ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଟୋପାଏ ସିନ୍ଦୂର ଦି ଟୋପା ଲୁହ

Image result for odia topae sindura di topa luha

ନିର୍ଦ୍ଦେଶକ: ବସନ୍ତ ସାହୁ
ପ୍ରଯୋଜକ: ବିଜୟ କନ୍ଦୋଇ
ସଂଳାପ: ମହ‌ମଦ ସାଫି
ଚିତ୍ରନାଟ୍ୟ: ପ୍ରଦୀପ ନନ୍ଦ
କାହାଣୀ: ବିଜୟ କନ୍ଦୋଇ
କଳାକାର: ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଅନୁ ଚୌଧୁରୀ, ବର୍ଷା ପ୍ରିୟଦର୍ଶିନୀ, ମିହିର ଦାସ, ଅପରାଜିତା ମହାନ୍ତି
ସଙ୍ଗୀତ: କୃଷ୍ଣ ଚନ୍ଦ୍ର
ଗୀତ: ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ପଞ୍ଚାନନ ନାୟକ, ନିଜାମ୍
କଣ୍ଠ: କୁମାର ବାପି, ତପୁ ମିଶ୍ର, ଉଦିତ ନାରାୟଣ, ଶୈଳଭାମା, ସୁରେଶ ୱାଡ଼େକର
ଚିତ୍ରଗ୍ରହଣ: ଅଭିରାମ ମିଶ୍ର
ସମ୍ପାଦକ: ଅଶୋକ ଶର୍ମା
ମୁକ୍ତିଲାଭ ତାରିଖ:
୨୦୦୫

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଅନୁଭବ ମହାନ୍ତି
  • ଅନୁ ଚୌଧୁରୀ
  • ବର୍ଷା ପ୍ରିୟଦର୍ଶିନୀ
  • ମିହିର ଦାସ
  • ଅପରାଜିତା ମହାନ୍ତି
  • ସୁରେଶ ବଳ
  • ଦେବୁ ବୋଷ
  • ହରିହର ମହାପାତ୍ର
  • ଜୟୀରାମ ସାମଲ
  • ବ୍ରଜ ସିଂହ
  • ଜର୍ଜ ତିଆଡ଼ି

ଗୀତ 

1. ସିନ୍ଦୂର ଟୋପେ ନ ହେଲା ନାହିଁ
2. ଧକ ଧକ ଛାତି ହୁଏ
3. ଭାଗ୍ୟ ତ ଲେଖିଛି କପାଳ ଲିଖନ
4. ଆସିବ ଆସିବ ସୁନା
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର