ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଅଗ୍ନି ପରୀକ୍ଷା

Image result for odia movie agni pariksha

ନିର୍ଦ୍ଦେଶକ: ସୂର୍ଯ୍ୟ ମିଶ୍ର
ପ୍ରଯୋଜକ: ଉମାକାନ୍ତ ରାଉତ
ସଂଳାପ: ଶୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟ: ସୂର୍ଯ୍ୟ ମିଶ୍ର
କାହାଣୀ: ଶୁବୋଧ ପଟ୍ଟନାୟକ
କଳାକାର: ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ହର ପଟ୍ଟନାୟକ, ଅନିତା ଦାସ
ସଙ୍ଗୀତ: ଅକ୍ଷୟ ମହାନ୍ତି
ଗୀତ: ନିଜାମ
କଣ୍ଠ: ଉଦିତ ନାରାୟଣ, ସୋନୁ ନିଗମ, ନିଜାମ, ଅନୁରାଧା ପଢ଼ୁଆଲ
ଚିତ୍ରଗ୍ରହଣ: ସତ୍ୟ ପଟ୍ଟନାୟକ
ସମ୍ପାଦକ: ରବି ପଟ୍ଟନାୟକ
ମୁକ୍ତିଲାଭ ତାରିଖ:
୨୦୦୫

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ଅନୁ ଚୌଧୁରୀ
  • ଉତ୍ତମ ମହାନ୍ତି
  • ବିଜୟ ମହାନ୍ତି
  • ହର ପଟ୍ଟନାୟକ
  • ଅନିତା ଦାସ
  • ଅସୀତ ପତି
  • ଜୟୀରାମ ସାମଲ
  • ହରିହର ମହାପାତ୍ର
  • ରୁନୁ ପରିଜା

ଗୀତ 

1. ଫୁଲେଇଲୋ
2. ଜୟ ସନ୍ତୋଷୀ ମାଆ
3. ଯାହା ହେଲା ଚୁପ୍‌ଚାପ୍
4. ଭଲ ପାଏ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର