ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଜଗନ୍ନାଥ ଧାମ ପୁରୀ

୮ ଡିସେମ୍ବରରେ ମୁକ୍ତିଲାଭ କରିଥିଲ ଜଗନ୍ନାଥ ଧାମ ପୁରୀ

ଟିକେ ଅନାଡ଼ି ପୂରା ଖିଲାଡ଼ି

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ଟିକେ ଅନାଡ଼ି ପୂରା ଖିଲାଡ଼ି

ତୋ ପ୍ରେମରେ ପଡ଼ିଲା ପରେ

୨୪ ନଭେମ୍ବରରେ ମୁକ୍ତିଲାଭ କରିଥିଲା ତୋ ପ୍ରେମରେ ପଡ଼ିଲା ପରେ

ମୁଁ ଗୋଟେ ଦୁଷ୍ଟ ପିଲା

ନଭେମ୍ବର ୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ମୁଁ ଗୋଟେ ଦୁଷ୍ଟ ପିଲା

ବଜରଙ୍ଗୀ

କାର୍ତ୍ତିକା ପୂର୍ଣ୍ଣିମା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର

ତୁ ମୋ ହିରୋ

୨୦ ଅକ୍ଟୋବରରେ ଦୀପାବଳୀ ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର 'ତୁ ମୋ ହିରୋ'

Showing posts with label ୧୯୫୪ର ଓଡ଼ିଆ କଥାଚିତ୍ର. Show all posts
Showing posts with label ୧୯୫୪ର ଓଡ଼ିଆ କଥାଚିତ୍ର. Show all posts

କେଦାର ଗୌରୀ

https://blogger.googleusercontent.com/img/b/R29vZ2xl/AVvXsEjfGxRhomyUxYGDfTV17AWDL1GSLheu0kijZ0BQzugPzm1l__QaIsUWJSYnnL8saAEIVz_fA_xcAZNO-g1ly8CNhblz7LKcAalQXDf1hj6SnTDXfe4EHivSRURwmGphO6ymrTjjP-3pBcT3/s1600/IMG_20141114_162007.jpg

ନିର୍ଦ୍ଦେଶକ: ନିତାଇ ପାଲିତ
ପ୍ରଯୋଜକ: ଚୌଧୁରୀ ବଳରାମ ପ୍ରସାଦ ଦାଶ
ସଂଳାପ: ମନୋରଞ୍ଜନ ଦାସ
ଚିତ୍ରନାଟ୍ୟ: ମନୋରଞ୍ଜନ ଦାସ
କାହାଣୀ: ମନୋରଞ୍ଜନ ଦାସ
କଳାକାର: ବୀଣା, କିଶୋରୀ ଦେବୀ, ଗୌର ଘୋଷ, ଲକ୍ଷ୍ମୀ, ଗ୍ଲୋରିଆ ମହାନ୍ତି
ସଙ୍ଗୀତ: ବାଳକୃଷ୍ଣ ଦାସ
ଗୀତ: କାଳୀଚରଣ ପଟ୍ଟନାୟକ, ଜାନକୀବଲ୍ଲଭ ମହାନ୍ତି, ପର୍ଶୁରାମ ପଟ୍ଟନାୟକ
କଣ୍ଠ: ରାଧାଗୋବିନ୍ଦ ପଟ୍ଟନାୟକ, ବୀଣା ଦେବୀ, ବାଳକୃଷ୍ଣ ଦାସ
ସମ୍ପାଦକ: ବିନୟ ବାନାର୍ଜୀ
ମୁକ୍ତିଲାଭ ତାରିଖ:
୨୫ ସେପ୍ଟେମ୍ବର ୧୯୫୪

ଅଭିନୟ

  • ବୀଣା ଦେବୀ
  • କିଶୋରି ଦେବୀ
  • ଗୌର ଘୋଷ
  • ଲକ୍ଷ୍ମୀ
  • ଗ୍ଲୋରିଆ ମହାନ୍ତି
  • ସଞ୍ଜୁକ୍ତା ପାଣିଗ୍ରାହୀ
  • ରାଧାରାଣୀ
  • ରୀତା
  • ସୀଲା ଉଲ୍ଲାସ
  • ଗୋବିନ୍ଦ ତେଜ

ଗୀତ 

1. ଧିର ସମୀର କୁଞ୍ଜ ବନେ
2. ନାହିଁ ଭାବନାରେ ନବ ନବୀନା
3. ଜୀବନ ଯାଏ
4. ଦିନ ଯାଏ ରଜନୀ ପାହିରେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର