ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୨୦୦୬ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୨୦୦୬ର ଓଡ଼ିଆ କଥାଚିତ୍ର. Show all posts

ତୁ ମୋ ମନର ମିତ



ନିର୍ଦ୍ଦେଶକ: ହରନାଥ ଚକ୍ରବର୍ତ୍ତୀ
କଳାକାର: ମୌସୁମୀ ଚାଟାର୍ଜୀ, ଜିତ୍, କୋଏଲ୍ ବାନାର୍ଜୀ, ରଣଜିତ ମଲ୍ଲିକ
ସଙ୍ଗୀତ: ସ୍ୱରୂପ ନାୟକ
ମୁକ୍ତିଲାଭ ତାରିଖ:
୨୦୦୬

ଅଭିନୟ

  • ମୌସୁମୀ ଚାଟାର୍ଜୀ
  • ଜିତ୍
  • କୋଏଲ୍ ବାନାର୍ଜୀ
  • ରଣଜିତ ମଲ୍ଲିକ

ଗୀତ 

1. ଏଇଠି ଆସିଛି ତୁମରି ଦରକାର
2. ଚିରଦିନ ଏହି ଅନ୍ଧାରେ
3. ହଁ ମୁଁ ସୁକନ୍ୟା
4. ଜାଣେନା ମୁଁ କି ଗୀତ ଗାଇବି
5. ପାଗେଳି ତୋର ଖେପା ଜାଲେ
6. ଥାଉ ଥାଉ ବାବା ଥାଉ
Share:

ଦେ ମା ଶକ୍ତି ଦେ




ନିର୍ଦ୍ଦେଶକ: ସଞ୍ଜୟ ନାୟକ
ପ୍ରଯୋଜକ: ପୂର୍ଣ୍ଣମାସୀ ସାହୁ
କାହାଣୀ: ସଞ୍ଜୟ ନାୟକ
କଳାକାର: ସିଦ୍ଧାନ୍ତ ମହାପାତ୍ର, ଅର୍ଚ୍ଚିତା ସାହୁ, ଚନ୍ଦନ କର, ଉଷାସୀ ମିଶ୍ର, ଉତ୍ତମ ମହାନ୍ତି, ରାଇମୋହ‌ନ ପରିଡ଼ା
ସଙ୍ଗୀତ: ମଳୟ ମିଶ୍ର
ଗୀତ: ବସନ୍ତରାଜ ସାମଲ, ଗଣେଶ୍ୱର ମହାପାତ୍ର, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ
କଣ୍ଠ: କୁମାର ବାପି, ପଙ୍କଜ ଜାଲ, ବିଭୁ କିଶୋର, ମଳୟ ମିଶ୍ର, ଇରା ମହାନ୍ତି
ଚିତ୍ରଗ୍ରହଣ: ସଞ୍ଜୟ
ସମ୍ପାଦକ: ସଞ୍ଜୟ ନାୟକ
ମୁକ୍ତିଲାଭ ତାରିଖ:
୨୦୦୬

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଅର୍ଚ୍ଚିତା ସାହୁ
  • ଚନ୍ଦନ କର
  • ଉଷାସୀ ମିଶ୍ର
  • ଉତ୍ତମ ମହାନ୍ତି
  • ରାଇମୋହ‌ନ ପରିଡ଼ା
  • ପପୁ ପମ ପମ
  • ଦେବୁ ବୋଷ
  • ନମ୍ରତା ଦାସ

ଗୀତ 

1. ମାରିଦେଲି ଦିଆସିଲି
2. ତୋ ନାଁରେ ମୋ ନାଁ ଯୋଡ଼ି
3. ଦେ ମାଆ ଶକ୍ତି ଦେ
4. ପୁରୁବ ପଶ୍ଚିମ
5. ମୋର ନୂଆ ଓଢ଼ଣୀ
6. ଜାନାରେ ଜାନା
7. ହୀରା ମୋତି ମାଣିକ
Share:

ରକତେ ଲେଖିଛି ନାଁ

Image result for odia film rakate lekhichi naa

ନିର୍ଦ୍ଦେଶକ: ହିମାଂଶୁ ପରିଜା
ପ୍ରଯୋଜକ: ନିରଞ୍ଜନ ରଣା
କଳାକାର: ସିଦ୍ଧାନ୍ତ ମହାପାତ୍ର, ସୀମା ଚକ୍ରବର୍ତ୍ତୀ, ସୁନୀଲ କୁମାର, ମିହିର ଦାସ, ଆୟେଶା, ରାଇମୋହ‌ନ ପରିଡ଼ା
ସଙ୍ଗୀତ: ମନ୍ମଥ ମିଶ୍ର
ଗୀତ: ପ୍ରଦୀପ ନନ୍ଦ
କଣ୍ଠ: ଉଦିତ ନାରାୟଣ, ଅନୁରାଧା ପଢ଼ୁଆଲ, ସୁଲଗ୍ନା, ମନ୍ମଥ ମିଶ୍ର
ମୁକ୍ତିଲାଭ ତାରିଖ:
୨୦୦୬

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ସୀମା ଚକ୍ରବର୍ତ୍ତୀ
  • ସୁନୀଲ କୁମାର
  • ମିହିର ଦାସ
  • ଆୟେଶା
  • ରାଇମୋହ‌ନ ପରିଡ଼ା
  • ସରୋଜ ଦାସ
  • ପିଣ୍ଟୁ ନନ୍ଦ
  • ସଲିଲ ମିତ୍ର
  • ଦେବୁ ବୋଷ
  • ଚୁଙ୍ଗା
  • ଜୀବନ ପଣ୍ଡା

ଗୀତ 

1. କଉଡ଼ି କଉଡ଼ି ସେ ତ'
2. ଦେ ଦେ ମସାଜ୍ ଦେ
3. ହେ ଇଶ୍ୱର ଜଗତ
4. ଜଳୁଚି ଆଜି ଏ ଛାତି
5. ସିନ୍ଦୂର କ‌ହିଯାଏ ସୁହାଗ
6. ରକତେ ଲେଖିଚି ନାଁ
Share:

ହସିଲା ସଂସାର ଭାଙ୍ଗିଲା କିଏ



ନିର୍ଦ୍ଦେଶକ: ସଞ୍ଜୟ ନାୟକ
କଳାକାର: ଅନୁ ଚୌଧୁରୀ, ସିଦ୍ଧାନ୍ତ ମହାପାତ୍ର, ଜୟୀରାମ ସାମଲ
ସଙ୍ଗୀତ: ମଳୟ ମିଶ୍ର
ମୁକ୍ତିଲାଭ ତାରିଖ:
୨୦୦୬

ଅଭିନୟ

  • ଅନୁ ଚୌଧୁରୀ
  • ସିଦ୍ଧାନ୍ତ ମହାପାତ୍ର
  • ଜୟୀରାମ ସାମଲ

ଗୀତ 

1. ଏତେ ଭଲ ମୋତେ ପାଅନି
2. ଖେଳିବେ ହୋଲି ତମ ସାଥିରେ
3. ଏ ରାତି
4. ପ୍ରେମ ସେତ ଚିରା
5. ଏଇ ରାସ୍ତା
Share:

ରାକ୍ଷୀ ବନ୍ଧିଲି ମୋ ରଖିବ ମାନ

Image result for odia film rakhi bandhili rakhiba mana

ନିର୍ଦ୍ଦେଶକ: ସଞ୍ଜୟ ନାୟକ
ପ୍ରଯୋଜକ: ରତିକାନ୍ତ କାନୁନ୍‌ଗୋ, ପ୍ରମୋଦ କୁମାର ସ୍ୱାଇଁ
ସଂଳାପ: ସଞ୍ଜୟ ନାୟକ
ଚିତ୍ରନାଟ୍ୟ: ସଞ୍ଜୟ ନାୟକ
କାହାଣୀ: ସୁଚିସ୍ମିତା କାନୁନ୍‌ଗୋ
କଳାକାର: ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ଅସିତ ପତି, ଉତ୍ତମ ମହାନ୍ତି, ମୀନକେତନ, ସ୍ନିଗ୍ଧା ମହାନ୍ତି
ସଙ୍ଗୀତ: ମଳୟ ମିଶ୍ର
ଗୀତ: ଶ୍ରୀକାନ୍ତ ଗୌତମ
କଣ୍ଠ: ମହମଦ ଅଜିଜ୍, ସୁବାସ ଦାସ, ଅଭୟ ମିଶ୍ର, ଶକ୍ତି ମିଶ୍ର, ଇରା ମହାନ୍ତି, ପ୍ରିତିନନ୍ଦା ରାଉତରାୟ, ଅରବିନ୍ଦ ଷଡ଼ଙ୍ଗୀ, ଶୈଳଭାମା, ବାବୁଲ ସୁପ୍ରିଓ
ଚିତ୍ରଗ୍ରହଣ: ରଞ୍ଜନ
ସମ୍ପାଦକ: ରବି ପଟ୍ଟନାୟକ
ମୁକ୍ତିଲାଭ ତାରିଖ:
୨୦୦୬

ଅଭିନୟ

  • ମିହିର ଦାସ
  • ସିଦ୍ଧାନ୍ତ ମହାପାତ୍ର
  • ଅନୁ ଚୌଧୁରୀ
  • ଅସିତ ପତି
  • ଉତ୍ତମ ମହାନ୍ତି
  • ମୀନକେତନ
  • ସ୍ନିଗ୍ଧା ମହାନ୍ତି
  • ବୀଣା ମହାରଣା
  • ଦିପ୍ତି ପଣ୍ଡା
  • ଅଶୋକ
  • ଜୟୀରାମ ସାମଲ

ଗୀତ 

1. ଭାଇ ତୋତେ ମୋର ରହିଲା ରାଣ
2. ଫୁଲର ପାହାଡ଼
3. ରାଖି ପୁନେଇଁରେ
4. ଅଳତା ସିନ୍ଦୂର
5. ଛୁଇଁ ଦେଇ କ‌ହୁଛ
6. ରାଖି ବାନ୍ଧିଲି ମୋ ରଖିବ ମାନ
Share:

ତୁ ଏକା ଆମ ସାହା ଭରସା

Image result for odia film tu eka ama saha bharasa

ନିର୍ଦ୍ଦେଶକ: ଶକ୍ତି ବରାଳ
ପ୍ରଯୋଜକ: ସୁଶାନ୍ତ ସାହୁ
ସଂଳାପ: ସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟ: ଶକ୍ତି ବରାଳ
କାହାଣୀ: ସୁଶାନ୍ତ ସାହୁ
କଳାକାର: ସିଦ୍ଧାନ୍ତ ମହାପାତ୍ର, ଜ୍ୟୋତି ମିଶ୍ର, ମିହିର ଦାସ, ସୁରେଶ ବଳ, ଇଲୁ ବାନାର୍ଜୀ, ମୀନକେତନ
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ଦେବଦାସ ଛୋଟରାୟ, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ
କଣ୍ଠ: ଇରା ମହାନ୍ତି, ଉଦିତ ନାରାୟଣ
ଚିତ୍ରଗ୍ରହଣ: ଦିଲୀପ ରାୟ
ସମ୍ପାଦକ: ବିଜୟ ମିଶ୍ର
ମୁକ୍ତିଲାଭ ତାରିଖ:
୨୦୦୬

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଜ୍ୟୋତି ମିଶ୍ର
  • ମିହିର ଦାସ
  • ସୁରେଶ ବଳ
  • ଇଲୁ ବାନାର୍ଜୀ
  • ମହୁଆ ଭଟ୍ଟାଚାର୍ଯ୍ୟ
  • ମୀନକେତନ
  • ଅପରାଜିତା ମହାନ୍ତି
  • ରାଇମୋହନ ପରିଡ଼ା
  • ଜୟୀରାମ ସାମଲ
  • ବ୍ରଜ ସିଂହ
  • କୁନା ତ୍ରିପାଠୀ

ଗୀତ 

1. ତୋ ଚେହେରା ଛମା ଛମା
2. ଏମିତି କଳା ବଉଦ
3. ଛୋଟ ଏଇ ହୃଦୟକୁ
4. ଆଜି ଜାଗର
5. ମନ ଚାହେଁନି
6. ତୁ ଏକା ଆମ ସାହା ଭରଷା
7. ପରଦେଶିଆ
Share:

ଆଇ ଲଭ୍ ମାଇଁ ଇଣ୍ଡିଆ

Image result for odia movie i love my india

ନିର୍ଦ୍ଦେଶକ: ସଂଗ୍ରାମ ବିଶ୍ୱାଳ
ପ୍ରଯୋଜକ: ବିଭୂତି ରାଉତରାୟ
ସଂଳାପ: ବିଜୟ ମିଶ୍ର
ଚିତ୍ରନାଟ୍ୟ: ସଂଗ୍ରାମ ବିଶ୍ୱାଳ
କାହାଣୀ: ସଂଗ୍ରାମ ବିଶ୍ୱାଳ
କଳାକାର: ବୁଦ୍ଧାଦିତ୍ୟ ମହାନ୍ତି, ନମ୍ରତା ଥାପା, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ମିହିର ଦାସ, ଦେବଯାନୀ, ଅପରାଜିତା ମହାନ୍ତି
ସଙ୍ଗୀତ: ପ୍ରେମ ଆନନ୍ଦ
ଗୀତ: ବିଜୟ ମଲ୍ଲ
କଣ୍ଠ: କୁମାର ବାପି, ଇରା ମହାନ୍ତି
ଚିତ୍ରଗ୍ରହଣ: ଶାମ୍ବା ଶିବା ରାଓ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨୦୦୬

ଅଭିନୟ

  • ବୁଦ୍ଧାଦିତ୍ୟ ମହାନ୍ତି
  • ନମ୍ରତା ଥାପା
  • ଅକ୍ଷୟ ବସ୍ତିଆ
  • ଦେବୁ ବୋଷ
  • ମିହିର ଦାସ
  • ଦେବଯାନୀ
  • ଅପରାଜିତା ମହାନ୍ତି
  • ବିଜୟ ମହାନ୍ତି
  • ଉତ୍ତମ ମହାନ୍ତି
  • ପିଣ୍ଟୁ ନନ୍ଦ
  • ଜୟୀରାମ ସାମଲ

ଗୀତ 

1. ଆଇନାରେ ଦେଖିବୁନି ମୁହଁ
2. ଆଜି କାଇଁ ଲାଗେ ଏମିତି
3. ବଂଶୀ ଧାରୀ ବଂଶୀ ଧାରୀ
4. ଭଲ ମୁଁ ପାଉଚି (ନାରୀ)
5. ଭଲ ମୁଁ ପାଉଚି (ପୁରୁଷ)
6. ଦେ ଦେ ଦେ ରେ ପ୍ୟାର ଦେ
Share:

ପ୍ରିୟା ମୋ ଆସିବ ଫେରି



ନିର୍ଦ୍ଦେଶକ: ସୂର୍ଯ୍ୟ ମିଶ୍ର
ପ୍ରଯୋଜକ: ଏସ୍ ଏମ୍ ଅଗ୍ର‌ୱାଲ
ଚିତ୍ରନାଟ୍ୟ: ସୂର୍ଯ୍ୟ ମିଶ୍ର
କାହାଣୀ: ସୂର୍ଯ୍ୟ ମିଶ୍ର
କଳାକାର: ହାତୀ, ମେଘ୍ନା ମିଶ୍ର, ରବି ମିଶ୍ର, ସଲିଲ ମିତ୍ର, ପିଣ୍ଟୁ ନନ୍ଦ, ଦୀପକ ପରିଡ଼ା, ରାଜଦୀପ, ସୋନାଲି, ସୁମନ
ମୁକ୍ତିଲାଭ ତାରିଖ:
୧୨ ମଇ ୨୦୦୬

ଅଭିନୟ

  • ହାତୀ
  • ମେଘ୍ନା ମିଶ୍ର
  • ରବି ମିଶ୍ର
  • ସଲିଲ ମିତ୍ର
  • ପିଣ୍ଟୁ ନନ୍ଦ
  • ଦୀପକ ପରିଡ଼ା
  • ରାଜଦୀପ
  • ସୋନାଲି
  • ସୁମନ

ଗୀତ 

1. କାଇଁଚ ମାଳି ଲୋ
2. ଆଖିର ଲୁହ ଧୋଇ ଦେଲ
3. ହୋଲିର ବାହାନା
4. ମୁଁ ଭଲ ପାଉଚି ତ‌ତେ
5. ନା ଅଛି ମୋର ଧୂଳି ଅଗଣା
6. ନାଲି ଓଢ଼ଣୀ ଟାଣି
7. ପ୍ରିୟା ମୋ ପ୍ରିୟା
8. ତୁ ରଙ୍ଗ୍ ନମ୍ବରରେ
Share:

ତୁ ମୋ ଆଖିର ତାରା

Image result for odia movie tu mo akhira tara mp3 songs

ନିର୍ଦ୍ଦେଶକ:
ପ୍ରଯୋଜକ:
ସଂଳାପ:
ଚିତ୍ରନାଟ୍ୟ:
କାହାଣୀ:
କଳାକାର:
ସଙ୍ଗୀତ:
ଗୀତ:
କଣ୍ଠ:
ଚିତ୍ରଗ୍ରହଣ:
ସମ୍ପାଦକ:
ମୁକ୍ତିଲାଭ ତାରିଖ:


ଅଭିନୟ


ଗୀତ 

1. ତୁ ମୋ ଆଖିର ତାରା
2. ମୁଁ ଫାଙ୍କା ଅଛି
3. କେବେ ବାଇ ଚଢ଼େଇ
4. ବଜାନା ବଜାନା
5. ଖିର ପିଉଚ ନା ସର ଖାଉଚ
6. ଲୋ ବାରମାସୀ ପାଉଚି ମୁଁ ଫାଶୀ
7. ମୁଁ କୋଟିଏ ମୋତିରେ ଗୋଟିଏ ହୀରା
Share:

ଶାଶୁ ଘର ଚାଲିଯିବି

Image result for sasughara chalijibi odia movie


ନିର୍ଦ୍ଦେଶକ: ବସନ୍ତ ସାହୁ
ପ୍ରଯୋଜକ: ଅଜିତ କୁମାର ବଡ଼ଜାତ୍ୟା, କମଳ କୁମାର ବଡ଼ଜାତ୍ୟା, ରାଜକୁମାର ବଡ଼ଜାତ୍ୟା
ସଂଳାପ: ବିଜୟ ମିଶ୍ର
ଚିତ୍ରନାଟ୍ୟ: ବିଜୟ ମିଶ୍ର
କାହାଣୀ: ଜସ୍ଵନ୍ତ ଗଙ୍ଗାଣୀ
କଳାକାର: ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଅନୁ ଚୌଧୁରୀ, ନୈନା ଦାସ, ମୁନା ଖାନ୍, ମିହିର ଦାସ, ଅପରାଜିତା ମହାନ୍ତି
ସଙ୍ଗୀତ: ସ୍ଵରୂପ ନାୟକ
ଗୀତ: ସ୍ଵରୂପ ନାୟକ
କଣ୍ଠ: କୁମାର ବାପି, ତୃପ୍ତି ଦାସ, ପ୍ରକାଶ ଦୁବେ, ତପୁ ମିଶ୍ର, ଘନଶ୍ୟାମ ପଣ୍ଡା, ଟି. ସୌରୀ
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ:
୨୦୦୬

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ନୈନା ଦାସ
  • ମିହିର ଦାସ
  • ଅନୁ ଚୌଧୁରୀ
  • ଅପରାଜିତା ମହାନ୍ତି
  • ସୁରେଶ ବଳ
  • ଅକ୍ଷୟ ବସ୍ତିଆ
  • ଦେବୁ ବୋଷ
  • ଅନିତା ଦାସ
  • ନମ୍ରତା ଦାସ
  • ମୁନ୍ନା ଖାଁ
  • ଗ୍ଳୋରିଆ ମହାନ୍ତି
  • ପ୍ରକୃତି ମିଶ୍ର
  • ସ୍ନିଗ୍ଧା ମହାନ୍ତି
  • କୁନା ତ୍ରିପାଠୀ

ଗୀତ 

1. ବୋହୂ ଚୋରି ଖେଳ
2. ସମୁଦି ହୋ
3. ମୋ ଆଖିର
4. ଗାଉଛି ମନ ଆଜି ଗାଉଛି
5. ଶାଢ଼ୀ କାନ୍ଦରେ ରହିଲେ କାନି
Share:

ପ୍ରେମ ଋତୁ ଆସିଲାରେ

Image result for prema rutu asilare odia movie

ନିର୍ଦ୍ଦେଶକ: ସୁଧାଂଶୁ ମୋହନ ସାହୁ
ପ୍ରଯୋଜକ: ବିନୟ ନାୟକ
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ସୁଧାଂଶୁ ମୋହନ ସାହୁ
କାହାଣୀ: ସଞ୍ଜୟ ନାୟକ
କଳାକାର: ଅରିନ୍ଦମ ରାୟ, ନମ୍ରତା ଥାପ୍ପା, ପିଣ୍ଟୁ ନନ୍ଦ, ସିଦ୍ଧାନ୍ତ ମହାପାତ୍ର, ଅପରାଜିତା ମହାନ୍ତି
ସଙ୍ଗୀତ: ସ୍ଵରୂପ ନାୟକ
ଗୀତ: ସ୍ଵରୂପ ନାୟକ
ମୁକ୍ତିଲାଭ ତାରିଖ:
୧୮ ଜୁନ ୨୦୦୬

ଅଭିନୟ

  • ଅରିନ୍ଦମ ରାୟ
  • ନମ୍ରତା ଥାପା
  • ପିଣ୍ଟୁ ନନ୍ଦ
  • ଦେବୁ ବୋଷ
  • ଅନୁ ଚୌଧୁରୀ
  • ମିହିର ଦାସ
  • ସରୋଜ ଦାସ
  • ସିଦ୍ଧାନ୍ତ ମହାପାତ୍ର
  • ଅପରାଜିତା ମହାନ୍ତି
  • ବିଜୟ ମହାନ୍ତି
  • ଉତ୍ତମ ମହାନ୍ତି
  • ଜୟୀରାମ ସାମଲ
  • ଜର୍ଜ ତିଆଡି
  • ସାହେବ ସିଂ
  • ସଲିଳ ମିତ୍ର
  • ଚକ୍ରଧର ଜେନା
  • ମୁନ୍ନା ଖାଁ

ଗୀତ 

1. ୟୁ ଆର୍ ମାଇଁ ସୁଇଟ୍
2. ପୁଅ ମୋ ବୁଡ଼ି ବୁଡ଼ି
3. ପ୍ରେମ ଋତୁ ଆସିଲା ରେ
4. ପ୍ରେମ ଋତୁ
5. ମୁଁ ଝିଅ ନୁହେଁ ଗୋଟ
6. ବିରୁଡ଼ି ବିରୁଡ଼ି
7. ଆଜି ଏଇ ସ‌ହରରେ
Share:

ଥ୍ୟାଙ୍କ ୟୁ ଭଗବାନ

Image result for thank you bhagaban odia movie songs


ନିର୍ଦ୍ଦେଶକ: ହର ପଟ୍ଟନାୟକ
ପ୍ରଯୋଜକ: ବିଜୟ କାଣ୍ଡୋଇ
ସଂଳାପ: ଡ. ସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟ: ହର ପଟ୍ଟନାୟକ
କାହାଣୀ: ବିଜୟ କାଣ୍ଡୋଇ
କଳାକାର: ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ଦେବୁ ବୋଷ, ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତ: ମନ୍ମଥ ମିଶ୍ର
ଗୀତ: ମନ୍ମଥ ମିଶ୍ର
କଣ୍ଠ: କୁମାର ବାପି, ସୁଚିତ୍ର ମିଶ୍ର
ମୁକ୍ତିଲାଭ ତାରିଖ:
୧୧ ଜୁନ ୨୦୦୬

ଅଭିନୟ

  • ଅନୁଭବ ମହାନ୍ତି
  • ବର୍ଷା ପ୍ରିୟଦର୍ଶିନୀ
  • କାଜଲ ମିଶ୍ର
  • ଶାଳିନୀ ଦ୍ୱିବେଦୀ
  • ଦେବୁ ବୋଷ
  • ରୁନୁ ପରିଜା
  • ଲିସା ମହାନ୍ତି
  • ସରୋଜ ଦାଶ
  • ଇଲୁ ବାନାର୍ଜୀ
  • ବ୍ରଜ ସିଂ
  • ହରିହର ମହାପାତ୍ର
  • ମାମୁନି
  • ସୁନିଲ ସନ୍ତୁକା
  • ପ୍ରେମାଞ୍ଚନ
  • ମୁନୁ
  • ପ୍ରଦ୍ୟୁମ୍ନ ଲେଙ୍କା
  • ବାଙ୍କୁ
  • ହର ପଟ୍ଟନାୟକ

ଗୀତ 

1. ତୋର ମୋର ମୋର ତୋର ଖେଳ
2. ଥ୍ୟାଙ୍କ୍ ୟୁ ଭଗବାନ
3. ଫୁଲର ସବାରୀରେ
4. ଲକ୍ଷେ ଦିୱାନୀ ତୋ ପଛରେ
5. ଚାଲିଆ ଚାଲିଆ ଚାଲିଆ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର