହାନ୍ତି
  • ଭୂପତି ତ୍ରିପାଠୀ

ଗୀତ 

1. ପଡ଼ିଶା ଘର ପୁଅ
2. ତୁ ତୋ ମୋର ଫାର୍ଷ୍ଟ
3. ହାରିନି କେବେ ଡରିନି କେବେ
4. ଆଖି ଖୋଲିଦେଲେ ମୁଁ
Share:

ମୁଖ୍ୟମନ୍ତ୍ରୀ

Image result for odia films of 2009

ନିର୍ଦ୍ଦେଶକ: ଚିତ୍ତରଞ୍ଜନ ତ୍ରିପାଠୀ
ପ୍ରଯୋଜକ: ଚିତ୍ତରଞ୍ଜନ ତ୍ରିପାଠୀ, ପନାଗ ଭୂଷଣ ମହାନ୍ତି
ସଂଳାପ: ଚିତ୍ତରଞ୍ଜନ ତ୍ରିପାଠୀ
ଚିତ୍ରନାଟ୍ୟ: ଚିତ୍ତରଞ୍ଜନ ତ୍ରିପାଠୀ
କାହାଣୀ: ଚିତ୍ତରଞ୍ଜନ ତ୍ରିପାଠୀ
କଳାକାର: ସିଦ୍ଧାନ୍ତ ମହାପାତ୍ର, ସୋନାଲି ମହାପାତ୍ର, ସମରେଶ ରାଉତରାୟ, ବିଜୟ ମହାନ୍ତି, ସର୍ବିନା, ଅଜିତ ଦାସ
ସଙ୍ଗୀତ: ଚିତ୍ତରଞ୍ଜନ ତ୍ରିପାଠୀ
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୩ ମାର୍ଚ୍ଚ ୨୦୦୯

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ସୋନାଲି ମହାପାତ୍ର
  • ସମରେଶ ରାଉତରାୟ
  • ବିଜୟ ମହାନ୍ତି
  • ସର୍ବିନା
  • ଅଜିତ ଦାସ
  • ରବିନ ଦାସ
  • ରବି ମିଶ୍ର
  • ଚୌଧୁରୀ ବିକାଶ ଦାସ

ଗୀତ 

1. ମୁଁ ହେବି ନୂଆ ମୁଖ୍ୟମନ୍ତ୍ରୀ
2. ଜନମ ଜନମ
3. ଚୁମାରେ ଚୁମାରେ
4. ତମେ ମତେ ଥରୁଟିଏ
5. ବିରହ ନ‌ଦୀର ତୀରେ
6. ଉଦୁ ଉଦୁ ଖରାବେଳରେ
Share:

ଶତୃ ସଂହାର

Image result for odia film shatru sanhar

ନିର୍ଦ୍ଦେଶକ: ସୁଧାଂଶୁ ମୋହ‌ନ ସାହୁ
ପ୍ରଯୋଜକ: ହର୍ଷ ବର୍ଦ୍ଧନ ଲାଲ
ସଂଳାପ: ସୁଧାକର ତ୍ରିପାଠୀ
ଚିତ୍ରନାଟ୍ୟ: ସୁଧାଂଶୁ ମୋହ‌ନ ସାହୁ
କାହାଣୀ: ସୁଧାଂଶୁ ମୋହ‌ନ ସାହୁ
କଳାକାର: ଆକାଶ ଦାସନାୟକ, ସିଦ୍ଧାନ୍ତ ମହାପାତ୍ର, ଶ୍ରେୟା ଝା, ରୁହଲ ଦେବ୍, ବିଜୟ ମହାନ୍ତି, ମିହିର ଦାସ, ମୀନକେତନ
ସଙ୍ଗୀତ: ଶରତ ନାୟକ
ଗୀତ: ନିମାଇଁ ମହାନ୍ତି, ନିଜାମ୍
ଚିତ୍ରଗ୍ରହଣ: ରମେଶ ବାବୁ
ସମ୍ପାଦକ: ବିଶ୍ୱନାଥ ରାଓ
ମୁକ୍ତିଲାଭ ତାରିଖ:
ଫେବୃଆରୀ ୨୦୦୯

ଅଭିନୟ

  • ଆକାଶ ଦାସନାୟକ
  • ସିଦ୍ଧାନ୍ତ ମହାପାତ୍ର
  • ଶ୍ରେୟା ଝା
  • ରୁହଲ ଦେବ୍
  • ବିଜୟ ମହାନ୍ତି
  • ସମାପିକା ଦେବନାଥ
  • ସୁରେଶ ବଳ
  • ରୁଦ୍ରାନୀଲ ଚାଟାର୍ଜୀ
  • ମିହିର ଦାସ
  • ମୀନକେତନ
  • ହରିହର ମହାପାତ୍ର
  • ବବି ମିଶ୍ର
  • ଅଶ୍ରୁମୋଚନ ମହାନ୍ତି
  • ପ୍ରବୀର ସାମଲ
  • ବିନାୟକ ମିଶ୍ର
  • ସାହେବ ସିଂହ

ଗୀତ 

1. ଶତୃ ସଂହାର
2. ସାଥି ତତେ ଭଲ
3. ଜୀବନଟା କିଛି
4. ଆଇ ଏମ୍ ହଟ୍
5. ଆଖି ତୋର
Share:

ସୁନା ଚଢ଼େଇ ମୋ ରୂପା ଚଢ଼େଇ

Image result for odia films of 2009 Abhimanyu

ନିର୍ଦ୍ଦେଶକ: ହିମାଂଶୁ ପରିଜା
ପ୍ରଯୋଜକ: ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅଜିତ ମିଶ୍ର
ସଂଳାପ: ଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟ: ହିମାଂଶୁ ପରିଜା
କାହାଣୀ: ହିମାଂଶୁ ପରିଜା, ପ୍ରଶାନ୍ତ ଜେନା, ସୌମ୍ୟ ରଞ୍ଜନ ପଟ୍ଟନାୟକ
କଳାକାର: ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ସିଦ୍ଧାନ୍ତ ମହାପାତ୍ର, ସୋଫିଆ ଆଲମ୍, ବିଜୟ ମହାନ୍ତି, ମିହିର ଦାସ
ସଙ୍ଗୀତ: ମଳୟ ମିଶ୍ର
ଗୀତ: ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ
କଣ୍ଠ: ମହ‌ମଦ ଅଜିଜ୍, ଶ୍ରୀଚରଣ, ଇରା ମହାନ୍ତି, ଉଦିତ ନାରାୟାଣ, ସୁରେଶ ୱାଡ଼େକର
ଚିତ୍ରଗ୍ରହଣ: ଏସ୍ ରଞ୍ଜନ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୧୫ ଫେବୃଆରୀ ୨୦୦୯

ଅଭିନୟ

  • ଅନୁଭବ ମହାନ୍ତି
  • ବର୍ଷା ପ୍ରିୟଦର୍ଶିନୀ
  • ସିଦ୍ଧାନ୍ତ ମହାପାତ୍ର
  • ସୋଫିଆ ଆଲମ୍
  • ବିଜୟ ମହାନ୍ତି
  • ମିହିର ଦାସ
  • ସ୍ନିଗ୍ଧା ମହାନ୍ତି
  • ହରିହର ମହାପାତ୍ର
  • ସରୋଜ ଦାସ
  • ମଧୁ
  • ପ୍ରିୟଙ୍କା ମହାପାତ୍ର
  • ଅଜିତ ମିଶ୍ର
  • ଲୋରେନ୍ସ
  • ଶଙ୍କର ମିଶ୍ର

ଗୀତ 

1. ସୁନା ଚଢ଼େଇ ମୋ ରୂପା ଚଢ଼େଇ
2. ନୀଳ ଆକାଶ ତଳେ ମୁଁ ଉଡ଼ିଲା ବେଳେ
3. କିଏସେ ଗଢ଼ିଲା ଝିଅଙ୍କୁ ଲୋ
4. ହେ ପ୍ରେମ ଋତୁ
Share:

ଡ୍ରିମ୍ ଗାର୍ଲ

Image result for odia film dream girl

ନିର୍ଦ୍ଦେଶକ: ଅଶୋକ ପତି
ପ୍ରଯୋଜକ: ଏ. ରମେଶ ପ୍ରସାଦ
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ଅଶୋକ ପତି
କାହାଣୀ: ଅଶୋକ ପତି
କଳାକାର: ସବ୍ୟସାଚୀ ମିଶ୍ର, ପ୍ରିୟା ଚୌଧୁରୀ, ମିହିର ଦାସ, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ବବି ମିଶ୍ର, ଅପରାଜିତା ମହାନ୍ତି
ସଙ୍ଗୀତ: ପ୍ରଶାନ୍ତ ପାଢ଼ୀ
ଗୀତ: ଅରୁଣ ମନ୍ତ୍ରୀ, ନିଜାମ୍
କଣ୍ଠ: କୁମାର ବାପି, କ୍ରିଷ୍ଣା, ତପୁ ମିଶ୍ର, ଉଦିତ ନାରାୟଣ
ଚିତ୍ରଗ୍ରହଣ: ସୀତାଂଶୁ ମହାପାତ୍ର
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୫ ଫେବୃଆରୀ ୨୦୦୯

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ପ୍ରିୟା ଚୌଧୁରୀ
  • ମିହିର ଦାସ
  • ବିଜୟ ମହାନ୍ତି
  • ପିଣ୍ଟୁ ନନ୍ଦ
  • ବବି ମିଶ୍ର
  • ଜୟୀରାମ ସାମଲ
  • ଅପରାଜିତା ମହାନ୍ତି
  • ସୋଫିଆ ଆଲମ୍
  • ଦେବୁ ବୋଷ

ଗୀତ 

1. ପ୍ରିୟାରେ ପ୍ରିୟାରେ
2. ଲଣ୍ଡନ ଯା ପ୍ୟାରିସ୍ ଯା
3. ଜ‌ହ୍ନ ଶୋଇଚି
4. ଏମିତି ହୁଏ ପ୍ରେମରେ
5. ଡ୍ରିମ ଗାର୍ଲ
6. ଦେବିନି ଦେବିନି ହାର୍ଟ
Share:

ଧୀରେ ଧୀରେ ପ୍ରେମ ହେଲା

Related image

ନିର୍ଦ୍ଦେଶକ: ଦିଲ୍ଲୀପ ପଣ୍ଡା
ପ୍ରଯୋଜକ: ସୁନୀଲ ରାଉତ
ସଂଳାପ: ସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟ: ଦିଲ୍ଲୀପ ପଣ୍ଡା
କାହାଣୀ: ଦିଲ୍ଲୀପ ପଣ୍ଡା
କଳାକାର: ସବ୍ୟସାଚୀ ମିଶ୍ର, ବର୍ଷା ପ୍ରିୟଦର୍ଶିନୀ, ମିହିର ଦାସ, ଚନ୍ଦନ କର, ପ୍ରିୟା ମହାପାତ୍ର, ପ୍ରିୟଙ୍କା ମହାପାତ୍ର, ମୀନକେତନ
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ବସନ୍ତରାଜ ସାମଲ, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ପ୍ରଭାଂଶୁ ସାମନ୍ତରାୟ
କଣ୍ଠ: ମହ‌ମଦ ଅଜିଜ୍, କୁମାର ବାପି, ଶ୍ରୀଚରଣ, ତପୁ ମିଶ୍ର, ଉଦିତ ନାରାୟଣ
ଚିତ୍ରଗ୍ରହଣ: ସୁଶାନ୍ତ ବାହିନୀପତି, ଅଭିରାମ ମିଶ୍ର
ସମ୍ପାଦକ: ଦିଲ୍ଲୀପ ପଣ୍ଡା
ମୁକ୍ତିଲାଭ ତାରିଖ:
ଜାନୁଆରୀ ୨୦୦୯

ଅଭିନୟ

  • ସବ୍ୟସାଚୀ ମିଶ୍ର
  • ବର୍ଷା ପ୍ରିୟଦର୍ଶିନୀ
  • ମିହିର ଦାସ
  • ଚନ୍ଦନ କର
  • ପ୍ରିୟା ମହାପାତ୍ର
  • ପ୍ରିୟଙ୍କା ମହାପାତ୍ର
  • ଜୟୀରାମ ସାମଲ
  • କୀର୍ତ୍ତୀ ମହାନ୍ତି
  • ଅମର
  • ବ୍ରଜ
  • ବୁଲେଟ୍
  • ମୀନକେତନ
  • ଦେବାଶିଷ
  • ହାତି
  • ପ୍ରଦ୍ୟୁମ୍ନ ଲେଙ୍କା
  • ପ୍ରିୟା
  • ରାକେଶ
  • ରାଣୀ
  • ସୋନାଲି
  • କୁନା ତ୍ରିପାଠୀ

ଗୀତ 

1. ତୁ ରାଗିଲେ ଲାଗୁଚୁ ଭଲ
2. ତୋ କଥା ମୋ ମନ କ‌ହିଲା
3. ପ୍ଲିଜ୍ ଦେ କିସ୍ ଥରେ
4. ପାଖରେ ଥାଇ
5. ପାଗଳ ଜୀବନ ଚଗଲା ଫଗୁଣ
6. ନିଦ ଆସେନା ଭଲ ଲାଗେନା
7. କିଏ ଚୋରି କରିନେଲା ପୁନେଇଁ ଜ‌ହ୍ନ
8. ଦିଲ୍ ଜାନୀ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର