ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଥ୍ୟାଙ୍କ ୟୁ ଭଗବାନ

Image result for thank you bhagaban odia movie songs


ନିର୍ଦ୍ଦେଶକ: ହର ପଟ୍ଟନାୟକ
ପ୍ରଯୋଜକ: ବିଜୟ କାଣ୍ଡୋଇ
ସଂଳାପ: ଡ. ସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟ: ହର ପଟ୍ଟନାୟକ
କାହାଣୀ: ବିଜୟ କାଣ୍ଡୋଇ
କଳାକାର: ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ଦେବୁ ବୋଷ, ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତ: ମନ୍ମଥ ମିଶ୍ର
ଗୀତ: ମନ୍ମଥ ମିଶ୍ର
କଣ୍ଠ: କୁମାର ବାପି, ସୁଚିତ୍ର ମିଶ୍ର
ମୁକ୍ତିଲାଭ ତାରିଖ:
୧୧ ଜୁନ ୨୦୦୬

ଅଭିନୟ

  • ଅନୁଭବ ମହାନ୍ତି
  • ବର୍ଷା ପ୍ରିୟଦର୍ଶିନୀ
  • କାଜଲ ମିଶ୍ର
  • ଶାଳିନୀ ଦ୍ୱିବେଦୀ
  • ଦେବୁ ବୋଷ
  • ରୁନୁ ପରିଜା
  • ଲିସା ମହାନ୍ତି
  • ସରୋଜ ଦାଶ
  • ଇଲୁ ବାନାର୍ଜୀ
  • ବ୍ରଜ ସିଂ
  • ହରିହର ମହାପାତ୍ର
  • ମାମୁନି
  • ସୁନିଲ ସନ୍ତୁକା
  • ପ୍ରେମାଞ୍ଚନ
  • ମୁନୁ
  • ପ୍ରଦ୍ୟୁମ୍ନ ଲେଙ୍କା
  • ବାଙ୍କୁ
  • ହର ପଟ୍ଟନାୟକ

ଗୀତ 

1. ତୋର ମୋର ମୋର ତୋର ଖେଳ
2. ଥ୍ୟାଙ୍କ୍ ୟୁ ଭଗବାନ
3. ଫୁଲର ସବାରୀରେ
4. ଲକ୍ଷେ ଦିୱାନୀ ତୋ ପଛରେ
5. ଚାଲିଆ ଚାଲିଆ ଚାଲିଆ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର