ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୧୯୬୭ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୧୯୬୭ର ଓଡ଼ିଆ କଥାଚିତ୍ର. Show all posts

ଅରୁନ୍ଧତୀ



ନିର୍ଦ୍ଦେଶକ: ପ୍ରଫୁଲ୍ଲ ସେନଗୁପ୍ତା
ପ୍ରଯୋଜକ: ଧୀରେନ ପଟ୍ଟନାୟକ
ସଂଳାପ: ଆନନ୍ଦ ଶେଖର ଦାସ
ଚିତ୍ରନାଟ୍ୟ: ପ୍ରଫୁଲ୍ଲ ସେନଗୁପ୍ତା
କାହାଣୀ: ଗୁରୁକୃଷ୍ଣ ଗୋସ୍ଵାମୀ, ପ୍ରଫୁଲ୍ଲ ସେନଗୁପ୍ତା
କଳାକାର: ବ୍ରଜ ସିଂହ, ମିନତି ମିଶ୍ର, ଶରତ ପୂଜାରୀ
ସଙ୍ଗୀତ: ଶାନ୍ତନୁ ମହାପାତ୍ର
ଗୀତ: ଜୀବନାନନ୍ଦ ପାଣି, ଗୁରୁକୃଷ୍ଣ ଗୋସ୍ୱାମୀ, ନରସିଂହ ମହାପାତ୍ର
କଣ୍ଠ: ମହ‌ମଦ ରଫି, ପ୍ରଣବ ପଟ୍ଟନାୟକ, ଉଷା ମଙ୍ଗେସ୍କର, ଲତା ମଙ୍ଗେସ୍କର, ରଘୁନାଥ ପାଣିଗ୍ରାହୀ
ଚିତ୍ରଗ୍ରହଣ: ବିଶୁ ଚକ୍ରବର୍ତ୍ତୀ
ସମ୍ପାଦକ: ସୁକୁମାର ସେନ‌ଗୁପ୍ତା
ମୁକ୍ତିଲାଭ ତାରିଖ:
୧୯୬୭

ଅଭିନୟ

  • ବ୍ରଜ ସିଂହ
  • ମିନତି ମିଶ୍ର
  • ଶରତ ପୂଜାରୀ
  • ଧୀର ବିଶ୍ୱାଳ
  • ସୁଜାତା ଆନନ୍ଦ
  • ରାମଚନ୍ଦ୍ର ପ୍ରତିହାରୀ

ଗୀତ 

1. ମୟୁରୀ ଗୋ ତୁମ ଆକାଶେ ମୁଁ
2. ତୁମକୁ ପାରୁନି ତ' ଭୁଲି
3. ଏଇ ଛୋଟ କଥାଟିଏ ଭୁଲନା
4. ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ
5. ମନ ତେଜି ଆଜି ସାଜେ ମାନିନୀ
Share:

ଭାଇ ଭାଉଜ


ନିର୍ଦ୍ଦେଶକ: ସାରଥୀ
କଳାକାର: ଶରତ ପୂଜାରୀ, ମଣିମାଳା, ପ୍ରିୟନାଥ ମିଶ୍ର, ସାମୁଏଲ ସାହୁ
ସଙ୍ଗୀତ: ବାଳକୃଷ୍ଣ ଦାସ
ଗୀତ: ନାରାୟଣ ପ୍ରସାଦ ସିଂହ
କଣ୍ଠ: ମନ୍ନା ଦେ, ସିକନ୍ଦର ଆଲାମ, ନିର୍ମଳ ମିଶ୍ର
ଚିତ୍ରଗ୍ରହଣ: ଦେଓଜିଭାଇ
ମୁକ୍ତିଲାଭ ତାରିଖ:
୧୯୬୭

ଅଭିନୟ

  • ଶରତ ପୂଜାରୀ
  • ମଣିମାଳା
  • ମିନତି ମିଶ୍ର
  • ପ୍ରିୟନାଥ ମିଶ୍ର
  • ସାମୁଏଲ ସାହୁ

ଗୀତ 

1. ଜଳି ଯାଏ ଦ‌ହ‌ନ ଦୀପାଳି
2. ଜନମ ମାଟୀ ପଲ୍ଲୀ ଡାକେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର