ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୧୯୫୬ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୧୯୫୬ର ଓଡ଼ିଆ କଥାଚିତ୍ର. Show all posts

ଭାଇ ଭାଇ

https://blogger.googleusercontent.com/img/b/R29vZ2xl/AVvXsEjfGxRhomyUxYGDfTV17AWDL1GSLheu0kijZ0BQzugPzm1l__QaIsUWJSYnnL8saAEIVz_fA_xcAZNO-g1ly8CNhblz7LKcAalQXDf1hj6SnTDXfe4EHivSRURwmGphO6ymrTjjP-3pBcT3/s1600/IMG_20141114_162007.jpg


ନିର୍ଦ୍ଦେଶକ: ନିତାଇ ପାଲିତ
ପ୍ରଯୋଜକ: ଦଳିତ ଜାତିସଂଘ
ସଂଳାପ: ମନୋଜ ଦାସ
କାହାଣୀ: ଶାନ୍ତନୁ କୁମାର ଦାଶ
କଳାକାର: ହେମନ୍ତ ଦାସ, ଲୀଳା ଦୁଲାଳୀ, ଗୌର ଘୋଷ, ଚପଳା ନାୟକ, ବୀଣା, ଅଶୋକ କୁମାର
ସଙ୍ଗୀତ: ବାଳକୃଷ୍ଣ ଦାସ, ଭୂବନେଶ୍ୱର ମିଶ୍ର
ଗୀତ: ମନୋଜ ଦାସ, ପର୍ଶୁରାମ ପଟ୍ଟନାୟକ
କଣ୍ଠ: ବାଳକୃଷ୍ଣ ଦାସ
ଚିତ୍ରଗ୍ରହଣ: ବିଶ୍ୱନାଥ ଦାସ, ଧିରେନ ଗୁପ୍ତା
ସମ୍ପାଦକ: ବିଶ୍ୱନାଥ ନାଇକ
ମୁକ୍ତିଲାଭ ତାରିଖ:
୨୧ ଜୁଲାଇ ୧୯୫୬

ଅଭିନୟ

  • ଗୌର ଘୋଷ
  • ହେମନ୍ତ ଦାସ
  • ଚପଳା ନାୟକ
  • ଲୀଳା ଦୁଲାଳୀ
  • ବୀଣା
  • ଅଶୋକ କୁମାର
  • କିଶୋର କୁମାର
  • ନିମ୍ମି
  • ଓମ୍ ପ୍ରକାଶ
  • ନିରୁପା ରାୟ
  • ସାମୁଏଲ୍ ସାହୁ (ବାବି)

ଗୀତ 

1. କେହିକି ଦେଖିଚ ପଲ୍ଲୀ ମାଆର ହସର ରେଖା ଲୁହ ଢେଉ
2. ରାମ ଯେ ଲଇଖଣ ଗଲେ ମୃଗ ମାରି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର