ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୧୯୬୧ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୧୯୬୧ର ଓଡ଼ିଆ କଥାଚିତ୍ର. Show all posts

ଦସ୍ୟୁ ରତ୍ନାକର


ନିର୍ଦ୍ଦେଶକ: ପ୍ରଭାତ ମୁଖାର୍ଜୀ
ପ୍ରଯୋଜକ: କୃଷ୍ଣଚନ୍ଦ୍ର ତ୍ରିପାଠୀ
କଳାକାର: ଶରତ ପୂଜାରୀ, ପ୍ରଶାନ୍ତ ନନ୍ଦ, ଶାନ୍ତି
ସଙ୍ଗୀତ: ବାଳକୃଷ୍ଣ ନାୟକ
କଣ୍ଠ: ନବକିଶୋର ମିଶ୍ର
ମୁକ୍ତିଲାଭ ତାରିଖ:
୨ ଜୁନ ୧୯୬୧

ଅଭିନୟ

  • ଶରତ ପୂଜାରୀ
  • କୃଷ୍ନା
  • ପ୍ରଶାନ୍ତ ନନ୍ଦ
  • ମାଷ୍ଟର ମାଣିଆ
  • ଧୀରେନ୍ଦ୍ର
  • ରମେଶ
  • ଶାନ୍ତି
  • ରାଧାକାନ୍ତ 
  • କିଶୋରୀ
  • ଅନୁରାଧା

ଗୀତ 


Share:

ପରିଣାମ



ନିର୍ଦ୍ଦେଶକ: ବିଶ୍ଵନାଥ ନାୟକ
ପ୍ରଯୋଜକ: କୃଷ୍ଣଚନ୍ଦ୍ର ତ୍ରିପାଠୀ
କଳାକାର: ଶରତ ପୂଜାରୀ, ଗୀତିସୁଧା, କାର୍ତ୍ତିକ ଘୋଷ, ପ୍ରମୋଦ ପାଣିଗ୍ରାହୀ
ସଙ୍ଗୀତ: ଅକ୍ଷୟ ମହାନ୍ତି
ଗୀତ: ନରସିଂହ ମହାପାତ୍ର
କଣ୍ଠ: ନିର୍ମଳ ମିଶ୍ର, ଅକ୍ଷୟ ମହାନ୍ତି
ମୁକ୍ତିଲାଭ ତାରିଖ:
୧୯୬୧

ଅଭିନୟ

  • ପ୍ରମୋଦ ପାଣିଗ୍ରାହୀ
  • ଶରତ ପୂଜାରୀ
  • ଗୀତିସୁଧା
  • କାର୍ତ୍ତିକ ଘୋଷ
  • ଧୀର ବିଶ୍ୱାଳ

ଗୀତ 

1. ଧୋ'ରେ ବାୟା ଧୋ ଯେଉଁ କିଆରୀରେ ଗ‌ହଳ ମାଣ୍ଡିଆ ସେଇ କିଆରୀରେ ଶୋ
2. ଛାୟା ପଥେ ପଥେ ଦିନରାତି ମୁଁ ଘୁରିବୁଲେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର