ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୧୯୭୭ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୧୯୭୭ର ଓଡ଼ିଆ କଥାଚିତ୍ର. Show all posts

ସନ୍ଧ୍ୟା ତାରା



ନିର୍ଦ୍ଦେଶକ: ଗୋପାଳ ଘୋଷ
କଳାକାର: ବାବି, ସୁଜାତା ଆନନ୍ଦ, ନିହାରିକା
ସଙ୍ଗୀତ: ବାସୁଦେବ ରଥ
ଗୀତ: ଶିବବ୍ରତ ଦାସ
କଣ୍ଠ: ଆଶା ଭୋଷଲେ, ମହେନ୍ଦ୍ର କପୁର, ଅମିତ କୁମାର, ଅନୁରାଧା ପଢ଼ୁଆଲ
ମୁକ୍ତିଲାଭ ତାରିଖ:
୧୯୭୭

ଅଭିନୟ

  • ବାବି
  • ସୁଜାତା ଆନନ୍ଦ
  • ନିହାରିକା
  • ଅଜିତ ଦାସ
  • ହେମନ୍ତ ଦାସ
  • ଜୟା ବି

ଗୀତ 

1. ଝରୁଛି ଏଇ ରାତି
2. ମୋତେ ଯିଏ ଜାହା କ‌ହୁ
3. ମୁଁ ଯାଇଚି
4. ଆହା ନାଚେରା
Share:

ସୁନା ସଂସାର


ନିର୍ଦ୍ଦେଶକ: ଶିଶିର ମିଶ୍ର
ପ୍ରଯୋଜକ: ପଞ୍ଚଜନ୍ୟ ଫିଲ୍ମସ୍
ସଂଳାପ: ନରସିଂହ ମହାପାତ୍ର
ଚିତ୍ରନାଟ୍ୟ: ଶିଶିର ମିଶ୍ର
କାହାଣୀ: ମନ୍ମଥ ନାଥ ଦାସ
କଳାକାର: ଧୀର ବିଶ୍ଵାଳ, ସୁଜାତା ଆନନ୍ଦ, ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା, ନିହାରିକା ସାହୁ
ସଙ୍ଗୀତ: ସୁନାକର ସାହୁ, ଅର୍ଜୁନ ସାମଲ
ଗୀତ: ନିଶାକର ବେହେରା, ନରସିଂହ ମହାପାତ୍ର
କଣ୍ଠ: ସିକନ୍ଦର ଆଲାମ, ସ୍ୱରୂପ ଚକ୍ରବର୍ତ୍ତୀ, ପ୍ରଫୁଲ୍ଲ କର, ପ୍ରଣବ ପଟ୍ଟନାୟକ, ଅର୍ଜୁନ ସାମଲ
ସମ୍ପାଦକ: ମଦନ ଗୁପ୍ତେ, ଭାଇ ତେଲଙ୍ଗ
ମୁକ୍ତିଲାଭ ତାରିଖ:
୧୦ ଫେବୃଆରୀ ୧୯୭୭

ଅଭିନୟ

  • ବିଜୟ ମହାନ୍ତି
  • ଧୀର ବିଶ୍ଵାଳ
  • ଶ୍ରୀରାମ ପଣ୍ଡା
  • ସ୍ଵରୂପ ନାୟକ
  • ଶିଶିର ମିଶ୍ର
  • ଦୀପା ସାହୁ
  • ନିହାରିକା ସାହୁ
  • ସାମୁଏଲ ସାହୁ
  • ସୁଜାତା ଆନନ୍ଦ
  • ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ
  • ଜୟୀରାମ ସାମଲ
  • ସୁରେଶ ବଳ
  • ଗୋବିନ୍ଦ ତେଜ୍
  • ଆଦିତ୍ୟ
  • ବିଜୟ ସାମଲ

ଗୀତ 

1. ହେ ଦୁଃଖହାରୀ ଗିରିଧାରୀ ମୁରାରୀ
2. ମୁଁ ହିଜିଚି ତୁମରି ସପନେ
3. ରାଜା ମୋର ରାଜା
4. ମିଛି ମାୟା ଭରା ଏ ଦୁନିଆ
Share:

ରକ୍ତ ଗୋଲାପ


ନିର୍ଦ୍ଦେଶକ: ଭୀମେଶ୍ୱର ରାଓ
ପ୍ରଯୋଜକ: ବିଭୂତି ମିଶ୍ର
ସଂଳାପ: ବିଭୂତି ଭୁଷଣ
ଚିତ୍ରନାଟ୍ୟ: ଭୀମେଶ୍ୱର ରାଓ
କାହାଣୀ: ବିଜୟ କୁମାର ନନ୍ଦ
କଳାକାର: ଶ୍ରୀରାମ ପଣ୍ଡା, ବନଜା ମହାନ୍ତି, ବ୍ରଜ, କୁଞ୍ଜନନ୍ଦ, ସୁରେଶ୍ ମହାପାତ୍ର, ନେତ୍ରାନନ୍ଦ, ରାଧା ପଣ୍ଡା, ରମେଶ, ଶାନ୍ତି
ସଙ୍ଗୀତ: ଧନଞ୍ଜୟ ଶତପଥୀ
ଗୀତ: ନାରାୟଣ ପ୍ରସାଦ ସିଂହ, ଗୋକୁଳାନନ୍ଦ ପରିଡ଼ା
କଣ୍ଠ: ଅକ୍ଷୟ ମହାନ୍ତି, ଏସ୍. ଜାନ‌କୀ, ପ୍ରଣବ ପଟ୍ଟନାୟକ, ଧନଞ୍ଜୟ, ଏଚ୍. ପି. ଗୀତା
ଚିତ୍ରଗ୍ରହଣ: ବେଞ୍ଜାମିନ
ସମ୍ପାଦକ: ନରସିଂହ୍ମା ରାଓ
ମୁକ୍ତିଲାଭ ତାରିଖ:
୨୯ଡିସେମ୍ବର୧୯୭୭

ଅଭିନୟ

  • ସୁରେଶ ମହାପାତ୍ର
  • ବନ‌ଜା ମହାନ୍ତି
  • ଶ୍ରୀରାମ ପଣ୍ଡା
  • ରାଧା ପଣ୍ଡା
  • ନେତ୍ରାନନ୍ଦ
  • କୁଞ୍ଜନନ୍ଦନ
  • ବ୍ରଜ
  • ରମେଶ ପାଣିଗ୍ରାହୀ
  • ଶାନ୍ତି
  • ହଲମ୍

ଗୀତ 

1. ମମତାର ମଧୁମତି
2. ମନ ରସିଆରେ ଏ ମୋର ମନ
3. ମନର ମଣିଷ ଯଦି
Share:

ପୁନର୍ମିଳନ


ନିର୍ଦ୍ଦେଶକ: କେ ଏଚ ଡ଼ି ରାଓ
ପ୍ରଯୋଜକ: ରାମା ରାଓ
ସଂଳାପ: ରଘୁ ମିଶ୍ର
କାହାଣୀ: କେ. ପି. କୋଟ୍ଟାରକର
କଳାକାର: ଚକ୍ରପାଣି, ରୋଜା, ଅଜିତ ଦାସ, ସରୋଜ ମିଶ୍ର, ତନ୍ଦ୍ରା ରାୟ
ସଙ୍ଗୀତ: ଉପେନ୍ଦ୍ର କୁମାର
ଗୀତ: ନାରାୟଣ ପ୍ରସନ୍ନ ସିଂହ
କଣ୍ଠ: ପ୍ରଣବ ପଟ୍ଟନାୟକ, ସିକନ୍ଦର ଆଲାମ, ଏସ୍ ଜାନ‌କୀ, ଏଚ୍. ପି. ଗୀତା, ସୁମିତ୍ରା
ଚିତ୍ରଗ୍ରହଣ: କେ. ଜି. ଭିରଗାନ
ସମ୍ପାଦକ: ଅଜୟ କୁମାର
ମୁକ୍ତିଲାଭ ତାରିଖ:
୧୩ ଅପ୍ରେଲ ୧୯୭୭

ଅଭିନୟ

  • ରଘୁନାଥ ବେହେରା
  • ଚକ୍ରପାଣୀ
  • ଅଜିତ ଦାସ
  • ଗଣନାଥ ଜେନା
  • ଅଜିତ କର
  • ନିତ୍ୟାନନ୍ଦ ମିଶ୍ର
  • ରଘୁ ମିଶ୍ର
  • ସରୋଜ ମିଶ୍ର
  • ସୁନୀଲ ମିଶ୍ର
  • ଋତୁପର୍ଣ୍ଣା ପଟ୍ଟନାୟକ
  • ରାଜେଶ୍ୱରୀ
  • ରୋଜାରମଣୀ
  • ତନ୍ଦ୍ରା ରାୟ
  • ନିହାରିକା ସାହୁ
  • ବସନ୍ତ ସାମଲ
  • ଦୁର୍ଗା ଶତପଥୀ
  • ସତ୍ୟଭାମା


ଗୀତ 

1. ଆସ ବଉଳ ଲୋ ଆସ ବଉଳ
2. ବନ୍ଧୁରେ ହୋ.... ଏ ଜୀବନ
3. ଏ ମୋର ମାନସୀ ଆସ ପ୍ରେମ
4. ଯାହା ମୁଁ ଖୋଜୁଚି
Share:

ନାଗଫାସ


ନିର୍ଦ୍ଦେଶକ: ବସନ୍ତ ନାୟକ, ଅକ୍ଷୟ ମହାନ୍ତି
ପ୍ରଯୋଜକ: ବସନ୍ତ ନାୟକ
ସଂଳାପ: ବିଶ୍ୱଜିତ ଦାସ
ଚିତ୍ରନାଟ୍ୟ: ବସନ୍ତ ନାୟକ
କାହାଣୀ: ବସନ୍ତ ମହାପାତ୍ର
କଳାକାର: ପ୍ରଶାନ୍ତ ନନ୍ଦ, ଧୀର ବିଶ୍ୱାଳ, ଅନିତା ଦାସ, ବନଜା ମହାନ୍ତି, ବିଜୟ ମହାନ୍ତି
ସଙ୍ଗୀତ: ଅକ୍ଷୟ ମହାନ୍ତି
ଗୀତ: ଅକ୍ଷୟ ମହାନ୍ତି, ଦେବଦାସ ଛୋଟରାୟ, ରଜନୀ ନାୟକ
କଣ୍ଠ: ଅକ୍ଷୟ ମହାନ୍ତି, ତୃପ୍ତି ଦାସ, ଗୀତ ପଟ୍ଟନାୟକ
ଚିତ୍ରଗ୍ରହଣ: ରଞ୍ଜନ କିନାଗୀ
ସମ୍ପାଦକ: ମଦନ ଗୁପ୍ତେ, ଭାଇ ତେଲଙ୍ଗ
ମୁକ୍ତିଲାଭ ତାରିଖ:
୩୦ ଡିସେମ୍ବର୧୯୭୭

ଅଭିନୟ

  • ଧୀର ବିଶ୍ୱାଳ
  • ଶ୍ରୀରାମ ପଣ୍ଡା
  • ଅନିତା ଦାସ
  • ଧୀରେନ ଦାସ
  • ବନଜା ମହାନ୍ତି
  • ବିଜୟ ମହାନ୍ତି
  • ମହମ୍ମଦ ମହସିନ
  • ପ୍ରଶାନ୍ତ ନନ୍ଦ
  • ନରେନ୍ଦ୍ର କୁମାର ବେହେରା (ନରି)
  • ରାଧା ପଣ୍ଡା
  • ଅନିମା ପେଦିନୀ
  • ଲିନା ରାୟ
  • ମାଳବିକା ରାୟ
  • ଜୟୀରାମ ସାମଲ
  • କେଶବ ଶତପଥୀ

ଗୀତ 

1. ମୋ କୋଳ ତୋ ଝୁଲଣା ତୋ ଆଖି ମୋ ଆଇନା
2. ବଡ଼ ବେଦରଦୀ ମୋ ନାଲିପାନ ରାଜା
3. ଏ ରାତି ପାହିବ କେବେ ଏ ପଥ'ର କାହିଁ ଶେଷ
4. ଗାଡ଼ି ଚାଲେ ପଛେଇ ଦେବି
5. ଯେ ଦିନୁ ପାଇଚି ମୋ ପ୍ରିୟା
6. ନ‌ଦୀ ଫେରେ ସାଗରକୁ ପକ୍ଷୀ ଫେରେ ନୀଡ଼କୁ
7. ଟିକ ଟିକ ଘଣ୍ଟା ଚାଲେ
Share:

ଚିଲିକା ତୀରେ


ନିର୍ଦ୍ଦେଶକ: ବିପ୍ଳବ ରାୟଚୌଧୁରୀ
ପ୍ରଯୋଜକ: ଶ୍ୟାମଘନ ରାୟଚୌଧୁରୀ
ସଂଳାପ: ହରିହର ମିଶ୍ର
ଚିତ୍ରନାଟ୍ୟ: ବିପ୍ଳବ ରାୟଚୌଧୁରୀ
କାହାଣୀ: ଶ୍ୟାମଘନ ରାୟଚୌଧୁରୀ
କଳାକାର: ବିଜୟ ମହାନ୍ତି, ତନ୍ଦ୍ରା ରାୟ, ହେମନ୍ତ ଦାସ, ସୁଜାତା ଆନନ୍ଦ
ସଙ୍ଗୀତ: ଶାନ୍ତନୁ ମହାପାତ୍ର
ଗୀତ: ଶିବବ୍ରତ ଦାସ
କଣ୍ଠ: ନିର୍ମଳ ମିଶ୍ର, ପ୍ରଣବ ପଟ୍ଟନାୟକ, ଇନ୍ଦ୍ରାଣୀ ମିଶ୍ର, ବସନ୍ତ ଦାସ, ନିର୍ମଳ ମିଶ୍ର, ଦେବାଶିଷ ମହାପାତ୍ର, ପ୍ରଫୁଲ୍ଲ କର
ଚିତ୍ରଗ୍ରହଣ: ପିଣ୍ଟୁ ଦାଶଗୁପ୍ତା
ସମ୍ପାଦକ: ବିପ୍ଳବ ରାୟଚୌଧୁରୀ
ମୁକ୍ତିଲାଭ ତାରିଖ:
୩୧ ଡିସେମ୍ବର୧୯୭୭

ଅଭିନୟ

  • ବିଜୟ ମହାନ୍ତି
  • ତନ୍ଦ୍ରା ରାୟ
  • ହେମନ୍ତ ଦାସ
  • ସୁଜାତା ଆନନ୍ଦ
  • ଅଶୋକ ଚକ୍ରବର୍ତ୍ତୀ
  • ରୁନୁ ବୋଷ
  • ଅକ୍ଷୟ ମହାନ୍ତି (କାଶ୍ୟପ)
  • ନିତ୍ୟାନନ୍ଦ ମିଶ୍ର
  • ବିଜୟ ମିଶ୍ର
  • ପ୍ରୀତି ପଟ୍ଟନାୟକ
  • ମଞ୍ଜୁ ପ୍ରଧାନ
  • ରାଧାରାଣୀ

ଗୀତ 

1. ଯା'ରେ ଭାସି ଯା ମନ
2. ମାଝି... ଉଆଁସ ରାତି ପାହିଲା  ମାଝିରେ
3. ପିମ୍ପୁଡ଼ି ବାପୁଡ଼ା
4. ଶୁଳଶୁଳିଆ ଚୁଲୁବୁଲିଆ ଚଇତି ବାଆ ରେ
5. ଉର୍ମି ଅଧିରା ରୂପସୀ ଚିଲିକା ଉଲ୍ଲାସେ ଆଜି
6. ଜଗତ ପତି ହେ
7. କାଇଁଚ ନୁହେଁ କି କାଙ୍କଡ଼ ନୁହେଁ


ମନ୍ତବ୍ୟ

ଅଭିନେତା ବିଜୟ ମହାନ୍ତି ଏବଂ ତନ୍ଦ୍ରା ରାୟ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।
Share:

ଏ ନୁହେଁ କାହାଣୀ


ନିର୍ଦ୍ଦେଶକ: କେ. ଏଚ. ଡି. ରାଓ
ପ୍ରଯୋଜକ: ଭି. ଅଞ୍ଜନୀ କୁମାର
କଳାକାର: ପ୍ରଶାନ୍ତ ନନ୍ଦ, ମହାଶ୍ୱେତା ରାୟ, ଜୟୀରାମ ସାମଲ, ଜର୍ଜ ତିଆଡ଼ି
ସଙ୍ଗୀତ: ଉପେନ୍ଦ୍ର କୁମାର
ଗୀତ: ଶିବବ୍ରତ ଦାସ, ନରସିଂହ ମହାପାତ୍ର
କଣ୍ଠ: ପ୍ରଣବ ପଟ୍ଟନାୟକ, ସିକନ୍ଦର ଆଲାମ, ଏସ୍ ଜାନ‌କୀ, ଏଚ୍. ପି. ଗୀତା
ଚିତ୍ରଗ୍ରହଣ: ଏସ୍ ପାର୍ଥସାରଥୀ
ସମ୍ପାଦକ: ଅଜୟ କୁମାର
ମୁକ୍ତିଲାଭ ତାରିଖ:
୧୪ ଅକ୍ଟୋବର ୧୯୭୭

ଅଭିନୟ

  • ପ୍ରଶାନ୍ତ ନନ୍ଦ
  • ମହାଶ୍ୱେତା ରାୟ
  • ଚକ୍ରପାଣି
  • ସଚ୍ଚି ଦାସ
  • ହୃଦୟାନନ୍ଦ
  • ବସନ୍ତ ମହାପାତ୍ର
  • ଗୀତାରାଣୀ
  • ଜୟୀରାମ ସାମଲ
  • ଜର୍ଜ ତିଆଡ଼ି

ଗୀତ 

1. ଏ ନୁହେଁ କାହାଣୀ

ମନ୍ତବ୍ୟ

ଏହା ପ୍ରଥମ ଥିଲା ପ୍ରଥମ ଓଡ଼ିଆ ରିମେକ(ପୁନଃନିର୍ମିତ) ଚଳଚ୍ଚିତ୍ର । ହିନ୍ଦୀ ଚଳଚ୍ଚିତ୍ର "ଛୋଟି ବହେନ୍"ର କାହାଣୀ ଆଧାରରେ ଏହା ପୁନଃନିର୍ମାଣ କରାଯାଇଥିଲା ।
Share:

ବନ୍ଧୁ ମହାନ୍ତି

Image result for odia movie bandhu mohanty

ନିର୍ଦ୍ଦେଶକ: ନିତାଇ ପାଲିତ
ପ୍ରଯୋଜକ: ଧିରେନ ପଟ୍ଟନାୟକ
ସଂଳାପ: ଗୋପାଳ ଛୋଟରାୟ
ଚିତ୍ରନାଟ୍ୟ: ନିତାଇ ପାଲିତ
କାହାଣୀ: ନିତାଇ ପାଲିତ
କଳାକାର: ଗୋବିନ୍ଦ ତେଜ, ଅନିତା ଦାସ, ଲୀଳା ଦୁଲାଳି
ସଙ୍ଗୀତ: ପ୍ରଫୁଲ୍ଲ କର
ଗୀତ: ପ୍ରଫୁଲ୍ଲ କର, ବୃନ୍ଦାବନ ଜେନା
କଣ୍ଠ: ଚିତ୍ତ ଜେନା, ବାଣୀ ଜୟରାମ, ଏସ. ଜାନକୀ
ସମ୍ପାଦକ: ମଧୁ ବାନାର୍ଜୀ
ମୁକ୍ତିଲାଭ ତାରିଖ:
୬ ଜୁନ ୧୯୭୭

ଅଭିନୟ

  • ଗୋବିନ୍ଦ ତେଜ
  • ଧୀର ବିଶ୍ଵାଳ
  • ଅନିତା ଦାସ
  • ଲୀଳା ଦୁଲାଳି
  • ପ୍ରଫୁଲ୍ଲ ମିଶ୍ର
  • ବନଜା ମହାନ୍ତି
  • ବୀରେନ ରାଉତରାୟ
  • ସାଗରିକା
  • ଭୀମ ସିଂହ
  • ଶାନ୍ତି ସ୍ଵରୂପ
  • ଶୁଭ୍ରା ପତି

ଗୀତ 

1. ହାତ ଛାଡ଼ ଛାଡ଼ ମୋର ନାଗର
2. ନ ଯା ସଜନୀ
3. କାହିଁ ଗଲେ ଶ୍ୟାମଘନ
Share:

ମୁକ୍ତି


ନିର୍ଦ୍ଦେଶକ: ବ୍ୟୋମକେଶ ତ୍ରିପାଠୀ
ପ୍ରଯୋଜକ: ରମେଶ କୁମାର
ଚିତ୍ରନାଟ୍ୟ: ବ୍ୟୋମକେଶ ତ୍ରିପାଠୀ
କାହାଣୀ: ରତ୍ନ ଦୀପ
କଳାକାର: ସୁଜାତା ଆନନ୍ଦ, ଅନିତା ଦାସ, ଦୁର୍ଲ୍ଲଭ
ସଙ୍ଗୀତ: ପ୍ରଫୁଲ୍ଲ କର
ଗୀତ: ଶିବବ୍ରତ ଦାସ, ପ୍ରଫୁଲ୍ଲ କର, କବିସୂର୍ଯ୍ୟ ବଳଦେବ ରଥ
କଣ୍ଠ: ସିକନ୍ଦର ଆଲାମ, ପ୍ରଫୁଲ୍ଲ କର, ବାଣୀ ଜୟରାମ, ସୁଧାରାମ, ରଘୁନାଥ ପାଣିଗ୍ରାହୀ
ସମ୍ପାଦକ: ମଧୁ ବାନାର୍ଜୀ, ଦେବୀ ଗାଙ୍ଗୁଲୀ
ମୁକ୍ତିଲାଭ ତାରିଖ:
ଅପ୍ରେଲ ୧୯୭୭

ଅଭିନୟ

  • ସୁଜାତା ଆନନ୍ଦ
  • ଅନିମା ପେଦିନୀ
  • ଭାନୁମତୀ ଦେବୀ
  • ବିନୋଦିନୀ
  • ଅନିତା ଦାସ
  • ଦୁର୍ଲ୍ଲଭ
  • ନରେନ୍ଦ୍ର କୁମାର ବେହେରା
  • ରାଧା ପଣ୍ଡା
  • ରାମଚନ୍ଦ୍ର ପ୍ରତିହାରୀ
  • ଦୀପା ସାହୁ
  • ସତ୍ୟପ୍ରିୟ
  • ବ୍ୟୋମକେଶ ତ୍ରିପାଠୀ
  • ଗୋବିନ୍ଦ ସେନାପତି
  • ତ୍ରିଭୁବନ

ଗୀତ 

1. ବାଧିଲା ଜାଣି କ୍ଷମା
2. ମୁକୁନ୍ଦ ମୁରାରୀ ହେ ଚକ୍ରଧାରୀ
3. ନୀଳଦୌ ଶଙ୍ଖ ମଧ୍ୟେ
4. ମନରୁ ମନ
5. ଯୋଗୀରେ ଖୋଜୁ କାହିଁ
6. ନାଚ ନାଚ ସଜନୀ ନାଚରେ
Share:

ଅଭିମାନ


ନିର୍ଦ୍ଦେଶକ: ସାଧୁ ମେହେର
ପ୍ରଯୋଜକ: ଗଣେଶ ଚନ୍ଦ୍ର ଜୀଉ
ସଂଳାପ: ଆନନ୍ଦ ଶଙ୍କର ଦାସ
ଚିତ୍ରନାଟ୍ୟ: ସାଧୁ ମେହେର
କାହାଣୀ: ଆନନ୍ଦ ଶଙ୍କର ଦାସ
କଳାକାର: ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଶରତ ପୂଜାରୀ, ଅଜିତ ଦାସ
ସଙ୍ଗୀତ: ରାଧାକୃଷ୍ଣ ଭଞ୍ଜ, ସରୋଜ ପଟ୍ଟନାୟକ
ଗୀତ: ଶିବବ୍ରତ ଦାସ, ଜିତେନ୍ଦ୍ର ପଟ୍ଟନାୟକ
କଣ୍ଠ: ଅକ୍ଷୟ ମହାନ୍ତି, ସ୍ୱରୂପ ଚକ୍ରବର୍ତ୍ତୀ, ଉଷା ମଙ୍ଗେସ୍କର, ଘନଶ୍ୟାମ ପଣ୍ଡା
ଚିତ୍ରଗ୍ରହଣ: ଶିବ ମିଶ୍ର
ସମ୍ପାଦକ: ରବି ପଟ୍ଟନାୟକ
ମୁକ୍ତିଲାଭ ତାରିଖ:
୨୩ ଅପ୍ରେଲ ୧୯୭୭

ଅଭିନୟ

  • ଉତ୍ତମ ମହାନ୍ତି
  • ବିଜୟ ମହାନ୍ତି
  • ଶରତ ପୂଜାରୀ
  • ଅଜିତ ଦାସ
  • ଜ୍ୟୋତ୍ସ୍ନା ଦାସ
  • ସୁଜାତା ଆନନ୍ଦ
  • ଧୀର ବିଶ୍ୱାଳ
  • ରିତା ଚାନ୍ଦ
  • ଗଡ଼ି
  • ସାଧୁ ମେହେର
  • ପ୍ରମୋଦ ମହାନ୍ତି
  • ନିହାରିକା ସାହୁ
  • ସାମୁଏଲ ସାହୁ

ଗୀତ 

1. କାହିଁ ଗଲେ ବନ୍ଧୁରେ
2. ଭଷା ମେଘ ମୁଁ ଯେ ଭାସିଯଏ ଦୂରେ
3. ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ
4. ଚିକି ମିକି ଚିକି ମିକି
5. ଚୁପି ଚୁପି ଗୋରି
6. ଏ ତ ଗୁମସୁମ ରାତି ମୋର
Share:

ଅନୁତାପ


ନିର୍ଦ୍ଦେଶକ: ଜଲାଲ ଆଦେନୀ
ପ୍ରଯୋଜକ: ଜୟନ୍ତ କୁମାର
ସଂଳାପ: ରମେଶ ପାଣିଗ୍ରାହୀ
ଚିତ୍ରନାଟ୍ୟ: ଜୟନ୍ତ କୁମାର
କାହାଣୀ: ଜୟନ୍ତ କୁମାର
କଳାକାର: ସୁରେଶ ମହାପାତ୍ର, ପ୍ରୀତି, ସାମୁଏଲ ସାହୁ, ସୌଦାମିନୀ, ଶ୍ୟାମଳେନ୍ଦୁ
ସଙ୍ଗୀତ: ଜଲାଲ ଆଦେନୀ
ଗୀତ: ଶିର୍ଷାନନ୍ଦ ଦାସ କାନୁନଗୋ, ରଜନୀକାନ୍ତ ନାୟକ, ନିଜାମ
କଣ୍ଠ: ଜଲାଲ ଆଦେନୀ, ଭିକାରି ବଳ, କୁମୁଦିନୀ ମିଶ୍ର, ନିର୍ମଳ ମିଶ୍ର, ତାନସେନ ସିଂ
ମୁକ୍ତିଲାଭ ତାରିଖ:
୨୮ ଅପ୍ରେଲ ୧୯୭୭

ଅଭିନୟ

  • ସୁରେଶ ମହାପାତ୍ର
  • ପ୍ରୀତି
  • ସାମୁଏଲ ସାହୁ
  • ସୌଦାମିନୀ
  • ଶ୍ୟାମଳେନ୍ଦୁ

ଗୀତ 

1. ରାଧା ମାଧବ ହେ ରାଧା ମାଧବ
2. ମୁଁ ତୁମକୁ ଭଲ ପାଏ
3. ନୀଦଭରା ରାତି ମଧୁଝରା ଜ‌ହ୍ନ
4. ନୂପୁର କାହିଁକି ମୁଁ ବାନ୍ଧିଲି
Share:

ଆହୁତି

Image result for odia movie ahuti

ନିର୍ଦ୍ଦେଶକ: ଦେବୀ ଦାସ
ପ୍ରଯୋଜକ: ନିଗମ ଫିଲ୍ମ‌ସ୍
କଳାକାର: ଅଜିତ ଦାସ, ନରୀ, ନିହାରିକା ସାହୁ
ସଙ୍ଗୀତ: ଅକ୍ଷୟ ମହାନ୍ତି
ଗୀତ: ଦେବଦାସ ଛୋଟରାୟ
କଣ୍ଠ: ତୃପ୍ତି ଦାସ, ଅକ୍ଷୟ ମହାନ୍ତି, ଶେଖର ଘୋଷ
ମୁକ୍ତିଲାଭ ତାରିଖ:
୧୯୭୭

ଅଭିନୟ

  • ଅଜିତ ଦାସ
  • ନରେନ୍ଦ୍ର ବେହେରା
  • ନିହାରିକା ସାହୁ

ଗୀତ 

1. ହେ ମୋର ଆଖି ଲୁହ ତ‌ଥାପି ପାଇନି ଝରିବାର ବେଳ
2. ହୃଦୟକୁ କରିଦିଅ ପାନ୍ଥଶାଳା
3. ଜୋତ୍ସା ଆଣେ ପ୍ରଜାପତି ବଂଶୀ ଆଣେ
4. ସୂର୍ଯ୍ୟ ହେ ତୁମ ଉଦୟ ରଙ୍ଗ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର