ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ପ୍ରେମ ଋତୁ ଆସିଲାରେ

Image result for prema rutu asilare odia movie

ନିର୍ଦ୍ଦେଶକ: ସୁଧାଂଶୁ ମୋହନ ସାହୁ
ପ୍ରଯୋଜକ: ବିନୟ ନାୟକ
ସଂଳାପ: ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟ: ସୁଧାଂଶୁ ମୋହନ ସାହୁ
କାହାଣୀ: ସଞ୍ଜୟ ନାୟକ
କଳାକାର: ଅରିନ୍ଦମ ରାୟ, ନମ୍ରତା ଥାପ୍ପା, ପିଣ୍ଟୁ ନନ୍ଦ, ସିଦ୍ଧାନ୍ତ ମହାପାତ୍ର, ଅପରାଜିତା ମହାନ୍ତି
ସଙ୍ଗୀତ: ସ୍ଵରୂପ ନାୟକ
ଗୀତ: ସ୍ଵରୂପ ନାୟକ
ମୁକ୍ତିଲାଭ ତାରିଖ:
୧୮ ଜୁନ ୨୦୦୬

ଅଭିନୟ

  • ଅରିନ୍ଦମ ରାୟ
  • ନମ୍ରତା ଥାପା
  • ପିଣ୍ଟୁ ନନ୍ଦ
  • ଦେବୁ ବୋଷ
  • ଅନୁ ଚୌଧୁରୀ
  • ମିହିର ଦାସ
  • ସରୋଜ ଦାସ
  • ସିଦ୍ଧାନ୍ତ ମହାପାତ୍ର
  • ଅପରାଜିତା ମହାନ୍ତି
  • ବିଜୟ ମହାନ୍ତି
  • ଉତ୍ତମ ମହାନ୍ତି
  • ଜୟୀରାମ ସାମଲ
  • ଜର୍ଜ ତିଆଡି
  • ସାହେବ ସିଂ
  • ସଲିଳ ମିତ୍ର
  • ଚକ୍ରଧର ଜେନା
  • ମୁନ୍ନା ଖାଁ

ଗୀତ 

1. ୟୁ ଆର୍ ମାଇଁ ସୁଇଟ୍
2. ପୁଅ ମୋ ବୁଡ଼ି ବୁଡ଼ି
3. ପ୍ରେମ ଋତୁ ଆସିଲା ରେ
4. ପ୍ରେମ ଋତୁ
5. ମୁଁ ଝିଅ ନୁହେଁ ଗୋଟ
6. ବିରୁଡ଼ି ବିରୁଡ଼ି
7. ଆଜି ଏଇ ସ‌ହରରେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର