ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ତୁ ଥାଆ ମୁଁ ଯାଉଚି ରୁଷି

Image result for odia film tu tha mu jauchi rushi

ନିର୍ଦ୍ଦେଶକ: ଶ୍ରୀତମ ଦାସ
ପ୍ରଯୋଜକ: ତ୍ରିବେଣୀ କୁମାର ମହାନ୍ତି
ସଂଳାପ: ଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟ: ଶ୍ରୀତମ ଦାସ
କାହାଣୀ: ଶ୍ରୀତମ ଦାସ
କଳାକାର: ଅରିନ୍ଦମ ରାୟ, କୋଏଲ୍ ମଲ୍ଲିକ, ମିହିର ଦାସ, ଉଷସୀ ମିଶ୍ର, ଶ୍ରୀତମ ଦାସ, ଜୀନା ସାମଲ, ହର ପଟ୍ଟନାୟକ
ସଙ୍ଗୀତ: ଅଭିଜିତ ମଜୁମଦାର
ଗୀତ: ନିଜାମ୍
କଣ୍ଠ: ଅଭିଜିତ ମଜୁମଦାର, ତପୁ ମିଶ୍ର, ଉଦିତ ନାରାୟଣ, ପମି, ମାନସ ପ୍ରୀତମ, ବାବୁଲ ସୁପ୍ରିଓ
ଚିତ୍ରଗ୍ରହଣ: ରମେଶ ବାବୁ
ମୁକ୍ତିଲାଭ ତାରିଖ:
୧୬ ଡିସେମ୍ବର ୨୦୧୦

ଅଭିନୟ

  • ଅରିନ୍ଦମ ରାୟ
  • କୋଏଲ୍ ମଲ୍ଲିକ
  • ମିହିର ଦାସ
  • ଉଷସୀ ମିଶ୍ର
  • ଶ୍ରୀତମ ଦାସ
  • ଜୀନା ସାମଲ
  • ଦେବାଶିଷ ପାତ୍ର
  • ସୁରେଶ ବଳ
  • ପ୍ରଦ୍ୟୁମ୍ନ ଲେଙ୍କା
  • ହର ପଟ୍ଟନାୟକ
  • ସରୋଜ ଦାସ
  • ପିଣ୍ଟୁ ନନ୍ଦ

ଗୀତ 

1. ଏଇ ମୋ ମନ କଲମରେ
2. ବୟସର ରଙ୍ଗ ଲାଗିଛି
3. ମୁଁ ତ‌ତେ ଛାଡ଼ି
4. ମୋ ନୀଳପରୀ ତୁ
5. ରାତି ଛୋଟକୁ ଏଠି ସପନ ବେଶି
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର