ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଟିକେ ଅନାଡ଼ି ପୂରା ଖିଲାଡ଼ି

http://ollywoodlife.com/wp-content/uploads/2017/03/Tike-Anadi-Pura-Khiladi.jpg

ନିର୍ଦ୍ଦେଶକ: ଲୋକନାଥ ବାରିକ
ପ୍ରଯୋଜକ: ରବିନ୍‌ ନନ୍ଦ
ସଂଳାପ: ଅଜୟ ସାମଲ
ଚିତ୍ରନାଟ୍ୟ: ଲୋକନାଥ ବାରିକ
କାହାଣୀ: ଲୋକନାଥ ବାରିକ
କଳାକାର: କରଣ, ବବ୍‌ଲି, ଇପ୍ସିତା, ସଞ୍ଜନା, ରବିନ୍‌ ନନ୍ଦ, ମିହିର ଦାସ, ତନ୍ଦ୍ରା ରାୟ, ବିଜୟ ମହାନ୍ତି, ଜୟୀରାମ ସାମଲ
ସଙ୍ଗୀତ: ଅଗ୍ନିରାଜ କିଶୋର
ଗୀତ: ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ଯତିନ୍ଦ୍ର ପ୍ରଧାନ, ଜୟନ୍ତ ଦାସ, ସୁମିତ
କଣ୍ଠ: ସତ୍ୟଜିତ, ଅଙ୍କିତ, ହ୍ୟୁମାନ ସାଗର, ଅନ୍ତରା, ପଦ୍ମିନୀ, ସୋନାଲିକା, କୁମାର ବାପି, ନନ୍ଦିତା, ତାରିକ୍ ଅଜିଜ୍, ପମି, ଅସୀମା ପଣ୍ଡା, ନଭ୍ୟା
ଚିତ୍ରଗ୍ରହଣ: ଏସ୍ ରଞ୍ଜନ
ସମ୍ପାଦକ:
ମୁକ୍ତିଲାଭ ତାରିଖ:
୨୪ ନଭେମ୍ବର ୨୦୧୭

ଅଭିନୟ

  • କରଣ ସିଂହ ରାୟ
  • ବବ୍‌ଲି
  • ସଞ୍ଜନା
  • ଇପ୍ସିତା
  • ମିହିର ଦାସ
  • ରବିନ୍‌ ନନ୍ଦ
  • ବିଜୟ ମହାନ୍ତି
  • ତନ୍ଦ୍ରା ରାୟ
  • ଅସୀତ ପତି
  • ଜୟୀରାମ ସାମଲ

ଗୀତ 

1. ଛନ ଛନ
2. ଡବଲ୍ ପ‌ପି
3. ଫୁଲର ବରଷା
4. ଟିକେ ଅନାଡ଼ି ପୂରା ଖିଲାଡ଼ି
5. ଯେବେଠୁ ରସିଆକୁ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର