ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଧର୍ମର ହେବ ଜୟ

Image result for odia movie dharmara heba jay

ନିର୍ଦ୍ଦେଶକ: ସଞ୍ଜୟ ନାୟକ
ପ୍ରଯୋଜକ: ସୀତାରାମ ପଟ୍ଟନାୟକ, ସଞ୍ଜୟ ନାୟକ
ସଂଳାପ: ସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟ: ସଞ୍ଜୟ ନାୟକ
କାହାଣୀ: ସଞ୍ଜୟ ନାୟକ
କଳାକାର: ସିଦ୍ଧାନ୍ତ ମହାପାତ୍ର, ଉଷାସୀ ମିଶ୍ର, ବିଜୟ ମହାନ୍ତି, ଅନିତା ଦାସ, କୁନା ତ୍ରିପାଠୀ, ଅକ୍ଷୟ ବସ୍ତିଆ, କାଜଲ ମିଶ୍ର
ସଙ୍ଗୀତ: ମଳୟ ମିଶ୍ର
ଗୀତ: ବସନ୍ତରାଜ ସାମଲ, ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ଅରୁଣ ମନ୍ତ୍ରୀ
କଣ୍ଠ: କୁମାର ବାପି, ଇରା ମହାନ୍ତି, ଶୈଳଭାମା ମହାପାତ୍ର
ଚିତ୍ରଗ୍ରହଣ: ରଞ୍ଜନ
ସମ୍ପାଦକ: ବିଜୟ ମିଶ୍ର
ମୁକ୍ତିଲାଭ ତାରିଖ:
୨୦୦୫

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଉଷାସୀ ମିଶ୍ର
  • ବିଜୟ ମହାନ୍ତି
  • ଅନିତା ଦାସ
  • କୁନା ତ୍ରିପାଠୀ
  • ଅକ୍ଷୟ ବସ୍ତିଆ
  • କାଜଲ ମିଶ୍ର
  • ଦୁର୍ଗା ଆଚାର୍ଯ୍ୟ
  • ସୁନୀଲ ଶଙ୍ଖୁଆ
  • ଦୀପା ସାହୁ
  • ବାବୁ ପ୍ରଧାନ
  • ମୂଷା
  • ବିଜୁ ବଡ଼ଜେନା
  • ସଚି
  • ନିମାଇଁ
  • ହର୍ଷ ବାବୁ

ଗୀତ 

1. ଅଦିନିଆ ଝଡ଼
2. ଏଇ ଆମ ସଂସାର
3. ତୋ ପାଇଁ ସାଥିରେ
4. ଏଇ ଆମ ଛୋଟ ସଂସାର
5. ଖସିଲା ଓଢ଼ଣୀ
6. ମାରିଦେ ମାରିଦେ ତୀର
7. ଅଧେ ରାତି ଅଧେ ଦିନ
8. ଧର୍ମର ହେବ ଜୟ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର