ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଟାଇଗର

Image result for odia movie Tiger

ନିର୍ଦ୍ଦେଶକ:ଦିଲ୍ଲିପ ପଣ୍ଡା
ପ୍ରଯୋଜକ: ମୁକେଶ କପୁର, ରମେଶ ବାରିକ
ସଂଳାପ: ଡଃ ରଜନୀ ରଞ୍ଜନ
ଚିତ୍ରନାଟ୍ୟ: ଦିଲ୍ଲିପ ପଣ୍ଡା
କାହାଣୀ: ସରୋଜ କପୁର, ମୁକେଶ କପୁର, ଦିପ୍ତି ବାରିକ
କଳାକାର: ଅମ୍ଳାନ, ଦୀପିକା, ବିଜୟ ମହାନ୍ତି, ସରୋଜ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ସଲିଲ ମିତ୍ର, ଅନିତା ଦାସ, ମୀନକେତନ
ସଙ୍ଗୀତ: ଗୁଡଲି ରଥ
ଗୀତ: ନିର୍ମଳ ନାୟକ, ବାପୁ ଗୋସ୍ୱାମୀ, ରଜନୀ ରଞ୍ଜନ, ଦେବୀଦତ୍ତ ମହାନ୍ତି
କଣ୍ଠ: ତପୁ ମିଶ୍ର, ଗୁଡଲି ରଥ, ବିଷ୍ଣୁମୋହନ କବି, ନଭ୍ୟା, ଅସୀମା ପଣ୍ଡା, ଆର୍. ଏସ୍. କୁମାର, ସୋହିନି ମିଶ୍ର
ଚିତ୍ରଗ୍ରହଣ: ପ୍ରସାଦ
ସମ୍ପାଦକ: ଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ:
୨୦ ମଇ ୨୦୧୬

ଅଭିନୟ

  • ଅମ୍ଳାନ ଦାସ
  • ଦୀପିକା
  • ସ୍ମୃତି ସିହ୍ନା
  • ବିଜୟ ମହାନ୍ତି
  • ସରୋଜ ଦାସ
  • ଭୁପତି ତ୍ରିପାଠୀ
  • ପ୍ରଦ୍ୟୁମ୍ନ ଲେଙ୍କା
  • ସଲିଲ ମିତ୍ର
  • ଅନିତା ଦାସ
  • ବାବୁ ପ୍ରଧାନ
  • ପ୍ରତିଭା ପଣ୍ଡା
  • ମୀନକେତନ
  • ଶ୍ରାବଣୀ
  • ଅଂଶୁମାନ
  • ସୁଜାତା
  • ଅବଦେଶ ମିଶ୍ର
  • ଆୟୁଶ ଖାନ
  • ସୁଇଟ୍ ଛବରା
  • ପିଙ୍କି

ଗୀତ

1. ଉପ୍‌ସ୍ ବାଲି
2. ସାତ ଚକୁଳି
3. ମେଡ୍ ଇନ୍ ଓଡ଼ିଶା
4. ତୋ ଆଖିର ମିଠା ବର୍ଷା
5. ଭାବିଥିଲି ହାଏରେ
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର