ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ରକତେ ଲେଖିଛି ନାଁ

Image result for odia film rakate lekhichi naa

ନିର୍ଦ୍ଦେଶକ: ହିମାଂଶୁ ପରିଜା
ପ୍ରଯୋଜକ: ନିରଞ୍ଜନ ରଣା
କଳାକାର: ସିଦ୍ଧାନ୍ତ ମହାପାତ୍ର, ସୀମା ଚକ୍ରବର୍ତ୍ତୀ, ସୁନୀଲ କୁମାର, ମିହିର ଦାସ, ଆୟେଶା, ରାଇମୋହ‌ନ ପରିଡ଼ା
ସଙ୍ଗୀତ: ମନ୍ମଥ ମିଶ୍ର
ଗୀତ: ପ୍ରଦୀପ ନନ୍ଦ
କଣ୍ଠ: ଉଦିତ ନାରାୟଣ, ଅନୁରାଧା ପଢ଼ୁଆଲ, ସୁଲଗ୍ନା, ମନ୍ମଥ ମିଶ୍ର
ମୁକ୍ତିଲାଭ ତାରିଖ:
୨୦୦୬

ଅଭିନୟ

  • ସିଦ୍ଧାନ୍ତ ମହାପାତ୍ର
  • ସୀମା ଚକ୍ରବର୍ତ୍ତୀ
  • ସୁନୀଲ କୁମାର
  • ମିହିର ଦାସ
  • ଆୟେଶା
  • ରାଇମୋହ‌ନ ପରିଡ଼ା
  • ସରୋଜ ଦାସ
  • ପିଣ୍ଟୁ ନନ୍ଦ
  • ସଲିଲ ମିତ୍ର
  • ଦେବୁ ବୋଷ
  • ଚୁଙ୍ଗା
  • ଜୀବନ ପଣ୍ଡା

ଗୀତ 

1. କଉଡ଼ି କଉଡ଼ି ସେ ତ'
2. ଦେ ଦେ ମସାଜ୍ ଦେ
3. ହେ ଇଶ୍ୱର ଜଗତ
4. ଜଳୁଚି ଆଜି ଏ ଛାତି
5. ସିନ୍ଦୂର କ‌ହିଯାଏ ସୁହାଗ
6. ରକତେ ଲେଖିଚି ନାଁ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର