ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ତତେ ମୋ ରାଣ

Image result for odia movie tate mo rana

ନିର୍ଦ୍ଦେଶକ: ସଞ୍ଜୟ ନାୟକ
ପ୍ରଯୋଜକ: ନାରାୟଣ ବଧୋଲ
ସଂଳାପ: ସଞ୍ଜୟ ନାୟକ
ଚିତ୍ରନାଟ୍ୟ: ସଞ୍ଜୟ ନାୟକ
କାହାଣୀ: ସଞ୍ଜୟ ନାୟକ
କଳାକାର: ସିଦ୍ଧାନ୍ତ ମହାପାତ୍ର, ବର୍ଷା ପ୍ରିୟଦର୍ଶିନୀ, ମିହିର ଦାସ, ବିଜୟ ମହାନ୍ତି, କୁନା ତ୍ରିପାଠୀ, ସ୍ନିଗ୍ଧା ମହାନ୍ତି, ବୀଣା ମହାରଣା
ସଙ୍ଗୀତ: ମଳୟ ମିଶ୍ର
ଗୀତ: ବସନ୍ତରାଜ ସାମଲ, ଗଣେଶ ମହାପାତ୍ର, ନିର୍ମଳ ନାୟକ, ପଞ୍ଚାନନ ନାୟକ, ସତ୍ୟ ନାରାୟଣ ସାହୁ, ଗୁରୁ ସତପଥୀ
କଣ୍ଠ: କୁମାର ବାପି, ବିଭୁ କିଶୋର, ଇରା ମହାନ୍ତି, ସୌରଭ ମହାନ୍ତି, ସଙ୍ଘମିତ୍ରା
ଚିତ୍ରଗ୍ରହଣ: ରଞ୍ଜନ
ସମ୍ପାଦକ: ଅଶୋକ ଶର୍ମା
ମୁକ୍ତିଲାଭ ତାରିଖ:
୨୦୦୫

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ବର୍ଷା ପ୍ରିୟଦର୍ଶିନୀ
  • ମିହିର ଦାସ
  • ବିଜୟ ମହାନ୍ତି
  • କୁନା ତ୍ରିପାଠୀ
  • ସ୍ନିଗ୍ଧା ମହାନ୍ତି
  • ବୀଣା ମହାରଣା
  • ବିଜୁ ବଡ଼ଜେନା
  • ସୀମା
  • ଜୟୀରାମ ସାମଲ
  • ଚନ୍ଦନ
  • ପୂଜା ଥାପା
  • ପପି ସନ୍ତୁକ
  • ମୂଷା
  • ବିକି
  • ଲୁଲୁ
  • ପ୍ରଭାସ ସାମନ୍ତରାୟ

ଗୀତ 

1. ତୁ ବାଘ ହେଇଯାରେ ମୋତେ କାମୁଡ଼ି ପକା
2. ତ‌ତେ ମୋ ରାଣ
3. ହାଇ ଆସୁଥିଲା ନିଦ ଲାଗୁଥିଲା
4. ଏ ଚଲାବାଟେ ଫୁଲ ଗୋଟେ
5. ଆସ ଆସ ଭିଜ ଭିଜ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର