ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ପ୍ରିୟା ମୋ ପ୍ରିୟା

Image result for odia movie priya mo priya

ନିର୍ଦ୍ଦେଶକ: ଗୁଡ଼ିଆ ମହାପାତ୍ର
ପ୍ରଯୋଜକ: ସ୍ୱର୍ଣ୍ଣଲତା ଦାସ
ସଂଳାପ: ପ୍ରଦୀପ ନନ୍ଦ
ଚିତ୍ରନାଟ୍ୟ: ଗୁଡ଼ିଆ ମହାପାତ୍ର, ସ୍ୱରୂପ ନାୟକ
କାହାଣୀ: ପୂର୍ଣ୍ଣଚନ୍ଦ୍ର ଦାସ
କଳାକାର: ଅନୁଭବ ମହାନ୍ତି, ନମ୍ରତା ଥାପା, ବିଜୟ ମହାନ୍ତି, ରାଇମୋହନ ପରିଡ଼ା, ଜୟୀରାମ ସାମଲ, ହରିହର ମହାପାତ୍ର
ସଙ୍ଗୀତ: ସ୍ୱରୂପ ନାୟକ
ଗୀତ: ସ୍ୱରୂପ ନାୟକ, ଦେବଦାସ ଛୋଟରାୟ, ବିଜୟ ମଲ୍ଲ, ସୁରେଶ ପରିଡ଼ା
କଣ୍ଠ: କୁମାର ବାପି, ସୋମା ଭଟ୍ଟାଚାର୍ଯ୍ୟ, ତପୁ ମିଶ୍ର, ରୂପାଲି, ଟି. ସୌରୀ
ଚିତ୍ରଗ୍ରହଣ: ନିରଞ୍ଜନ ଦାସ
ସମ୍ପାଦକ: ବି. ସତ୍ୟନାରାୟଣ
ମୁକ୍ତିଲାଭ ତାରିଖ:
୨୦୦୫

ଅଭିନୟ

  • ଅନୁଭବ ମହାନ୍ତି
  • ନମ୍ରତା ଥାପା
  • ବିଜୟ ମହାନ୍ତି
  • ରାଇମୋହନ ପରିଡ଼ା
  • ଲିସା ମହାନ୍ତି
  • ଜୟୀରାମ ସାମଲ
  • ହରିହର ମହାପାତ୍ର
  • ଅନିତା ଦାସ
  • ଦେବୁ ବୋଷ

ଗୀତ 

1. ହାତ ମାର ନା ରେ
2. ଆଖିରେ ଆଖି ମିଶିବ
3. ବାସନ୍ତି ପବନରେ
4. ତ ଦିନ ମୋ ମନ
5. ତ ଦିନ ମୋ ମନ (ଦୁଃଖ)
6. ପ୍ରିୟା ପ୍ରିୟା
7. ଆକାଶକୁ ପାଣିକୁ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର