ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୧୯୭୩ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୧୯୭୩ର ଓଡ଼ିଆ କଥାଚିତ୍ର. Show all posts

କନକଲତା


ନିର୍ଦ୍ଦେଶକ: ଘନଶ୍ୟାମ ମହାପାତ୍ର
ପ୍ରଯୋଜକ: ଘନଶ୍ୟାମ ମହାପାତ୍ର
ସଂଳାପ: ତୁଳସୀ ଦେବୀ
ଚିତ୍ରନାଟ୍ୟ: ବସନ୍ତ ମହାପାତ୍ର
କାହାଣୀ: ନନ୍ଦ କିଶୋର ବଳ
କଳାକାର: ହରିଶ ମହାପାତ୍ର, ସୁଜାତା ଆନନ୍ଦ, ନମ୍ରତା ଦାସ
ସଙ୍ଗୀତ: ବାଳକୃଷ୍ଣ ଦାସ
ଗୀତ: କାଳିଚରଣ ପଟ୍ଟନାୟକ, ନାରାୟଣ ପ୍ରସାଦ ସିଂହ, ଟୀକା ଗୋବିନ୍ଦ ଚନ୍ଦ୍ର, ଉପେନ୍ଦ୍ର ଭଞ୍ଜ, ଗଙ୍ଗାଧର ମେହେର, ଅତିବଡ଼ି ଜଗନ୍ନାଥ ଦାସ
କଣ୍ଠ: ଭିକାରୀ ବଳ, ସିକନ୍ଦର ଆଲାମ, ଇନ୍ଦିରା ନନ୍ଦ, ବାଳକୃଷ୍ଣ ଦାସ, ନନ୍ଦିତା
ଚିତ୍ରଗ୍ରହଣ: ଭି. କେ. ସେନୋୟେ
ମୁକ୍ତିଲାଭ ତାରିଖ:
୩ ଜୁନ ୧୯୭୩

ଅଭିନୟ

  • ହରିଶ ମହାପାତ୍ର
  • ନମ୍ରତା ଦାସ
  • ସୁଜାତା ଆନନ୍ଦ
  • ଜ୍ୟୋତ୍ସ୍ନା
  • ସୁଜାତା ଆନନ୍ଦ
  • ଗୋକୁଳ କର
  • ମୀନା କୁମାରି
  • ପ୍ରେମଲତା
  • କାଶୀ ରଥ
  • ରେବତୀ
  • ଶାନ୍ତିଲତା

ଗୀତ 

1. ବୋଇତ ବନ୍ଦାଣ
2. ଭଜୁ କିନା ରାମ ନାମରେ
3. ସୁଭଦ୍ରା ହରଣ ଯାତ୍ରା
4. ଗୋବିନ୍ଦ ଗୋବିନ୍ଦ ଗୋସାଇଁ
5. ବଡ଼ ଦେଉଳେ ବଡ଼ ଦିଅଁ
6. ମଲ୍ଲି ମାଳ ଶ୍ୟାମକୁ ଦେବି
7. ବନ୍ୟା ସାହାଯ୍ୟ ଗୀତ
8. ମଙ୍ଗଳେ ଆଇଲେ ଉଷା
Share:

ଘର ସଂସାର


ନିର୍ଦ୍ଦେଶକ: ଗୋପାଳ ଘୋଷ, ବ୍ୟୋମକେଶ ତ୍ରିପାଠୀ
ପ୍ରଯୋଜକ: ଗୋପାଳ ଘୋଷ
ସଂଳାପ: ଗୋପାଳ ଘୋଷ, ବ୍ୟୋମକେଶ ତ୍ରିପାଠୀ
ଚିତ୍ରନାଟ୍ୟ: ଗୋପାଳ ଘୋଷ, ବ୍ୟୋମକେଶ ତ୍ରିପାଠୀ
କାହାଣୀ: ରାମଚନ୍ଦ୍ର ମିଶ୍ର
କଳାକାର: ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ , ସୁଜାତା ଆନନ୍ଦ
ସଙ୍ଗୀତ: ରାଖାଲ ମହାନ୍ତି
ଗୀତ: ନାରାୟଣ ପ୍ରସାଦ ସିଂହ, ବୃନ୍ଦାବନ ଜେନା
କଣ୍ଠ: ଅକ୍ଷୟ ମହାନ୍ତି, ଶୀପ୍ରା ବୋଷ, ଶ୍ୟାମଳ ମିତ୍ର, ଭିକାରୀ ବଳ, ଭି. ବାଲ୍‌ସରା, ମନ୍ନା ଦେ, ନର୍ମଳ ମିଶ୍ର, ଶ୍ରାବନ୍ତି
ଚିତ୍ରଗ୍ରହଣ: ଅମୂଲ୍ୟ ଦାସ
ସମ୍ପାଦକ: ମଧୂସୁଦନ ବନ୍ଦୋପାଧ୍ୟାୟ
ମୁକ୍ତିଲାଭ ତାରିଖ:
୨୪ ସେପ୍ଟେମ୍ବର ୧୯୭୩

ଅଭିନୟ

  • ଶରତ ପୂଜାରୀ
  • ପ୍ରଶାନ୍ତ ନନ୍ଦ
  • ସୂଜାତା ଆନନ୍ଦ
  • ନେତ୍ରାନନ୍ଦ
  • ଦୀନବନ୍ଧୁ ଦାସ
  • ରାମଚନ୍ଦ୍ର ପ୍ରତିହାରୀ
  • ନଟ ମହାନ୍ତି
  • ନିରଞ୍ଜନ
  • ବାବାଜୀ ସାହୁ
  • କାନନ ବଳ
  • ବାସନ୍ତି
  • ନଟ ସେନ
  • ଶରତ ମହାନ୍ତି
  • ବାଲୁଙ୍କେଶ୍ୱର ରଥ
  • ତାପସ
  • ସରସ୍ୱତୀ
  • ବନଲତା
  • ରଶ୍ମୀ

ଗୀତ 

1. ମୋ ମନ ଛନ ଛନ ରେ
2. ଗେଲ ବସରର ଦିନ ସରିଗଲା
3. ସପନ ବିଳାସେ ତୁମ
Share:

ଘର ବାହୁଡ଼ା


ନିର୍ଦ୍ଦେଶକ: ସୋନା ମୁଖାର୍ଜୀ
ପ୍ରଯୋଜକ: ସୋମନାଥ ସାହୁ
ସଂଳାପ: କିଶୋରୀ ଚରଣ ଦାସ
କାହାଣୀ: କମଳଲୋଚନ ମହାନ୍ତିଙ୍କ ନାଟକ ସଂଗ୍ରାମୀ
କଳାକାର: ସୁଜାତା ଆନନ୍ଦ, ନିରଞ୍ଜନ ଶତପଥୀ, ସାମୁଏଲ ସାହୁ
ସଙ୍ଗୀତ: ଅକ୍ଷୟ ମହାନ୍ତି
ଗୀତ: ଶିବବ୍ରତ ଦାସ
କଣ୍ଠ: ସିକନ୍ଦର ଆଲମ, ନିର୍ମଳା ମିଶ୍ର, ସିପ୍ରା ବୋଷ, ଅକ୍ଷୟ ମହାନ୍ତି
ମୁକ୍ତିଲାଭ ତାରିଖ:
୧୬ ଫେବୃଆରୀ୧୯୭୩

ଅଭିନୟ

  • ସୁଜାତା ଆନନ୍ଦ
  • ନିରଞ୍ଜନ ଶତପଥୀ
  • ସାମୁଏଲ ସାହୁ
  • ସୁଜିତ ଦାସ
  • ରାଧା ପଣ୍ଡା
  • ହିମାଂଶୁ ଦାସ
  • ଅସୀମ ବସୁ
  • ନୀହାରିକା
  • ଅରୁଣା ମହାନ୍ତି (ଶିଶୁ କଳାକାର)

ଗୀତ 

1. ଏ ମାୟାବିନି ମନ ଜୋଛନା
2. ମୋ ସାଙ୍ଗେ ଲାଗନାରେ, ମୋତେ ତୁ ଛୁଁନା ଆଜି
3. ତୁକି ବୁଲି ବାହାରିଲୁ ସହର, ତୁ ତ ନିଜେ ଗୋଟେ
Share:

ଧରିତ୍ରୀ


ନିର୍ଦ୍ଦେଶକ: ନିତ୍ୟାନନ୍ଦ ପାଲିତ
ପ୍ରଯୋଜକ: ଧିର ବିଶ୍ଵାଳ
ସଂଳାପ: ଗୋପାଳ ଛୋଟରାୟ
ଚିତ୍ରନାଟ୍ୟ: ଗୋପାଳ ଛୋଟରାୟ
କାହାଣୀ: ଶ୍ରାବଣୀ
କଳାକାର: ଶ୍ରୀରାମ ପଣ୍ଡା, ଧୀର ବିଶ୍ଵାଳ, ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ
ସଙ୍ଗୀତ: ଉପେନ୍ଦ୍ର କୁମାର
ଗୀତ: ଶିବବ୍ରତ ଦାସ
କଣ୍ଠ: ସିକନ୍ଦର ଆଲାମ, ସିପ୍ରା ବୋଷ, ଶ୍ୟାମଳ ମିତ୍ର, ଚିତ୍ତରଞ୍ଜନ ଜେନା
ଚିତ୍ରଗ୍ରହଣ: ଏସ୍. ସାବନ୍ତ
ସମ୍ପାଦକ: ରମେଶ ଯୋଶୀ
ମୁକ୍ତିଲାଭ ତାରିଖ:
୩୦ ମାର୍ଚ୍ଚ ୧୯୭୩

ଅଭିନୟ

  • ଶ୍ରୀରାମ ପଣ୍ଡା
  • ଧିର ବିଶ୍ଵାଳ
  • ପ୍ରଶାନ୍ତ ନନ୍ଦ
  • ଶରତ ପୂଜାରୀ
  • ସନ୍ଧ୍ୟା
  • ଭାନୁମତୀ ଦେବୀ
  • ଭିମ ସିଂ
  • ଗୋବିନ୍ଦ ତେଜ
  • ଚନ୍ଦନା 
  • ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ
  • ଦୀନବନ୍ଧୁ ଦାସ
  • ବାବାଜୀ ସାହୁ
  • ନରେନ୍ଦ୍ର ବେହେରା
  • ଅନୀମା
  • ଅଳ୍ପନା
  • ଅରୁଣ
  • ଚାନ୍ଦମଣୀ
  • ବିମଳା ଚୌଧୁରୀ
  • ମାୟାଧର
  • ତାପସ

ଗୀତ 

1. ପିରତୀ ତୋର ଦୂରୁ ଜୁହାର
2. ପ୍ରାଣନାଥ ନେଇଲତ
3. ସପନର ପଥେ ପଥେ
4. ସ୍ୱର୍ଗାଦପୀ ଗରିୟସୀ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର