ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ରାକ୍ଷୀ ବନ୍ଧିଲି ମୋ ରଖିବ ମାନ

Image result for odia film rakhi bandhili rakhiba mana

ନିର୍ଦ୍ଦେଶକ: ସଞ୍ଜୟ ନାୟକ
ପ୍ରଯୋଜକ: ରତିକାନ୍ତ କାନୁନ୍‌ଗୋ, ପ୍ରମୋଦ କୁମାର ସ୍ୱାଇଁ
ସଂଳାପ: ସଞ୍ଜୟ ନାୟକ
ଚିତ୍ରନାଟ୍ୟ: ସଞ୍ଜୟ ନାୟକ
କାହାଣୀ: ସୁଚିସ୍ମିତା କାନୁନ୍‌ଗୋ
କଳାକାର: ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ଅସିତ ପତି, ଉତ୍ତମ ମହାନ୍ତି, ମୀନକେତନ, ସ୍ନିଗ୍ଧା ମହାନ୍ତି
ସଙ୍ଗୀତ: ମଳୟ ମିଶ୍ର
ଗୀତ: ଶ୍ରୀକାନ୍ତ ଗୌତମ
କଣ୍ଠ: ମହମଦ ଅଜିଜ୍, ସୁବାସ ଦାସ, ଅଭୟ ମିଶ୍ର, ଶକ୍ତି ମିଶ୍ର, ଇରା ମହାନ୍ତି, ପ୍ରିତିନନ୍ଦା ରାଉତରାୟ, ଅରବିନ୍ଦ ଷଡ଼ଙ୍ଗୀ, ଶୈଳଭାମା, ବାବୁଲ ସୁପ୍ରିଓ
ଚିତ୍ରଗ୍ରହଣ: ରଞ୍ଜନ
ସମ୍ପାଦକ: ରବି ପଟ୍ଟନାୟକ
ମୁକ୍ତିଲାଭ ତାରିଖ:
୨୦୦୬

ଅଭିନୟ

  • ମିହିର ଦାସ
  • ସିଦ୍ଧାନ୍ତ ମହାପାତ୍ର
  • ଅନୁ ଚୌଧୁରୀ
  • ଅସିତ ପତି
  • ଉତ୍ତମ ମହାନ୍ତି
  • ମୀନକେତନ
  • ସ୍ନିଗ୍ଧା ମହାନ୍ତି
  • ବୀଣା ମହାରଣା
  • ଦିପ୍ତି ପଣ୍ଡା
  • ଅଶୋକ
  • ଜୟୀରାମ ସାମଲ

ଗୀତ 

1. ଭାଇ ତୋତେ ମୋର ରହିଲା ରାଣ
2. ଫୁଲର ପାହାଡ଼
3. ରାଖି ପୁନେଇଁରେ
4. ଅଳତା ସିନ୍ଦୂର
5. ଛୁଇଁ ଦେଇ କ‌ହୁଛ
6. ରାଖି ବାନ୍ଧିଲି ମୋ ରଖିବ ମାନ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର