ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୧୯୭୯ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୧୯୭୯ର ଓଡ଼ିଆ କଥାଚିତ୍ର. Show all posts

ସଉତୁଣୀ


ନିର୍ଦ୍ଦେଶକ: ଅକ୍ଷୟ ମହାନ୍ତି କାଶ୍ୟପ
ପ୍ରଯୋଜକ: ଗୁଣନିଧି ମହାନ୍ତି
ସଂଳାପ: ବସନ୍ତ ମହାପାତ୍ର
ଚିତ୍ରନାଟ୍ୟ: ବସନ୍ତ ମହାପାତ୍ର
କାହାଣୀ: ବସନ୍ତ ମହାପାତ୍ର
କଳାକାର: ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଅନିତା ଦାସ
ସଙ୍ଗୀତ: ବସୁଦେବ ରଥ
ଗୀତ: ଶିବବ୍ରତ ଦାସ, ବୃନ୍ଦାବନ ଜେନା, ସୁରେନ୍ଦ୍ର ବିଦ୍ୟାଧର
କଣ୍ଠ: ତାନସେନ ସିଂହ, ପ୍ରଣବ ପଟ୍ଟନାୟକ, ଭୁବନେଶ୍ୱରୀ ମିଶ୍ର, ଏସ୍ ଜାନ‌କୀ
ଚିତ୍ରଗ୍ରହଣ: ରଞ୍ଜନ କିନାଗୀ
ମୁକ୍ତିଲାଭ ତାରିଖ:
ଜୁନ୍ ୧୯୭୯

ଅଭିନୟ

  • ବିଜୟ ମହାନ୍ତି
  • ତନ୍ଦ୍ରା ରାୟ
  • ଅସୀମ ବସୁ
  • ବୀଣା
  • ସଚି ଦାସ
  • ଗୀତାରାଣୀ
  • ଦୁର୍ଗା ମହାନ୍ତି
  • ରମେଶ ମହାନ୍ତି
  • ଜୟୀରାମ ସାମଲ

ଗୀତ 

1. ଗୋରୀ ଦେଖିଲି କାଳି ଦେଖିଲ
2. ଏମିତି ରାତି ସେ ଯେ ଅଭୁଲା ସ୍ମୃତି (ପୁରୁଷ)
3. ଏମିତି ରାତି ସେ ଯେ ଅଭୁଲା ସ୍ମୃତି (ନାରୀ)
4. କାଉ ଧାନ ଖାଇଲା ବୋଲି ମାଇଲୁ ମୋତେ
5. ରୂପସି ରାଣୀ ଗୋ ମୋ ନୀଳ ଜ‌ହ୍ନ ନିଳୀମାର
Share:

ସମର ସଲିମ ସାଇମନ


ନିର୍ଦ୍ଦେଶକ: ଅକ୍ଷୟ ମହାନ୍ତି (କାଶ୍ୟପ), ଶୈଳଜା ନନ୍ଦ, ବିଜୟ ସିଂହ
ପ୍ରଯୋଜକ: ଶୈଳଜା ନନ୍ଦ
ସଂଳାପ: ଶୈଳେଶ୍ୱର ନନ୍ଦ, ବିଜୟ ସିଂହା
କଳାକାର: ହରିଶ ମହାପାତ୍ର, ସୁଜାତା ଆନନ୍ଦ, ଅନିତା ଦାସ, ଶୈଳଜାନନ୍ଦ ନାୟକ, ଇଲୁ ବାନାର୍ଜୀ
ସଙ୍ଗୀତ: ମହମ୍ମଦ ମୁସୀର
ଗୀତ: ମୁସୀର, ନିଜାମ୍
କଣ୍ଠ: ସୁବାସ ଦାସ, ଶେଖର ଘୋଷ, ତାନସେନ ସିଂ, କୁମୁଦିନୀ ମିଶ୍ର, କନକ ମହାପାତ୍ର
ଚିତ୍ରଗ୍ରହଣ: ଅଶୋକ ସ୍ୱାଇଁ
ମୁକ୍ତିଲାଭ ତାରିଖ:
୩୦ ଅଗଷ୍ଟ ୧୯୭୯

ଅଭିନୟ

  • ହରିଶ ମହାପାତ୍ର
  • ସୁଜାତା ଆନନ୍ଦ
  • ଅନିତା ଦାସ
  • ଶୈଳଜାନନ୍ଦ ନାୟକ
  • ଇଲୁ ବାନାର୍ଜୀ
  • ଜୟା
  • ସୁଚିତ୍ରା
  • ନାରାୟଣ ପତି
  • ଶୈଳେଶ୍ୱର
  • ବାଙ୍କୁ

ଗୀତ 

1. ଏ ପ୍ରିୟତମା ପ୍ରିୟତମା
2. ହୃଦୟର ଏହି ଶୁନ୍ୟତାକୁ
3. ମୁଁ ଯେ ଏକ ପାଗଳ ଭଅଁର
4. ନିଅ ନିଅ ବାବୁ ଫୁଲ ଗଜରା
5. ତୋର ଉଡ଼ି ଉଡ଼ି ଯାଏ କାନୀ
Share:

ମଥୁରା ବିଜୟ

Image result for Mathura Bijay odia movie

ନିର୍ଦ୍ଦେଶକ: ଏ ସଞ୍ଜିବୀ
ପ୍ରଯୋଜକ: ବାବୁଲାଲ୍ ଦୋଶୀ
କଳାକାର: ଅନିତା ଦାସ, ଜୟା ବି., ଶରତ ପୂଜାରୀ, ଗୀତା ରାଓ, ରୁପଲେଖା, ଦୀପା ସାହୁ, ଶ୍ରୀକାନ୍ତ ଗୌତମ
ସଙ୍ଗୀତ: ବାଳକୃଷ୍ଣ ଦାସ
ଗୀତ: ନାରାୟଣ ପ୍ରସାଦ ସିଂହ, ବୈକୁଣ୍ଠନାଥ ମହାନ୍ତି, ଗୌର ପଟ୍ଟନାୟକ
କଣ୍ଠ: ଶେଖର ଘୋଷ, ବାଣୀ ଜୟରାମ, ଭିକାରୀ ବଳ, ଗୀତା ପଟ୍ଟନାୟକ
ଚିତ୍ରଗ୍ରହଣ: କେ ଏସ୍ ପ୍ରସାଦ, ବାବୁ ରାଓ
ସମ୍ପାଦକ: ଏ ସଞ୍ଜିବୀ
ମୁକ୍ତିଲାଭ ତାରିଖ:
୧୪ ସେପ୍ଟେମ୍ବର ୧୯୭୯

ଅଭିନୟ

  • ଅନିତା ଦାସ
  • ଜୟା ବି.
  • ଶରତ ପୂଜାରୀ
  • ଗୀତା ରାଓ
  • ରୁପଲେଖା
  • ଦୀପା ସାହୁ
  • ଶ୍ରୀକାନ୍ତ ଗୌତମ
  • ଜୟୀରାମ ସାମଲ
  • ମାମିନା
  • ରୁକ୍ମଣୀ
  • ପବନ କୁମାର

ଗୀତ 

1. ଚାଲ ଚାଲ ମୋର ଆଞ୍ଚଲ ଯମୁନା ଯିବି
2. କିଏ ଆସେରେ ଧରା ନାଚେରେ ନାଚି ନାଚି ଯାଏ
3. କେତେ ବଜାଓ ବଇଁଶୀ କଳା ଶ୍ରୀମୁଖ
4. ଆରେ ବାବୁ ଶ୍ୟାମଘନ
5. ମୋତେ ଧରିବାଟା ନୁହେଁ ସ‌ହଜ
6. ହସେରେ ନନ୍ଦ କୋଳେ ଗୋବିନ୍ଦ
Share:

ନୀଳମାଧବ


ନିର୍ଦ୍ଦେଶକ: ଜଗନ୍ନାଥ ପ୍ରସାଦ ଭଗତ
ପ୍ରଯୋଜକ: ଜଗନ୍ନାଥ ପ୍ରସାଦ ଭଗତ
ସଂଳାପ: ଜଗନ୍ନାଥ ପ୍ରସାଦ ଭଗତ
ଚିତ୍ରନାଟ୍ୟ: ଜଗନ୍ନାଥ ପ୍ରସାଦ ଭଗତ
କାହାଣୀ: ପୂର୍ଣ୍ଣଚନ୍ଦ୍ର ମଲ୍ଲିକ
କଳାକାର: ରଘୁ ମିଶ୍ର, ରାମଚନ୍ଦ୍ର ପ୍ରତିହାରୀ, ଜୟୀରାମ ସାମଲ, କେଦାର ଗୁରୁ, ମମତା ରାୟ ଚୌଧୁରୀ, ଜୟା
ସଙ୍ଗୀତ: ନିର୍ମଳ କୁମାର ମହାପାତ୍ର
ଗୀତ: ପୂର୍ଣ୍ଣ ମଲ୍ଲି, ଶ୍ରୀନିବାସ ମହାନ୍ତି
କଣ୍ଠ: ଚିତ୍ତ ଜେନା, ନିର୍ମଳା ମିଶ୍ର, ଶୁକ୍ଳା ବୋଷ, ବନ୍ଦିତା ଦାସ, ନିର୍ମଳ କୁମାର ମହାପାତ୍ର
ଚିତ୍ରଗ୍ରହଣ: ଜଗନ୍ନାଥ ପ୍ରସାଦ ଭଗତ
ମୁକ୍ତିଲାଭ ତାରିଖ:
୧୪ ସେପ୍ଟେମ୍ବର ୧୯୭୯

ଅଭିନୟ

  • ରଘୁ ମିଶ୍ର
  • ରାମଚନ୍ଦ୍ର ପ୍ରତିହାରୀ
  • ଜୟୀରାମ ସାମଲ
  • କେଦାର ଗୁରୁ
  • ମମତା ରାୟ ଚୌଧୁରୀ
  • ଜୟା

ଗୀତ 

1. କି ରୂପେ ପାଇବି ତୁମକୁ ଖୋଜି ମୁଁ
2. ହା ହାଏ ଝରାଫୁଲଟିଏ ମୁହିଁ
3. କେତେ ଦୂରେ ବନ୍ଧୁ କେତେ ଦୂରେ ଯିବି ତ ଯାଉଛି
4. ଫଗୁଣର ଫୁଲେ ଫୁଲେ ମଳୟର
Share:

ଚିହ୍ନା ଅଚିହ୍ନା


ନିର୍ଦ୍ଦେଶକ: କୁମାର ଆନନ୍ଦ
ସଂଳାପ: ସୁରେଶ ମିଶ୍ର
ଚିତ୍ରନାଟ୍ୟ: ବିନୋଦ ନନ୍ଦ
କାହାଣୀ: ବିନୋଦ ନନ୍ଦ
କଳାକାର: ଉତ୍ତମ ମହାନ୍ତି, ସୁଜାତା ଆନନ୍ଦ, ମହାଶ୍ଵେତା ରାୟ, ନିହାରିକା ସାହୁ
ସଙ୍ଗୀତ: ବାସୁଦେବ ରଥ
ଗୀତ: ସୁରେନ୍ଦ୍ର ବିଦ୍ୟାଧର, ଦୀନବନ୍ଧୁ ରଥ, ନାରାୟଣ ପ୍ରସାଦ ସିଂହ, ବିନୋଦ ନନ୍ଦ
କଣ୍ଠ: ଭୁବନେଶ୍ୱରୀ ମିଶ୍ର, ତାନସେନ ସିଂହ, ସ୍ୱାଗତିକା ରଥ, ପ୍ରଣବ ପଟ୍ଟନାୟକ
ଚିତ୍ରଗ୍ରହଣ: ବାବୁ ରାଓ
ମୁକ୍ତିଲାଭ ତାରିଖ:
୧୩ ଡିସେମ୍ବର ୧୯୭୯

ଅଭିନୟ

  • ଉତ୍ତମ ମହାନ୍ତି
  • ମହାଶ୍ଵେତା ରାୟ
  • ସୁଜାତା ଆନନ୍ଦ
  • କାଶି ରଥ
  • ନିହାରିକା ସାହୁ
  • ସୁଶାନ୍ତ ଖୁଣ୍ଟିଆ
  • ନିରଞ୍ଜନ ବେହେରା
  • ରୁକ୍ମଣୀ
  • ରୀତା ଚାନ୍ଦ
  • ମାମିନା
  • ପିତାମ୍ବର

ଗୀତ 

1. ଝୁମକା ଟିକେ ତୁତ ହଲେଇ ଦେ
2. ଚାନ୍ଦ ନା ତୁମେ ତାରା
3. ଛଇ ଛବେଲି ରଙ୍ଗ ରଙ୍ଗେଲି
4. ମାଝିରେ
5. ଜଗତର ନାଥ ଆହେ ଜଗନ୍ନାଥ
6. ତୁ ତ' ମୋର ଜୀବନ ଧନ
Share:

ଗୌରୀ


ନିର୍ଦ୍ଦେଶକ: ଧୀର ବିଶ୍ଵାଳ
ପ୍ରଯୋଜକ: ଧୀର ବିଶ୍ଵାଳ
ସଂଳାପ: ବିଶ୍ୱଜିତ ଦାସ
ଚିତ୍ରନାଟ୍ୟ: ସଲିଳ ମୁଖାର୍ଜୀ
କାହାଣୀ: ମଣିଲାଲ ବାନାର୍ଜୀ
କଳାକାର: ଧୀର ବିଶ୍ଵାଳ, ପ୍ରଶାନ୍ତ ନନ୍ଦ, ଅଜିତ ଦାସ, ମହାଶ୍ୱେତା ରାୟ, ଲୀଳା ଦୁଲାଳି
ସଙ୍ଗୀତ: ପ୍ରଫୁଲ୍ଲ କର
ଗୀତ: ଭକ୍ତକବି ମଧୂସୁଦନ ରାଓ, ପ୍ରଫୁଲ୍ଲ କର, ନିଜାମ୍
କଣ୍ଠ: ଚିତ୍ତ ଜେନା, ବାଣୀ ଜୟରାମ, ଚୋରସ୍, ଏସ୍ ଜାନ‌କୀ
ଚିତ୍ରଗ୍ରହଣ: ରଞ୍ଜନ କିନାଗୀ
ସମ୍ପାଦକ: ଅମୀୟ ମୁଖାର୍ଜୀ
ମୁକ୍ତିଲାଭ ତାରିଖ:
୭ ଫେବୃଆରୀ ୧୯୭୯

ଅଭିନୟ

  • ପ୍ରଶାନ୍ତ ନନ୍ଦ
  • ଧୀର ବିଶ୍ଵାଳ
  • ବାଙ୍କୁ
  • ପ୍ରଦୀପ ବିଶ୍ଵାଳ
  • ଅଜିତ ଦାସ
  • ଗୋବିନ୍ଦ ତେଜ
  • ନରେନ୍ଦ୍ର କୁମାର ବେହେରା (ନରୀ)
  • ଅଶୋକ
  • ନଗେନ ଦାସ
  • କେଦାର ଗୁରୁ
  • ପ୍ରମୋଦ ମହାପାତ୍ର
  • ପ୍ରଫୁଲ୍ଲ ମିଶ୍ର
  • ପରମାନନ୍ଦ
  • ସୁର ପରିଡ଼ା
  • ସାମସନ ଲିମା
  • ମହାଶ୍ୱେତା ରାୟ
  • ଗୀତାରାଣୀ
  • ଲୀଳା ଦୁଲାଳି
  • ରୁକ୍ମଣୀ

ଗୀତ 

1. କି ସୁନ୍ଦର ଆହା କି ଆନନ୍ଦ ମୟ ଏଇ ବିଶାଳ ସଂସାର
2. ଏ ଗାଆଁର ମଉଡ଼ମଣୀ ଗୋ
3. ରଜନୀ ଗୋ ମୋ ପ୍ରିୟା ନୟନେ
4. ପାଇଚି ଏଇ ଜୀବନେ
5. ଗୋରା ଗୋରା ଗାଲେ ମୋର
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର