ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଅର୍ଜୁନ

Image result for odia movie arjun

ନିର୍ଦ୍ଦେଶକ: ହର ପଟ୍ଟନାୟକ
ପ୍ରଯୋଜକ: ପ୍ରଦ୍ୟୁମ୍ନ ଲେଙ୍କା
ସଂଳାପ: ଶୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟ: ଶୁବୋଧ ପଟ୍ଟନାୟକ
କାହାଣୀ: ହର ପଟ୍ଟନାୟକ
କଳାକାର: ଅନୁଭବ ମହାନ୍ତି, ଗାର୍ଗୀ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ରାମେଶ୍ୱରୀ, ହର ପଟ୍ଟନାୟକ, କିର୍ତ୍ତୀ ମହାନ୍ତି, ଅମ୍ରିତା ଶୁକ୍ଳା
ସଙ୍ଗୀତ: ସ୍ୱରୂପ ନାୟକ
ଗୀତ: ସ୍ୱରୂପ ନାୟକ
କଣ୍ଠ: କୁମାର ବାପି, ତପୁ ମିଶ୍ର, ଟି. ସୌରୀ
ଚିତ୍ରଗ୍ରହଣ: ନିରଞ୍ଜନ ଦାସ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨୦୦୫

ଅଭିନୟ

  • ଅନୁଭବ ମହାନ୍ତି
  • ଗାର୍ଗୀ ମହାନ୍ତି
  • ପ୍ରଦ୍ୟୁମ୍ନ ଲେଙ୍କା
  • ରାମେଶ୍ୱରୀ
  • ହର ପଟ୍ଟନାୟକ
  • ଅମ୍ରିତା ଶୁକ୍ଳା
  • ସୁରେଶ ବଳ
  • ରାଇମୋହନ ପରିଡ଼ା
  • ଚକ୍ରଧର ଜେନା
  • ସରୋଜ ଦାସ
  • ପ୍ରେମାଞ୍ଜନ ପରିଡ଼ା
  • ଦେବୁ ବୋଷ
  • ଜୀବନ ପଣ୍ଡା
  • ବ୍ରଜ ନାୟକ
  • ନବ ଆଚାର୍ଯ୍ୟ
  • ରବି ମିଶ୍ର
  • ବିରେନ ମହାପାତ୍ର
  • ଅନୁରାଗ ଦିକ୍ଷିତ
  • ସଲିଲ ମିତ୍ର
  • ମନୋଜ ପଟ୍ଟନାୟକ
  • ନିରଞ୍ଜନ ପାଣ୍ଡେ
  • ମହେନ୍ଦ୍ର ନାୟକ
  • ତନୁଜା ଦେବୀ
  • ରିତା ରାଇ
  • ବାବୁ ପ୍ରଧାନ
  • ଧର୍ମେନ୍ଦ୍ର ରଣା
  • ବିନାୟକ ମିଶ୍ର
  • ବିଜୟ ସେଠୀ
  • ସୁଶାନ୍ତ ଜେନା
  • ପ୍ରଦୀପ ସେନ
  • ପ୍ରମୋଦ ପାଣି
  • ନାରାୟଣ ପତି
  • ତ୍ରିନାରାୟଣ ରଥ
  • ଆର୍ତ ବେହେରା
  • ଲିଟୁ ପ୍ରଧାନ
  • ସୁବଳ ନାୟକ
  • ଦୁର୍ବଦଳ ସାହୁ

ଗୀତ 

1. ଥୁ ଥୁ ଛି ଛି
2. ମୁଁ ତୁମକୁ ଭଲ ପାଏ
3. ସୁଖ ସବୁ ତ‌ତେ ଦେବି
4. ଆୟୋଦା ରାମା ଆୟୋରେ
5. ଅର୍ଜୁନ ତୁ ହାରିବୁ ନାହିଁ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର